ଜମି କିଣାବିକାରେ ଆଉ ହୋଇପାରିବନି ଠକେଇ, ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ୍‌ ଜମି ପଟ୍ଟା

Madhusudan Das Picture
Published On

ଭୁବନେଶ୍ୱର: ଜମି କିଣାବିକାରେ ଆଉ ହୋଇପାରିବ ନାହିଁ ଠକେଇ । ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ୍‌ ଜମି ପଟ୍ଟା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ ପଟ୍ଟା । କ୍ୟୁଆର୍ କୋଡ୍‌ ସ୍କାନ୍‌ କଲେ ପଟ୍ଟାର ସମ୍ପୂର୍ଣ୍ଣ ଇତିହାସ ବାହାରିବ । ଏହା ଦ୍ଵାରା ଠକମାନେ ଆଉ ଲୋକଙ୍କୁ ଭୁତାଇ ଜମି କିଣାବିକା କରିପାରିବେନି। ଠକାମୀ ଉପାୟରେ ଜମି କିଣା ବିକା କଲେ ସଙ୍ଗେ ସଙ୍ଗେ ତହସିଲଦାର ଓ RIଙ୍କ ପାଖକୁ ଖବର ଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ସାଢେ଼ ୨ଟାରେ ହେବ ରଥ ଟଣା

12 Feb 2026 By Madhusudan Das

ଜମି କିଣାବିକାରେ ଆଉ ହୋଇପାରିବନି ଠକେଇ, ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ୍‌ ଜମି ପଟ୍ଟା

ଭୁବନେଶ୍ୱର: ଜମି କିଣାବିକାରେ ଆଉ ହୋଇପାରିବ ନାହିଁ ଠକେଇ । ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ୍‌ ଜମି ପଟ୍ଟା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ ପଟ୍ଟା । କ୍ୟୁଆର୍ କୋଡ୍‌ ସ୍କାନ୍‌ କଲେ ପଟ୍ଟାର ସମ୍ପୂର୍ଣ୍ଣ ଇତିହାସ ବାହାରିବ । ଏହା ଦ୍ଵାରା ଠକମାନେ ଆଉ ଲୋକଙ୍କୁ ଭୁତାଇ ଜମି କିଣାବିକା କରିପାରିବେନି। ଠକାମୀ ଉପାୟରେ ଜମି କିଣା ବିକା କଲେ ସଙ୍ଗେ ସଙ୍ଗେ ତହସିଲଦାର ଓ RIଙ୍କ ପାଖକୁ ଖବର ଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର