ପୂର୍ବ ଶତ୍ରୁତାରୁ ଗାଁରେ ବୁଲିଲା ଖଣ୍ଡା, ଗୋଷ୍ଠି ସଂଘର୍ଷରେ ୩ ଜଣ ଗୁରୁତର

Madhusudan Das Picture
Published On

କଣାସ: ପୂର୍ବ ଶତ୍ରୁତାରୁ ଗାଁରେ ବୁଲିଲା ଖଣ୍ଡା । କଣାସ ବ୍ଲକ୍ ଅନ୍ତର୍ଗତ ଗଡ଼ ସାନପୁଟରେ ଗୋଷ୍ଠି ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ପାରିବାରରେ ଘଟିଛି ଗୋଷ୍ଟି ସଂଘର୍ଷ । ପାରିଶ୍ରମିକ ଟଙ୍କାକୁ ନେଇ ଗୋଷ୍ଟି ସଂଘର୍ଷରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣରେ ପ୍ରକାଶ ବଳବନ୍ତରାୟ, ତାଙ୍କ ପୁତୁରା ଗୁଡୁ ବଳବନ୍ତରାୟ ଓ ପବିତ୍ର ବଳବନ୍ତରାୟ ଗୁରୁତର ଆହତ ହେଇଛନ୍ତି । ପ୍ରକାଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି  । ଗୁରୁତରମାନଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡ଼ିକାଲ ଏବଂ ପରେ ଏମ୍ସ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣକାରୀ ହେଲେ ସେହି ଗ୍ରାମର ବାଦଲ ବଳବନ୍ତରାୟ ଓ ତାଙ୍କ ସମ୍ପର୍କୀୟ । ଏନେଇ କଣାସ ଥାନାରେ ଅଭିଯୋଗ ହୋଇଛି । କଣାସ ଥାନାରେ ୨୯/୨୦୨୬ରେ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ବିଜୁ ବିରୋଧୀ ମନ୍ତବ୍ୟ: ବିଜେଡି ନେତାଙ୍କ ତୀବ୍ର ବିରୋଧ ସହ ନିଶିକାନ୍ତ ଦୁବେଙ୍କୁ କଟୁ ଭର୍ତ୍ସନା

05 Feb 2026 By Madhusudan Das

ପୂର୍ବ ଶତ୍ରୁତାରୁ ଗାଁରେ ବୁଲିଲା ଖଣ୍ଡା, ଗୋଷ୍ଠି ସଂଘର୍ଷରେ ୩ ଜଣ ଗୁରୁତର

କଣାସ: ପୂର୍ବ ଶତ୍ରୁତାରୁ ଗାଁରେ ବୁଲିଲା ଖଣ୍ଡା । କଣାସ ବ୍ଲକ୍ ଅନ୍ତର୍ଗତ ଗଡ଼ ସାନପୁଟରେ ଗୋଷ୍ଠି ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ପାରିବାରରେ ଘଟିଛି ଗୋଷ୍ଟି ସଂଘର୍ଷ । ପାରିଶ୍ରମିକ ଟଙ୍କାକୁ ନେଇ ଗୋଷ୍ଟି ସଂଘର୍ଷରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣରେ ପ୍ରକାଶ ବଳବନ୍ତରାୟ, ତାଙ୍କ ପୁତୁରା ଗୁଡୁ ବଳବନ୍ତରାୟ ଓ ପବିତ୍ର ବଳବନ୍ତରାୟ ଗୁରୁତର ଆହତ ହେଇଛନ୍ତି । ପ୍ରକାଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି  । ଗୁରୁତରମାନଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡ଼ିକାଲ ଏବଂ ପରେ ଏମ୍ସ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣକାରୀ ହେଲେ ସେହି ଗ୍ରାମର ବାଦଲ ବଳବନ୍ତରାୟ ଓ ତାଙ୍କ ସମ୍ପର୍କୀୟ । ଏନେଇ କଣାସ ଥାନାରେ ଅଭିଯୋଗ ହୋଇଛି । କଣାସ ଥାନାରେ ୨୯/୨୦୨୬ରେ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର