ମହିଳା ହାବିଲଦାରଙ୍କୁ ନିର୍ଯାତନା ପ୍ରସଙ୍ଗ: ଆରଆଇ ଓ ଫୋର୍ସ ରାଇଟରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ସଂଘ

Madhusudan Das Picture
Published On

ଅନୁଗୁଳ: ଅନୁଗୁଳର ମହିଳା ହାବିଲଦାରଙ୍କୁ ନିର୍ଯାତନା ଅଭିଯୋଗ ପ୍ରସଙ୍ଗ । ରିଜର୍ଭ ଇନ୍ସପେକ୍ଟର ଗୋବର୍ଦ୍ଧନ ମାହାରୀ ଏବଂ ହାବିଲଦାର ଶୁଭକାନ୍ତ ସାହୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ଓଡ଼ିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ସଂଘର ଅନୁଗୁଳ ଶାଖା । ସଂଘ ଏହି ଦୁଇ ଜଣଙ୍କ ବିରୋଧରେ ଅନୁଗୁଳ ଏସପିଙ୍କ ପାଖରେ ଫେରାଦ ହୋଇଛି ।

ଆହୁରି ପଢ଼ନ୍ତୁ: ୭ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଆଶଙ୍କା, ଆଗାମୀ ଦୁଇ ଦିନ ୪ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ନେଇ ୟେଲୋ ଆଲର୍ଟ ଜାରି

ସଂଘର ଅଭିଯୋଗ ଯେ, କେବଳ ମହିଳା ହାବିଲଦାର ସୁମିତ୍ରା ନୁହନ୍ତି, ବହୁ ପୋଲିସ କର୍ମଚାରୀଙ୍କୁ ନିର୍ୟାତନା ଦେଇଛନ୍ତି ଏ ଦୁଇ ଅଧିକାରୀ । କେବଳ ମାନସିକ ନିର୍ଯାତନା ନୁହେଁ, ଏହି ଦୁଇ ଅଧିକାରୀଙ୍କ ଦ୍ୱାରା ଶାରୀରିକ ଓ ଆର୍ଥିକ ନିର୍ଯାତନାର ବି ଶିକାର ହୋଇଛନ୍ତି ବହୁ କନେଷ୍ଟବଳ ଓ ହାବିଲଦାର । କଷ୍ଟ ଅସହ୍ୟ ହେଲେ ବି ପୋଲିସ ବର୍ଦିର ସମ୍ମାନ ଓ ଏସପି ସାହେବଙ୍କ ଉପଦେଶକୁ ମାନି କେହି ମୁହଁ ଖୋଲିନାହାନ୍ତି । ଅପରପକ୍ଷରେ ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳଙ୍କ ଅଭିଯୋଗର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ସହ ତାଙ୍କୁ ମାନସିକ ଦୃଢ଼ତା ପାଇଁ ଉପଦେଶ ଦେବାକୁ ଏସପି ଙ୍କୁ ଗୁହାରୀ କରିଛି ସଂଘ ।

ଆହୁରି ପଢ଼ନ୍ତୁ: ରନ୍ଧନ ଗ୍ୟାସ ସଙ୍କଟ: ରାଜ୍ୟରେ କଳାବଜାରୀଙ୍କ ରାଜୁତି, ଉପଭୋକ୍ତା ହତାଶ

04 Apr 2026 By Madhusudan Das

ମହିଳା ହାବିଲଦାରଙ୍କୁ ନିର୍ଯାତନା ପ୍ରସଙ୍ଗ: ଆରଆଇ ଓ ଫୋର୍ସ ରାଇଟରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ସଂଘ

ଅନୁଗୁଳ: ଅନୁଗୁଳର ମହିଳା ହାବିଲଦାରଙ୍କୁ ନିର୍ଯାତନା ଅଭିଯୋଗ ପ୍ରସଙ୍ଗ । ରିଜର୍ଭ ଇନ୍ସପେକ୍ଟର ଗୋବର୍ଦ୍ଧନ ମାହାରୀ ଏବଂ ହାବିଲଦାର ଶୁଭକାନ୍ତ ସାହୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ଓଡ଼ିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ସଂଘର ଅନୁଗୁଳ ଶାଖା । ସଂଘ ଏହି ଦୁଇ ଜଣଙ୍କ ବିରୋଧରେ ଅନୁଗୁଳ ଏସପିଙ୍କ ପାଖରେ ଫେରାଦ ହୋଇଛି ।

ସଂଘର ଅଭିଯୋଗ ଯେ, କେବଳ ମହିଳା ହାବିଲଦାର ସୁମିତ୍ରା ନୁହନ୍ତି, ବହୁ ପୋଲିସ କର୍ମଚାରୀଙ୍କୁ ନିର୍ୟାତନା ଦେଇଛନ୍ତି ଏ ଦୁଇ ଅଧିକାରୀ । କେବଳ ମାନସିକ ନିର୍ଯାତନା ନୁହେଁ, ଏହି ଦୁଇ ଅଧିକାରୀଙ୍କ ଦ୍ୱାରା ଶାରୀରିକ ଓ ଆର୍ଥିକ ନିର୍ଯାତନାର ବି ଶିକାର ହୋଇଛନ୍ତି ବହୁ କନେଷ୍ଟବଳ ଓ ହାବିଲଦାର । କଷ୍ଟ ଅସହ୍ୟ ହେଲେ ବି ପୋଲିସ ବର୍ଦିର ସମ୍ମାନ ଓ ଏସପି ସାହେବଙ୍କ ଉପଦେଶକୁ ମାନି କେହି ମୁହଁ ଖୋଲିନାହାନ୍ତି । ଅପରପକ୍ଷରେ ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳଙ୍କ ଅଭିଯୋଗର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ସହ ତାଙ୍କୁ ମାନସିକ ଦୃଢ଼ତା ପାଇଁ ଉପଦେଶ ଦେବାକୁ ଏସପି ଙ୍କୁ ଗୁହାରୀ କରିଛି ସଂଘ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର