ପୁଣି ରାଜଧାନୀ ରାଜରାସ୍ତାରେ ଥାର୍ କାର ଆତଙ୍କ, ସ୍କୁଟିକୁ ଧକ୍କା ଦେଇ ୧୦୦ ମିଟର ଟାଣିନେଲା

Madhusudan Das Picture
Published On

ଭୁବନେଶ୍ୱର: ପୁଣି ରାଜଧାନୀ ରାଜରାସ୍ତାରେ ଛାତି ଥରାଇ ଦେଲା ଥାର୍ । ଧକ୍କା ଦେବା ପରେ ୧୦୦ ମିଟର ପର୍ଯ୍ୟନ୍ତ  ସ୍କୁଟିକୁ ଟାଣିନେଲା ଥାର୍ । ରାସ୍ତା ଉପରେ ଚିକେନ୍ କିଣୁଥିବାରୁ ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ । ଘଟଣା ଘଟିଛି ଲକ୍ଷ୍ମୀସାଗର ଗାଁ ମେଳଣ ପଡିଆ ନିକଟରେ। ଘଟଣାସ୍ଥଳରେ ପହଁଛି ଥାର ଗାଡିକୁ ପୋଲିସ୍ ଜବତ କରିଛି। ଦୁର୍ଘଟଣା ପରେ ପ୍ରବଳ ଉତ୍ତେଜନା ଦେଖାଯାଇଛି । ଘଟଣା ସ୍ଥଳରେ କମିସନରେଟ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଗାଡି ଚାଳକଙ୍କୁ ଅଟକ ସହ ଗାଡିକୁ ଜବତ କରି ଥାନାକୁ ନେଇଛି ପୋଲିସ । ଗତ କିଛିଦିନ ଧରି ରାଜଧାନୀ ରାଜରାସ୍ତାରେ ମାତିଛି କିଲର ଥାର । କିଛି ମାସ ତଳେ ପାତ୍ରପଡା ଓ କିଛିଦିନ ତଳେ ସହିଦନଗର ଅଞ୍ଚଳରେ ଦୁର୍ଘଟଣା ଘଟାଇ ଛାତିରେ ଛନକା ପୁରାଇ ଦେଇଥିଲା କିଲର ଥାର ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଉତ୍କଟ ହେଉଛି ଗ୍ୟାସ୍‌ ସଙ୍କଟ, ହେଲେ ମାନିବାକୁ ମନ୍ତ୍ରୀ ନାରାଜ

20 Nov 2025 By Madhusudan Das

ପୁଣି ରାଜଧାନୀ ରାଜରାସ୍ତାରେ ଥାର୍ କାର ଆତଙ୍କ, ସ୍କୁଟିକୁ ଧକ୍କା ଦେଇ ୧୦୦ ମିଟର ଟାଣିନେଲା

ଭୁବନେଶ୍ୱର: ପୁଣି ରାଜଧାନୀ ରାଜରାସ୍ତାରେ ଛାତି ଥରାଇ ଦେଲା ଥାର୍ । ଧକ୍କା ଦେବା ପରେ ୧୦୦ ମିଟର ପର୍ଯ୍ୟନ୍ତ  ସ୍କୁଟିକୁ ଟାଣିନେଲା ଥାର୍ । ରାସ୍ତା ଉପରେ ଚିକେନ୍ କିଣୁଥିବାରୁ ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ । ଘଟଣା ଘଟିଛି ଲକ୍ଷ୍ମୀସାଗର ଗାଁ ମେଳଣ ପଡିଆ ନିକଟରେ। ଘଟଣାସ୍ଥଳରେ ପହଁଛି ଥାର ଗାଡିକୁ ପୋଲିସ୍ ଜବତ କରିଛି। ଦୁର୍ଘଟଣା ପରେ ପ୍ରବଳ ଉତ୍ତେଜନା ଦେଖାଯାଇଛି । ଘଟଣା ସ୍ଥଳରେ କମିସନରେଟ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଗାଡି ଚାଳକଙ୍କୁ ଅଟକ ସହ ଗାଡିକୁ ଜବତ କରି ଥାନାକୁ ନେଇଛି ପୋଲିସ । ଗତ କିଛିଦିନ ଧରି ରାଜଧାନୀ ରାଜରାସ୍ତାରେ ମାତିଛି କିଲର ଥାର । କିଛି ମାସ ତଳେ ପାତ୍ରପଡା ଓ କିଛିଦିନ ତଳେ ସହିଦନଗର ଅଞ୍ଚଳରେ ଦୁର୍ଘଟଣା ଘଟାଇ ଛାତିରେ ଛନକା ପୁରାଇ ଦେଇଥିଲା କିଲର ଥାର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର