ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲଦାଖରେ ଅଘଟଣ: ନଦୀରେ ଭାସିଗଲା ସେନା ଟ୍ୟାଙ୍କ, ୫ ଯବାନ ଭାସିଯାଇଥିବା ସୂଚନା

ନୂଆଦିଲ୍ଲୀ: ନଦୀରେ ଭାସିଗଲା ସେନା ଟ୍ୟାଙ୍କ। ନଦୀରେ ଅଧିକ ପାଣି ଆସିବାରୁ ସେନା ଟ୍ୟାଙ୍କ ଭାସି ଯାଇଥିବା ଜଣାପଡ଼ିଛି। ଲଦାଖରେ ସେନାର ଟ୍ୟାଙ୍କ ଅଭ୍ୟାସ ବେଳେ ଭାସିଯାଇଛି। ବଢି ପାଣିରେ ୫ ଜଣ ଭାସି ଯାଇଥିବା ସୂଚନା। ନଦୀ ପାର ବେଳେ ହଠାତ୍ ଜଳସ୍ତର ବଢିଯିବାରୁ ଦୌଲତ ବାଗ୍ ଓଲ୍ଡି ଅଞ୍ଚଳରେ ଟ୍ୟାଙ୍କଟି ଭାସିଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.