ମଣିଷ ସହ ଲଢ଼େଇରେ କଲରାପତରିଆ ବାଘର ମୃତ୍ୟୁ, ଯୁବକ ଗୁରୁତର

Madhusudan Das Picture
Published On

ନରସିଂହପୁର: ବାଘ-ମଣିଷ ଲଢ଼େଇରେ କଲରାପତରିଆ ବାଘର ମୃତ୍ୟୁ । କଟକ ଜିଲ୍ଲା ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନନ୍ତପ୍ରସାଦ ଗାଁରେ କଲରା ପତାରିଆ ବାଘ ମଣିଷ ଲଢେଇରେ ବାଘ ମୃତ। ନିଜ ଜୀବନ ବଞ୍ଚାଇବାକୁ ଯାଇ କଲରାପତରିଆ ବାଘ ସହ ସଂଘର୍ଷ କରିଥିଲେ ଯୁବକ । ବାଘ ଓ ମଣିଷ ଲଢେଇରେ ବାଘର ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଜଣକ ହେଲେ ଶୁଭ୍ରାଂଶୁ ଭୋଳ । ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । 

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ବିଦ୍ୟାରେ ୧୮୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ

ସୂଚନା ଅନୁସାରେ, ଶୁଭ୍ରାଂଶୁଙ୍କ ଜୟପୁର ଫାର୍ମରେ ପଶିଥିଲା ବାଘ। ଫାର୍ମ ଭିତରେ ଶୁଭ୍ରାଂଶୁଙ୍କୁ ଝାମ୍ପି ଥିଲା ବାଘ। ଜୀବନ ବଞ୍ଚାଇବାକୁ ବାଘ ସହ ସଂଘର୍ଷ କରିଥିଲେ ଯୁବକ । କିଛି ସମୟର ସଂଘର୍ଷ ପରେ ଛୁରାମାଡ଼ରେ ବାଘର ମୃତ୍ୟୁ ହୋଇଥିଲା । ଖବର ପାଇ ବନବିଭାଗ ଟିମ୍‌ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ କଲରାପତରିଆ ବାଘକୁ ଜବତ କରିଛି ବନ ବିଭାଗ। 

ଆହୁରି ପଢ଼ନ୍ତୁ: ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ରାମ ନବମୀ ପାଳିତ: ରାମଲଲାଙ୍କ ମସ୍ତକରେ ଶୋଭା ପାଇଲା 'ସୂର୍ଯ୍ୟ ତିଳକ'

24 Jan 2026 By Madhusudan Das

ମଣିଷ ସହ ଲଢ଼େଇରେ କଲରାପତରିଆ ବାଘର ମୃତ୍ୟୁ, ଯୁବକ ଗୁରୁତର

ନରସିଂହପୁର: ବାଘ-ମଣିଷ ଲଢ଼େଇରେ କଲରାପତରିଆ ବାଘର ମୃତ୍ୟୁ । କଟକ ଜିଲ୍ଲା ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନନ୍ତପ୍ରସାଦ ଗାଁରେ କଲରା ପତାରିଆ ବାଘ ମଣିଷ ଲଢେଇରେ ବାଘ ମୃତ। ନିଜ ଜୀବନ ବଞ୍ଚାଇବାକୁ ଯାଇ କଲରାପତରିଆ ବାଘ ସହ ସଂଘର୍ଷ କରିଥିଲେ ଯୁବକ । ବାଘ ଓ ମଣିଷ ଲଢେଇରେ ବାଘର ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଜଣକ ହେଲେ ଶୁଭ୍ରାଂଶୁ ଭୋଳ । ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । 

ସୂଚନା ଅନୁସାରେ, ଶୁଭ୍ରାଂଶୁଙ୍କ ଜୟପୁର ଫାର୍ମରେ ପଶିଥିଲା ବାଘ। ଫାର୍ମ ଭିତରେ ଶୁଭ୍ରାଂଶୁଙ୍କୁ ଝାମ୍ପି ଥିଲା ବାଘ। ଜୀବନ ବଞ୍ଚାଇବାକୁ ବାଘ ସହ ସଂଘର୍ଷ କରିଥିଲେ ଯୁବକ । କିଛି ସମୟର ସଂଘର୍ଷ ପରେ ଛୁରାମାଡ଼ରେ ବାଘର ମୃତ୍ୟୁ ହୋଇଥିଲା । ଖବର ପାଇ ବନବିଭାଗ ଟିମ୍‌ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ କଲରାପତରିଆ ବାଘକୁ ଜବତ କରିଛି ବନ ବିଭାଗ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର