ମନୋରଞ୍ଜନ
Madhusudan Das
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Wednesday Horoscope: ବୁଧବାର ରାଶିଫଳ ( ୦୧-୦୪-୨୦୨୬)
Published On
By Madhusudan Das
ମେଷ: ଅଚାନକ ଖୁସି ଖବର ପାଇବେ। ଚାକିରିରେ ବଦଳି ହୋଇପାରେ । ରାଜନୀତିରେ ସଫଳ ହେବେ। ଚକ୍ଷୁ ସମସ୍ୟା ଭୋଗି ପାରନ୍ତି। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ।
ବୃଷ: ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଧୈର୍ଯ୍ୟ ଧରି କାମ କରନ୍ତୁ। ବ୍ୟସ୍ତତା ଭିତରେ ଦିନଟି କଟିବ। ବ୍ୟବସାୟ ଆଗକୁ ବଢ଼ାଇବାକୁ ପ୍ରୟାସ...
ବରିଷ୍ଠ IAS ବୀର ବିକ୍ରମ ଯାଦବ ହେଲେ DGCA ଅଧ୍ୟକ୍ଷ
Published On
By Madhusudan Das
ନୂଆଦିଲ୍ଲୀ: ଡିଜିସିଏର ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇଏଏସ୍ ବୀର ବିକ୍ରମ ଯାଦବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ସରକାର ବର୍ତ୍ତମାନର ମହାନିର୍ଦ୍ଦେଶକ ଫୈଜ ଅହମ୍ମଦ କିଦୱାଇଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ବୀର ବିକ୍ରମ ଯାଦବଙ୍କୁ ନୂଆ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି।...
ଇଣ୍ଡିଗୋର ନୂଆ ସିଇଓ ହେଲେ ବ୍ରିଟିଶ ଏୟାରୱେଜର ପୂର୍ବତନ ମୁଖ୍ୟ ୱିଲିୟମ୍ ୱାଲ୍ସ
Published On
By Madhusudan Das
ନୂଆଦିଲ୍ଲୀ: ଇଣ୍ଡିଗୋର ନୂଆ ସିଇଓ ହେଲେ ୱିଲିୟମ୍ ୱାଲ୍ସ । ଇଣ୍ଡିଗୋର ମୂଳ କମ୍ପାନୀ ଇଣ୍ଟରଗ୍ଲୋବ୍ ଆଭିଏସନ୍ ଲିମିଟେଡ୍ ବ୍ରିଟିଶ ଏୟାରୱେଜର ପୂର୍ବତନ ମୁଖ୍ୟ ୱିଲିୟମ ୱାଲ୍ସ (William Walsh) ଙ୍କୁ ଏହାର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ନିଯୁକ୍ତ କରିଛି। ଚଳିତ ମାସ ଆରମ୍ଭରେ ପିଟର ଏଲବର୍ସ ସିଇଓ ପଦରୁ ଇସ୍ତଫା...
ନାଳନ୍ଦାର ଶୀତଳା ମାତା ମନ୍ଦିରରେ ଦଳାଚକଟା: ୮ ଜଣଙ୍କ ମୃତ୍ୟୁ, ଏସଏଚଓ ନିଲମ୍ବିତ
Published On
By Madhusudan Das
ବିହାର: ବିହାରର ନାଳନ୍ଦା ଜିଲ୍ଲାରେ ଏକ ଅଭାବନୀୟ ତଥା ମର୍ମନ୍ତୁଦ ଘଟଣା ଘଟିଛି। ମଙ୍ଗଳବାର ଦିନ ମଘରା ଗାଁର ଶୀତଳା ମାତା ମନ୍ଦିରରେ ଦଳାଚକଟା ହୋଇ ୮ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସ୍ୱତନ୍ତ୍ର ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ପ୍ରବଳ ଜନଗହଳି ହୋଇଥିଲା। ଭିଡ଼ ବଢ଼ିବା ସହ ପରିସ୍ଥିତି...
