ମନୋରଞ୍ଜନ
ପ୍ରେମିକା କଥା ନହେବାରୁ ଇଲେକ୍ଟ୍ରିକ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ପ୍ରେମିକ
କେନ୍ଦୁଝର: ପ୍ରେମିକା ପାଇଁ ଟାୱାର ଚଢ଼ିଲେ ଯୁବକ । ପ୍ରେମିକା କଥା ନହେବାରୁ ଇଲେକ୍ଟ୍ରିକ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ପ୍ରେମିକ । ୩ଘଣ୍ଟା ପରେ ଟାୱାରରୁ ଓହ୍ଲାଇଲା ଯୁବକ । ପ୍ରେମିକା ସହିତ କଥା ହେବା ପରେ ଓହ୍ଲାଇଲା ପ୍ରେମିକ । କେନ୍ଦୁଝର ଟାଉନ ଥାନା ଜୁଡ଼ିଆ ଘାଟି ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ୩ ଘଣ୍ଟାର ବୁଝାସୁଝା ପରେ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର ହେଲେ ପ୍ରେମିକ ।
04 Dec 2025
By Madhusudan Das

⊕ https://www.thesakala.in/latest-odisha-news/boyfriend-threatens-to-commit-suicide-by-climbing-electric-tower-after-girlfriend-refuses-to-talk-to-him/article-43397