ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

2024 general elections

ଭୋଟ୍ ଦେଉଛି ଓଡ଼ିଶା: ଦିନ ୩ ଟା ସୁଦ୍ଧା…

ଭୁବନେଶ୍ବର: ଆଜି ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଥିବା ବେଳେ ଜନତା ମଧ୍ୟ ଜୋରଦାର ମତଦାନ କରୁଛନ୍ତି। ସକାଳୁ ପାଗ ମଧ୍ୟ ଭଲ ରହିଥିବାରୁ ଲୋକମାନେ ମତଦାନ କରିବାକୁ ବହୁ ସଂଖ୍ୟାରେ ଆସୁଛନ୍ତି। ଭୋଟଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ…

ଲୋକସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ…

ନୂଆଦିଲ୍ଲୀ: ଆଜି ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ମତଦାନ। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟର ୮୮ ଆସନ ପାଇଁ ମତଦାନ ହେଉଛି। କେରଳର ସମସ୍ତ ୨୦ଟି ଲୋକସଭା ଆସନ ସମେତ କର୍ଣ୍ଣାଟକର ୧୪,ରାଜସ୍ଥାନ ୧୩, ମହାରାଷ୍ଟ୍ର ୮,ଉତ୍ତରପ୍ରଦେଶ ୮,ମଧ୍ୟପ୍ରଦେଶ ୭, ଆସାମ ଓ ବିହାରରେ ପ୍ରତ୍ୟେକ…

୨୦୨୪ ନିର୍ବାଚନ: ପୁଅଙ୍କ ପ୍ରଚାର ରଥରେ…

-ପାଟକୁରାରେ ପୁଅ ଅରବିନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ବିଜୟ -ବୀରମିତ୍ରପୁରରେ ଯୋଶେଫ ପାଇଁ ମଇଦାନରେ ଜର୍ଜ -ପୁଅ ସମରେନ୍ଦ୍ର ପାଇଁ ନରସିଂହଙ୍କ ପ୍ରଚାର ଆରମ୍ଭ -ଅଭିନନ୍ଦନଙ୍କ ପାଇଁ ପ୍ରଚାର ମଇଦାନରେ ବସନ୍ତ ପଣ୍ଡା -ପୁଅଙ୍କ ପାଇଁ ମଙ୍ଗଳା, ଉଷା ଦେବୀ ବି କରୁଛନ୍ତି ପ୍ରଚାର -ବାପାଙ୍କ ସହ ପ୍ରଚାର…

ବଲାଙ୍ଗିର ରାଜନୀତିରେ ରୋଚକ ମୋଡ଼: ଏଥର…

ବଲାଙ୍ଗିର: ଚଳିତ ନିର୍ବାଚନରେ ବି ବଲାଙ୍ଗିରବାସୀ ରୟାଲ ଫାଇଟ୍‌ ବଦଳରେ ରିଅଲ୍‌ ଫାଇଟ୍‌ ଦେଖିବାକୁ ପାଇବେ। ରାଜ ପରିବାର ବନାମ ପ୍ରଜା ଲଢ଼େଇ। ପୂର୍ବରୁ ରାଜପରିବାରର ସଦସ୍ୟମାନେ ପରସ୍ପର ସହ ମୁହାଁମୁହିଁ ହେଉଥିଲେ, କିନ୍ତୁ ଏଥର ଅନ୍ୟମାନଙ୍କ ସହ ହେବ ଲଢ଼େଇ। ଗୋଟିଏପଟେ ରାଜ ପତିଆରା ଆଉ ଅନ୍ୟପଟେ ପ୍ରଜା…

ନବରଙ୍ଗପୁର ବିଧାନସଭା ଆସନ: ରୋଚକ ହେବ…

ନବରଙ୍ଗପୁର: ଚଳିତ ୨୦୨୪ ନିର୍ବାଚନରେ ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଖୁଡ଼ୀ-ପୁତୁରା ମଧ୍ୟରେ ହେବ ଲଢ଼େଇ। କଂଗ୍ରେସ ପକ୍ଷରୁ ଲଢ଼ି ୯ ଥର ସାଂସଦ ହୋଇ ଇତିହାସ ରଚିଥିବା ସ୍ବର୍ଗତ ଖଗପତି ପ୍ରଧାନୀଙ୍କ ସାନ ଭାଇ ତଥା ନବରଙ୍ଗପୁର ଜିଲ୍ଲାର ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ବର୍ଗତ ଗୋପୀନାଥ…

୪୯ ବିଧାନସଭା ଓ ୮ ଲୋକସଭା ଆସନ ପାଇଁ…

ଭୁବନେଶ୍ବର: ଶେଷରେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ୪୯ ବିଧାନସଭା ଏବଂ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବରଗଡ଼ ଲୋକସଭା ଆସନରୁ ସଞ୍ଜୟ ଭୋଇଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ସେହିପରି ସୁନ୍ଦରଗଡ଼ରୁ…

୨୦୨୪ ସାଧାରଣ ନିର୍ବାଚନରେ ମହିଳା…

ଭୁବନେଶ୍ୱର: ଗଣତନ୍ତ୍ରର ମହାପର୍ବରେ ବଢ଼଼ୁଛି ମହିଳା ଭୋଟର୍‌ଙ୍କ ଭାଗୀଦାରି। ଗୋଟିଏପଟେ ପୁରୁଷ ଓ ମହିଳା ଭୋଟର୍‌ଙ୍କ ମଧ୍ୟରେ ତାରତମ୍ୟ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ଅଧିକରୁ ଅଧିକ ସଂଖ୍ୟକ ମହିଳା ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚୁଛନ୍ତି। ଏପରିସ୍ଥଳେ ୨୦୨୪…