ହାଇକୋର୍ଟ ସାମ୍ନାରେ ନିଆଁ ଲାଗି ଏକାଧିକ ଗାଡି ପୋଡିଯିବା ଘଟଣାରେ ଜଣେ ମହିଳା ଅଟକ, ନିଆଁ ଲଗାଇଥିବା ଭିଡିଓ ଭାଇରାଲ
Published On
By Madhusudan Das
କଟକ: ହାଇକୋର୍ଟ ପାଚେରୀ କଡ଼ ନିକଟରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଜଣେ ମହିଳାଙ୍କୁ ଅଟକ ରଖିଛି ଲାଲବାଗ ଥାନା ପୋଲିସ । ମହିଳା ଜଣକ ନାଁ ହେଉଛି ମିନତି ସାହୁ। ଜଗତସିଂହପୁର ଜିଲ୍ଲା ବିରିଡ଼ି ଅଞ୍ଚଳର ଏହି ମହିଳା ଗାଡିରେ ନିଆଁ ଲଗାଇଥିବା ପୋଲିସ ସନ୍ଦେହ କରୁଛି। ଏପରିକି ଗାଡ଼ିରେ ନିଆଁ ଲାଗିବା ବେଳର ଏକ...
ଗୁଣି ଗାରେଡି ସନ୍ଦେହରେ ଶାଶୁକୁ ପନିକିରେ ହାଣିଲା ବୋହୂ
Published On
By Madhusudan Das
ଉଦଳା: ବୋହୂ ସାଜିଲା ରାକ୍ଷସୀ। ଗୁଣି ଗାରିଡି ସନ୍ଦେହରେ ଶାଶୁକୁ ଅତି ନିର୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ। ଆଉ ଏ ଘଟଣା ସବୁର ଦେଖଣାହାରି ସାଜି ଦେଖୁଥିଲା ପୁଅ। ଉଦଳା ଥାନା ଏନଏସି ୬ ନମ୍ବର ୱାର୍ଡରେ ଘଟିଛି ଏଭଳି ଘଟଣା। ଗ୍ରାମର ସାବିତ୍ରୀ ଦତ୍ତ ସନ୍ଧ୍ୟା ସମୟରେ ଘର ବାହାରେ...
ଆସନ୍ତା ୭୨ଘଣ୍ଟା କାଳବୈଶାଖୀ ବର୍ଷା! ପାଣିପାଗ ବିଭାଗ ତରଫରୁ ୱାର୍ଣ୍ଣିଂ ଜାରି
Published On
By Madhusudan Das
ଭୁବନେଶ୍ୱର: ଗୋଟିଏ ପଟେ ଅସହ୍ୟ ତାତିରେ ସିଝୁଛି ପଶ୍ଚିମ ଓଡ଼ିଶା, ତ ଅନ୍ୟପଟେ କାଳବୈଶାଖୀ ବର୍ଷାରେ ଭିଜୁଛି ଉପକୂଳ। କେଉଁଠି ପାରଦ ୪୧ ଡିଗ୍ରୀ ଡେଇଁବ ତ କେଉଁଠି ଘଡ଼ଘଡ଼ି ସହ ବର୍ଷାର ତାଣ୍ଡବ । ଆଗାମୀ ୭୨ ଘଂଟା ପାଇଁ ପାଣିପାଗ ବିଭାଗ ଜାରି କରିଛି ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ। ଆଂଚଳିକ ପାଣିପାଗ...
ସେପ୍ଟିକ ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଶ୍ଵାସରୁଦ୍ଧ ହୋଇ ୨ ମୃତ, ୨ ଗୁରୁତର
Published On
By Madhusudan Das
ସମ୍ବଲପୁର: ସେପ୍ଟିକ ଟାଙ୍କିରେ ଶ୍ଵାସରୁଦ୍ଧ ହୋଇ ୨ ଶ୍ରମିକ ମୃତ । ନବନିର୍ମିତ ସେପ୍ଟିକ ଟାଙ୍କିରେ ସେଣ୍ଟ୍ରିଂ ଖୋଲିବାବେଳେ ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଆଉ ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା କେଶାଇଇବାହାଲ ଠାରେ ଘଟିଛି ଏପରି ଅଘଟଣ । ମୃତ ଶ୍ରମିକ ଦ୍ୱୟ...
ହାତୀ ମଣିଷ ଲଢେ଼ଇରେ ଗଡୁଛି ମଣିଷ ମୁଣ୍ଡ; ତିନି ବର୍ଷରେ ଗଲାଣି ୪୪୩ ଜଣଙ୍କ ଜୀବନ
Published On
By Madhusudan Das
ଭୁବନେଶ୍ୱର: ହାତୀ ମଣିଷ ଲଢେ଼ଇରେ ଗଡୁଛି ମଣିଷ ମୁଣ୍ଡ । ତିନି ବର୍ଷରେ ହାତୀ ଆକ୍ରମଣରେ ଗଲାଣି ୪୪୩ ଜଣଙ୍କ ଜୀବନ । ୫୧ଟି ବନଖଣ୍ଡରେ ଏହି ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିଛି । ସର୍ବାଧିକ ଢେଙ୍କାନାଳ ବନଖଣ୍ଡରେ ୯୧ ଜଣଙ୍କ ଜୀବନ ଯାଇଛି । ସେହିପରି ୫୫୮୭ଟି ଘର ଆଂଶିକ ଭାଙ୍ଗିଥିବା ବେଳେ ୧୦୫୦...
ଆଜି ପୁରୁଛି ଧାନ କିଣା କଣ୍ଟ: ଏବେ ବି ଧାନ ଧରି ବସିଛନ୍ତି ଲକ୍ଷାଧିକ ଚାଷୀ
Published On
By Madhusudan Das
ଭୁବନେଶ୍ୱର: ଖରିଫ ଧାନ କିଣା ପାଇଁ ଧାର୍ଯ୍ୟ ତାରିଖ ଅବଧି ଆଜି ଶେଷ ହେଉଛି। ସରକାରୀ ଭାବେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା, ତାହା ପୂରା ହୋଇଯାଇଛି ବୋଲି ସରକାର କହୁଥିବାରୁ ଏବେବି ଧାନ ବିକି ନ ପାରି ଟୋକନ୍ ଧରି ବସିଥିବା ଲକ୍ଷାଧିକ ଚାଷୀ ଆତଙ୍କିତ ହୋଇପଡ଼ିଛନ୍ତି। କେମିତି ସେମାନଙ୍କ ଅମଳ ଧାନକୁ ସରକାର...
ବିଧାନସଭା ଆରମ୍ଭରୁ ଗୃହରେ ବିଜୁ ଝଡ଼: ଦୁବେଙ୍କ ବିଭ୍ରାନ୍ତିକର ମନ୍ତବ୍ୟକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ
Published On
By Madhusudan Das
ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଗୃହରେ ବିଜୁ ଝଡ଼ । ଭାରତର ବରପୁତ୍ର ବିଜୁ ବାବୁଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ବିଭ୍ରାନ୍ତିକର ମନ୍ତବ୍ୟକୁ ନେଇ ଗୃହ ମଧ୍ୟରେ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ । ଉଭୟ ବିଜେଡି ଓ କଂଗ୍ରେସ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିବା ସହ ନାରାବାଜି କରିଥିଲେ ।...
ପ୍ରେମିକାକୁ ନିର୍ମମ ଭାବେ ହତ୍ୟା କରି ଶରୀରକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍ରେ ରଖିଲେ ବିବାହିତ ନୌସେନା କର୍ମଚାରୀ
Published On
By Madhusudan Das
ବିଶାଖାପାଟନା: ଆନ୍ଧ୍ରପ୍ରଦେଶର ବିଶାଖାପାଟନାରୁ ଏକ ଶିହରଣକାରୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ବିବାହିତ ନୌସେନା କର୍ମଚାରୀ ନିଜ ପ୍ରେମିକାକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ ପରି କାଟି ଫ୍ରିଜ୍ରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି। ଭାରତୀୟ ନୌସେନା ଜାହାଜ (ଆଇଏନଏସ୍) ଦେଗାରେ କାର୍ଯ୍ୟରତ ଜଣେ ନୌସେନା କର୍ମଚାରୀ...
टॉप न्यूज
LIVE
24K
Purity 99.9%
₹ 11,662
per gram
22K
Purity 91.6%
₹ 10,682
per gram
18K
Purity 75.0%
₹ 8,746
per gram
Today's Gold Rate in Bhubaneswar



