ଚୋରି କରିବାକୁ ଯାଇ ଯୁବକଙ୍କୁ ଛାତରୁ ଠେଲି ହତ୍ୟା କଲା ଚୋର !

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଛାତରୁ ଠେଲି ଯୁବକକୁ ହତ୍ୟା। ଚୋରି କରିବାକୁ ଯାଇଥିବା ବେଳେ ଚୋର କଲା ହତ୍ୟା । ଧରା ପଡିଯିବା ଭୟରେ ତିନି ତାଲା ଉପରୁ ବଙ୍ଗାଳୀ ଯୁବକଙ୍କୁ ଠେଲି କଲା ହତ୍ୟା । ସହୀଦ ନଗରରେ ଘଟିଛି ଏପରି ଛାତିଥରା ଘଟଣା। ଚୋର ସହିତ ଠେଲାପେଲାରେ ଚାଲିଗଲା ଯୁବକଙ୍କ ଜୀବନ । ୪ ତାଲା ଉପରୁ ଖସି ପଡିଲା ଶ୍ରମିକ । 

ଆହୁରି ପଢ଼ନ୍ତୁ: ବିଜୁ ବିରୋଧୀ ମନ୍ତବ୍ୟ: ବିଜେଡି ନେତାଙ୍କ ତୀବ୍ର ବିରୋଧ ସହ ନିଶିକାନ୍ତ ଦୁବେଙ୍କୁ କଟୁ ଭର୍ତ୍ସନା

ମିଳିଥିବା ସୂଚନା ଅନୁସରେ, ରାତି ଅଧରେ ସହିଦ୍ ନଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ପସିଥିଲା ଚୋର । ଚୋରି କରିବା ବେଳେ ଆପାର୍ଟମେଣ୍ଟରେ କାମ କରୁଥିବା ଜଣେ ଯୁବକ ଚୋରକୁ କାବୁ କରିବାକୁ ଯାଇ ଦୁହିଁଙ୍କ ଭିତରେ ହୋଇଥିଲା ଜୋରଦାର ଧସ୍ତାଧସ୍ତି । ୪ ତାଲା ଉପରୁ ଚୋର ଠେଲି ଦେବା ଫଳରେ ବିଲ୍ଡିରେ କାମ କରୁଥିବା ବଙ୍ଗାଳି ଯୁବକ ଖସି ପଡି ମୃତ୍ୟୁ ବରଣ କରିଥିଲେ । ଚୋରି କରିବାକୁ ଆସିଥିବା ଯୁବକ ମୁହଁରେ କପଡା ବାନ୍ଧି ପଶିଥିବା ବେଳେ ସିସିଟିଭିରେ ହୋଇଛି କଏଦ I ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ଆହୁରି ପଢ଼ନ୍ତୁ: ବିଜୁ ବାବୁଙ୍କୁ ନିନ୍ଦା ଓଡ଼ିଶାର ଅପମାନ; ବିଭ୍ରାନ୍ତିକାର ମନ୍ତବ୍ୟକୁ ନେଇ ବର୍ଷିଲା ବିଜେଡି

03 Apr 2026 By Madhusudan Das

ଚୋରି କରିବାକୁ ଯାଇ ଯୁବକଙ୍କୁ ଛାତରୁ ଠେଲି ହତ୍ୟା କଲା ଚୋର !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଛାତରୁ ଠେଲି ଯୁବକକୁ ହତ୍ୟା। ଚୋରି କରିବାକୁ ଯାଇଥିବା ବେଳେ ଚୋର କଲା ହତ୍ୟା । ଧରା ପଡିଯିବା ଭୟରେ ତିନି ତାଲା ଉପରୁ ବଙ୍ଗାଳୀ ଯୁବକଙ୍କୁ ଠେଲି କଲା ହତ୍ୟା । ସହୀଦ ନଗରରେ ଘଟିଛି ଏପରି ଛାତିଥରା ଘଟଣା। ଚୋର ସହିତ ଠେଲାପେଲାରେ ଚାଲିଗଲା ଯୁବକଙ୍କ ଜୀବନ । ୪ ତାଲା ଉପରୁ ଖସି ପଡିଲା ଶ୍ରମିକ । 

ମିଳିଥିବା ସୂଚନା ଅନୁସରେ, ରାତି ଅଧରେ ସହିଦ୍ ନଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ପସିଥିଲା ଚୋର । ଚୋରି କରିବା ବେଳେ ଆପାର୍ଟମେଣ୍ଟରେ କାମ କରୁଥିବା ଜଣେ ଯୁବକ ଚୋରକୁ କାବୁ କରିବାକୁ ଯାଇ ଦୁହିଁଙ୍କ ଭିତରେ ହୋଇଥିଲା ଜୋରଦାର ଧସ୍ତାଧସ୍ତି । ୪ ତାଲା ଉପରୁ ଚୋର ଠେଲି ଦେବା ଫଳରେ ବିଲ୍ଡିରେ କାମ କରୁଥିବା ବଙ୍ଗାଳି ଯୁବକ ଖସି ପଡି ମୃତ୍ୟୁ ବରଣ କରିଥିଲେ । ଚୋରି କରିବାକୁ ଆସିଥିବା ଯୁବକ ମୁହଁରେ କପଡା ବାନ୍ଧି ପଶିଥିବା ବେଳେ ସିସିଟିଭିରେ ହୋଇଛି କଏଦ I ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର