କଟକରେ ଅଘଟଣ: ଗୁଡ଼ି ମାଞ୍ଜା ସୂତା ଲାଗି କଟିଲା ଦୁଇ ଜଣଙ୍କ ବେକ
କଟକ: କଟକରେ ଅଘଟଣ । ଗୁଡ଼ି ମାଞ୍ଜା ସୂତା ଲାଗି କଟିଲା ଦୁଇ ଜଣଙ୍କ ବେକ । କଟକ ବୟାଳିଶମୌଜା ବ୍ରହ୍ମପୁର ଶ୍ରୀରାମ ଅଞ୍ଚଳରେ ମାଞ୍ଜା ସୂତା ଲାଗି ମହିଳାଙ୍କ ସମେତ ୨ ଜଣ ଗୁରୁତର । ବାଇକ୍ରେ ଯିବା ସମୟରେ ବେକରେ ସୂତା ଲାଗି ଯିବାରୁ ଜଣେ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଛନ୍ତି । ଦୁଇଜଣ ହେଲେ ଦେବୀ କଲ୍ୟାଣ ଆଚାର୍ଯ୍ୟ ଓ ଆଶା ଲତା ଆଚାର୍ଯ୍ୟ । ଚିକିତ୍ସା ପାଇଁ ଦୁହିଁଙ୍କୁ ମେଡ଼ିକାଲ ପଠାଇଛନ୍ତି ସ୍ଥାନୀୟ ଲୋକେ ।
ଆହୁରି ପଢ଼ନ୍ତୁ: ନୟାଗଡ଼ ଜିଲ୍ଲାରେ “ଏର୍ଥ ଆୱର” ପାଳନ ପାଇଁ ଅଭିଯାନ
31 Dec 2025
By Madhusudan Das
କଟକରେ ଅଘଟଣ: ଗୁଡ଼ି ମାଞ୍ଜା ସୂତା ଲାଗି କଟିଲା ଦୁଇ ଜଣଙ୍କ ବେକ
କଟକ: କଟକରେ ଅଘଟଣ । ଗୁଡ଼ି ମାଞ୍ଜା ସୂତା ଲାଗି କଟିଲା ଦୁଇ ଜଣଙ୍କ ବେକ । କଟକ ବୟାଳିଶମୌଜା ବ୍ରହ୍ମପୁର ଶ୍ରୀରାମ ଅଞ୍ଚଳରେ ମାଞ୍ଜା ସୂତା ଲାଗି ମହିଳାଙ୍କ ସମେତ ୨ ଜଣ ଗୁରୁତର । ବାଇକ୍ରେ ଯିବା ସମୟରେ ବେକରେ ସୂତା ଲାଗି ଯିବାରୁ ଜଣେ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଛନ୍ତି । ଦୁଇଜଣ ହେଲେ ଦେବୀ କଲ୍ୟାଣ ଆଚାର୍ଯ୍ୟ ଓ ଆଶା ଲତା ଆଚାର୍ଯ୍ୟ । ଚିକିତ୍ସା ପାଇଁ ଦୁହିଁଙ୍କୁ ମେଡ଼ିକାଲ ପଠାଇଛନ୍ତି ସ୍ଥାନୀୟ ଲୋକେ ।
⊕ https://www.thesakala.in/latest-odisha-news/two-peoples-necks-were-cut-with-a-string-in-cuttack/article-43863