ରାଜ୍ୟରେ ବଢ଼ିବାରେ ଲାଗିଛି ଶିଶୁ ନିଖୋଜ ମାମଲା, ଗୃହରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

Madhusudan Das Picture
Published On

ଭୁବନେଶ୍ୱର: ବିଜେପି ସରକାର ଆସିବା ପରଠାରୁ ଶିଶୁ ନିଖୋଜ ମାମଲା ବଢ଼ିବାରେ ଲାଗିଛି । 2024 ରେ 6838 ଶିଶୁ ନିଖୋଜ ହୋଇଥିବାବେଳେ 5942 ଜଣ ଉଦ୍ଧାର ହୋଇଥିଲେ । ହେଲେ 2025ରେ ଶିଶୁ ନିଖୋଜ ସଂଖ୍ୟା ବଢ଼ି 8206 ରେ ପହଁଚିଲା । ସେଥିରୁ 6036 ଜଣ ଉଦ୍ଧାର ହୋଇଥିଲେ । ସେପଟେ କମିସନରେଟ ପୋଲିସର ପାରିବାପଣିଆ ବି ଟାର୍ଗେଟରେ ଅଛି । ଭୁବନେଶ୍ୱରରେ ହତ୍ୟାକାଣ୍ଡ ମାମଲା କମିଥିବାବେଳେ କଟକରେ ବଢ଼ି ଚାଲିଛି । 2024 ରେ କଟକରେ 21 ଟି ହତ୍ୟା ମାମଲା ପଞ୍ଜିକୃତ ହୋଇଥିଲା । ଏହି ସଂଖ୍ୟା 2025 ରେ ବଢ଼ି 24 ରେ ପହଁଚିଲା ।ଭୁବନେଶ୍ୱରରେ ହତ୍ୟାକାଣ୍ଡ ସଂଖ୍ୟା ଅଧିକ ରହିଥିଲେ ବି 2024 ତୁଳନାରେ 2025 ରେ ଏହା କମିଛି । 2024 ରେ ଭୁବନେଶ୍ୱରରେ 43 ଟି ହତ୍ୟାକାଣ୍ଡ ମାମଲା ପଞ୍ଜିକରଣ ହୋଇଥିଲା । ଯାହା 2025 ରେ କମି 33 ରେ ରହିଲା । ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି ।

ଆହୁରି ପଢ଼ନ୍ତୁ: ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଜ୍ୟ ହିନ୍ଦୁ ମହିଳା ମହାସଭାର ସଭାପତି ହେଲେ ଶ୍ରୀମତୀ ସ୍ମିତା ମୁଦୁଲି

23 Mar 2026 By Madhusudan Das

ରାଜ୍ୟରେ ବଢ଼ିବାରେ ଲାଗିଛି ଶିଶୁ ନିଖୋଜ ମାମଲା, ଗୃହରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେପି ସରକାର ଆସିବା ପରଠାରୁ ଶିଶୁ ନିଖୋଜ ମାମଲା ବଢ଼ିବାରେ ଲାଗିଛି । 2024 ରେ 6838 ଶିଶୁ ନିଖୋଜ ହୋଇଥିବାବେଳେ 5942 ଜଣ ଉଦ୍ଧାର ହୋଇଥିଲେ । ହେଲେ 2025ରେ ଶିଶୁ ନିଖୋଜ ସଂଖ୍ୟା ବଢ଼ି 8206 ରେ ପହଁଚିଲା । ସେଥିରୁ 6036 ଜଣ ଉଦ୍ଧାର ହୋଇଥିଲେ । ସେପଟେ କମିସନରେଟ ପୋଲିସର ପାରିବାପଣିଆ ବି ଟାର୍ଗେଟରେ ଅଛି । ଭୁବନେଶ୍ୱରରେ ହତ୍ୟାକାଣ୍ଡ ମାମଲା କମିଥିବାବେଳେ କଟକରେ ବଢ଼ି ଚାଲିଛି । 2024 ରେ କଟକରେ 21 ଟି ହତ୍ୟା ମାମଲା ପଞ୍ଜିକୃତ ହୋଇଥିଲା । ଏହି ସଂଖ୍ୟା 2025 ରେ ବଢ଼ି 24 ରେ ପହଁଚିଲା ।ଭୁବନେଶ୍ୱରରେ ହତ୍ୟାକାଣ୍ଡ ସଂଖ୍ୟା ଅଧିକ ରହିଥିଲେ ବି 2024 ତୁଳନାରେ 2025 ରେ ଏହା କମିଛି । 2024 ରେ ଭୁବନେଶ୍ୱରରେ 43 ଟି ହତ୍ୟାକାଣ୍ଡ ମାମଲା ପଞ୍ଜିକରଣ ହୋଇଥିଲା । ଯାହା 2025 ରେ କମି 33 ରେ ରହିଲା । ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର