ଭିଜିଲାନ୍ସ ଜାଲରେ କେରଡ଼ାଗଡ଼ RI, ପଟ୍ଟା ସଂଶୋଧନ ପାଇଁ ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ

Madhusudan Das Picture
Published On

ରାଜନଗର: ଭିଜିଲାନ୍ସ ଜାଲରେ କେରଡ଼ାଗଡ଼ RI । ପଟ୍ଟା ସଂଶୋଧନ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜନଗର ତହସିଲ ଅଫିସ ସମ୍ମୁଖରେ ମାଡି ବସିଲା କଟକ ଭିଜିଲାନ୍ସ ଟିମ୍ । RI ହେଉଛନ୍ତି କେରଡ଼ାଗଡ଼ ସର୍କଲର ଆରଆଇ ପ୍ରଦୁମ୍ନ କେଶରୀ ବେହୁରା । ଲାଞ୍ଚ ମାମଲାରେ ପଡିବା ପରେ ପ୍ରଦୁମ୍ନଙ୍କ ଦୁଇଟି ଠିକଣାରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ ବିଭାଗ ।

ଆହୁରି ପଢ଼ନ୍ତୁ: ବିଜୁଙ୍କୁ ଅପମାନ: କୁଆଡେ଼ ଗଲେ ‘ଲିଗାସୀ’ ନେତା ?

27 Feb 2026 By Madhusudan Das

ଭିଜିଲାନ୍ସ ଜାଲରେ କେରଡ଼ାଗଡ଼ RI, ପଟ୍ଟା ସଂଶୋଧନ ପାଇଁ ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ

ରାଜନଗର: ଭିଜିଲାନ୍ସ ଜାଲରେ କେରଡ଼ାଗଡ଼ RI । ପଟ୍ଟା ସଂଶୋଧନ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜନଗର ତହସିଲ ଅଫିସ ସମ୍ମୁଖରେ ମାଡି ବସିଲା କଟକ ଭିଜିଲାନ୍ସ ଟିମ୍ । RI ହେଉଛନ୍ତି କେରଡ଼ାଗଡ଼ ସର୍କଲର ଆରଆଇ ପ୍ରଦୁମ୍ନ କେଶରୀ ବେହୁରା । ଲାଞ୍ଚ ମାମଲାରେ ପଡିବା ପରେ ପ୍ରଦୁମ୍ନଙ୍କ ଦୁଇଟି ଠିକଣାରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ ବିଭାଗ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର