ଦିନ ଦ୍ଵିପ୍ରହରରେ ରାଜଧାନୀରୁ ଲୁଟ୍: ମୁହଁକୁ ସ୍ପ୍ରେ କରି ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁର୍ତ୍ତ

Madhusudan Das Picture
Published On

ଭୁବନେଶ୍ୱର: ଦିନ ଦ୍ଵିପ୍ରହରରେ ରାଜଧାନୀ ଭୁବନେଶ୍ୱରର ଏକ ଅଳଙ୍କାର ଦୋକାନରୁ ଲୁଟ୍ । ମୁହଁକୁ ସ୍ପ୍ରେ କରି ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ମୁଖା ପିନ୍ଧା ଦୁର୍ବୁର୍ତ୍ତ । ଆଜି ଦିନ ଗୋଟାଏ ବେଳେ ତମାଣ୍ଡୋ ଥାନା କଳିଙ୍ଗ ବିହାରରେ ଥିବା ଏକ ଗହଣା ଦୋକାନରୁ ଏହି ଲୁଟ୍‌ ହୋଇଛି । ଖବର ପାଇ ତମାଣ୍ଡୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଅଧାରରେ ଯାଞ୍ଚ କରିବା ସହ ତଦନ୍ତ କରୁଛି । 

ଆହୁରି ପଢ଼ନ୍ତୁ: ରାଉରକେଲା ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

17 Feb 2026 By Madhusudan Das

ଦିନ ଦ୍ଵିପ୍ରହରରେ ରାଜଧାନୀରୁ ଲୁଟ୍: ମୁହଁକୁ ସ୍ପ୍ରେ କରି ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁର୍ତ୍ତ

ଭୁବନେଶ୍ୱର: ଦିନ ଦ୍ଵିପ୍ରହରରେ ରାଜଧାନୀ ଭୁବନେଶ୍ୱରର ଏକ ଅଳଙ୍କାର ଦୋକାନରୁ ଲୁଟ୍ । ମୁହଁକୁ ସ୍ପ୍ରେ କରି ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ମୁଖା ପିନ୍ଧା ଦୁର୍ବୁର୍ତ୍ତ । ଆଜି ଦିନ ଗୋଟାଏ ବେଳେ ତମାଣ୍ଡୋ ଥାନା କଳିଙ୍ଗ ବିହାରରେ ଥିବା ଏକ ଗହଣା ଦୋକାନରୁ ଏହି ଲୁଟ୍‌ ହୋଇଛି । ଖବର ପାଇ ତମାଣ୍ଡୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଅଧାରରେ ଯାଞ୍ଚ କରିବା ସହ ତଦନ୍ତ କରୁଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର