କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Madhusudan Das Picture
Published On

ମେଷ: ରବି, ସୋମବାରରେ କାର୍ଯ୍ୟମନ୍ଥରତା ଦେଖାଦେବ। ଆର୍ଥିକ ଉନ୍ନତି ହେବ। ମଙ୍ଗଳ,  ବୁଧବାରରେ ଆୟର ନୂତନ ପଥ ଉନ୍ମୁକ୍ତ ହେବ। ଗୁରୁ, ଶୁକ୍ର, ଶନିବାରରେ ଅବହେଳାର ଶିକାର ହେବେ। ବ୍ୟବସାୟିକ ଆୟବ୍ୟୟ ସମାନ ରହିବ। 

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୦୩-୦୪-୨୦୨୬ )

ବୃଷ: ରବି,ସୋମବାରରେ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ସନ୍ତାନସନ୍ତତିଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ମଙ୍ଗଳ, ବୁଧବାରରେ କର୍ମକ୍ଷେତ୍ରରେ ପ୍ରଭାବଶାଳୀ ରହିବେ। ଗୁରୁ, ଶୁକ୍ର, ଶନିବାରରେ ମୂଲ୍ୟବାନ ବସ୍ତୁ କ୍ରୟ କରିପାରନ୍ତି। ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସା ପାଇବେ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୩୦-୦୩-୨୦୨୬ )

ମିଥୁନ: ରବି, ସୋମବାରରେ ପରିବାରରେ ସମସ୍ୟା ସୃଷ୍ଟି ହୋଇପାରେ। ବେପାରରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ମଙ୍ଗଳ, ବୁଧବାରରେ ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଗୁରୁ, ଶୁକ୍ର, ଶନିବାରରେ ସାମାଜରେ ଧନସମ୍ମାନପ୍ରାପ୍ତି।  ଗୁରୁଜନଙ୍କ ଆଶୀର୍ବାଦ ପାଇବେ।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ ( ୦୨-୦୪-୨୦୨୬ )

କର୍କଟ: ରବି, ସୋମବାରରେ ସମୟର ସଦୁପଯୋଗ କରିବେ। କଠିନ ପରିଶ୍ରମ କରି ସଫଳ ହେବେ। ମଙ୍ଗଳ, ବୁଧବାରରେ ଆର୍ଥିକ କ୍ଷେତ୍ରରେ ପାରିବାରିକ ସହଯୋଗ ପାଇବେ। ଗୁରୁ, ଶୁକ୍ର, ଶନିବାରରେ ଜୀବନସାଥୀଙ୍କ ସହ ନୂତନ ଯୋଜନା ପ୍ରସ୍ତୁତ କରିବେ। ଧନଲାଭ ଯୋଗ ରହିଛି।

ସିଂହ: ରବି, ସୋମବାରରେ କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଅଧିକ ପରିଶ୍ରମୀ ହେବେ। ମଙ୍ଗଳ, ବୁଧବାରରେ ମହତ୍ତ୍ବପୂର୍ଣ୍ଣ ସଫଳତା ପାଇବେ। ଗୁରୁ, ଶୁକ୍ର, ଶନିବାରରେ ସୁଖଶାନ୍ତି ବୃଦ୍ଧି ପାଇବ। ଅକସ୍ମାତ୍ ଧନଲାଭ ଯୋଗ ରହିଛି। 

କନ୍ୟା: ରବି, ସୋମବାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଆଗକୁ ବଢ଼ିବେ। ଭାଇଭଉଣୀଙ୍କର ସହଯୋଗ ମିଳିବ। ମଙ୍ଗଳ, ବୁଧବାରରେ ମନସ୍ତାପରେ ରହିପାରନ୍ତି। ଗୁରୁ, ଶୁକ୍ର, ଶନିବାରରେ ପରିଶ୍ରମ ମୁତାବକ ଫଳପ୍ରାପ୍ତି। ବରିଷ୍ଠ ବ୍ୟକ୍ତିଙ୍କଠାରୁ ସହଯୋଗ ପାଇବେ।

ତୁଳା: ରବି, ସୋମବାରରେ ସରକାରୀ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ନିଜର ପରାକ୍ରମ ଦେଖାଇବେ। ମଙ୍ଗଳ,ବୁଧବାରରେ ଅର୍ଥହାନି ଓ ଶତ୍ରୁବୃଦ୍ଧି ହୋଇପାରେ। ଗୁରୁ, ଶୁକ୍ର, ଶନିବାରରେ ଗୁରୁଜନଙ୍କ ଆଶୀର୍ବାଦ ଭାଗ୍ୟ ଉଦୟରେ ସହଯୋଗ ହେବ। ବ୍ୟବସାୟରେ ଲାଭବାନ ହେବେ।

ବିଛା: ରବି, ସୋମବାରରେ କର୍ମକ୍ଷେତ୍ରରେ ସହଯୋଗ ପାଇବେ। ସନ୍ତାନସନ୍ତତି ଉନ୍ନତି କରିବେ। ମଙ୍ଗଳ, ବୁଧବାରରେ ଅର୍ଥପ୍ରାପ୍ତିର ଯୋଗ ରହିଛି। ଗୁରୁ, ଶୁକ୍ର, ଶନିବାରରେ ମନରେ ପ୍ରସନ୍ନତା ଓ ଚଞ୍ଚଳତା ଭରି ରହିବ। 

ଧନୁ: ରବି, ସୋମବାରରେ ଗୁରୁଜନଙ୍କ ସହଯୋଗ ମିଳିବ। କାର୍ଯ୍ୟକ୍ଷେତ୍ରରେ ବାଧା ସୃଷ୍ଟି ହୋଇପାରେ। ମଙ୍ଗଳ, ବୁଧବାରରେ ଦ୍ରବ୍ୟାଦି ଲାଭ ହେବ। ଗୁରୁ ,ଶୁକ୍ର, ଶନିବାରରେ ସକାରାତ୍ମକ ଚିନ୍ତା ରଖି ଆଗକୁ ବଢ଼ିବେ। ନିଜ ବୁଦ୍ଧି ବଳରେ ସଫଳତା ପାଇବେ।

ମକର: ରବି, ସୋମବାରରେ ଅଭାବ ଓ ଅସୁବିଧା ଦେଖାଦେବ। ଋଣ ଦେଇଥିବା ଅର୍ଥ ଫେରି ପାଇବେ। ମଙ୍ଗଳ, ବୁଧବାରରେ ଗୁରୁଜନଙ୍କ ସହଯୋଗ ମିଳିବ। ଗୁରୁ, ଶୁକ୍ର, ଶନିବାରରେ ବ୍ୟବସାୟିକ ପ୍ରସାର ହେବ। ଶତ୍ରୁମାନଙ୍କର କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି।

କୁମ୍ଭ: ରବି, ସୋମବାରରେ ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେବ। ଭବିଷ୍ୟତ ଯୋଜନାରେ ସଫଳ ହେବେ। ମଙ୍ଗଳ, ବୁଧବାରରେ ପ୍ରିୟଜନଙ୍କ ପାଇଁ ସମ୍ବେଦନଶୀଳ ରହିବେ। ଗୁରୁ, ଶୁକ୍ର, ଶନିବାରରେ ଅର୍ଥପ୍ରାପ୍ତି, ବ୍ୟବସାୟିକ ଆୟ ଭଲ ହେବ। 

ମୀନ: ରବି, ସୋମବାରରେ ଦୂରଯାତ୍ରା କରିପାରନ୍ତି। ଦ୍ରବ୍ୟାଦି କ୍ରୟ କରିପାରନ୍ତି। ମଙ୍ଗଳ, ବୁଧବାରରେ ଜୀବନରେ  ଅକସ୍ମାତ୍ ପରିବର୍ତ୍ତନ ପରିଲକ୍ଷିତ ହେବ। ଗୁରୁ, ଶୁକ୍ର, ଶନିବାରରେ ଦୃଢ଼ମନା ହେବେ। ନୂତନ ନିଯୁକ୍ତି ହୋଇପାରେ। 

08 Mar 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp