ବାର୍ଥଡେ ପାର୍ଟିରୁ ନିଖୋଜ ଯୁବକଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରୁ ପାଇଲେ ପରିବାର

Madhusudan Das Picture
Published On

ଭୁବନେଶ୍ୱର: ବାର୍ଥଡେ ପାର୍ଟିରୁ ହୋଇଥିଲେ ନିଖୋଜ, ମେଡିକାଲରୁ ହେଲେ ଉଦ୍ଧାର । ରାଜଧାନୀରୁ ନିଖୋଜ ଯୁବକ ସତ୍ୟଜିତଙ୍କୁ SCBରେ ପାଇଲେ ପରିବାର । ଦୀର୍ଘ ୧୫ ଦିନ ପରେ ସତ୍ୟଜିତ ଦାସଙ୍କ ମିଳିଲା ପତ୍ତା । କଟକ ବଡ଼ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ପାଇଲେ ପରିବାର ଲୋକେ । କ୍ଷତାକ୍ତ ଅବସ୍ଥାରେ ଚିକତ୍ସା ହେଉଥିବା କହିଛନ୍ତି ପରିବାର ଲୋକେ । ଗତ ୧ ତାରିଖ ଦିନ ସତ୍ୟଜିତ ସାଙ୍ଗମାନଙ୍କ ଶହ ଭରତପୁର ଅଞ୍ଚଳରେ ଜନ୍ମଦିନ ପାଳିବାକୁ ଆସିଥିଲେ । ଜନ୍ମଦିନକୁ ଆସି ଆଉ ଘରକୁ ଫେରିନଥିଲେ ସତ୍ୟଜିତ । ପରେ ସେ ନିଖୋଜ ନେଇ ଭରତପୁର ଥାନାରେ ଏତଲା ହୋଇଥିଲା । ପୋଲିସ ଏ ନେଇ ଅଭିଯୋଗ ପାଇବା ପରେ ତଦନ୍ତକୁ ବ୍ୟାପକ କରିଥିଲା । ତେବେ ସତ୍ୟଜିତ ସୁସ୍ଥ ହେବା ପରେ ସବୁକଥା ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ପରିବାର ଲୋକେ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜଳସେଚନ ପ୍ରକଳ୍ପର SDO, ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍

17 Nov 2025 By Madhusudan Das

ବାର୍ଥଡେ ପାର୍ଟିରୁ ନିଖୋଜ ଯୁବକଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରୁ ପାଇଲେ ପରିବାର

ଭୁବନେଶ୍ୱର: ବାର୍ଥଡେ ପାର୍ଟିରୁ ହୋଇଥିଲେ ନିଖୋଜ, ମେଡିକାଲରୁ ହେଲେ ଉଦ୍ଧାର । ରାଜଧାନୀରୁ ନିଖୋଜ ଯୁବକ ସତ୍ୟଜିତଙ୍କୁ SCBରେ ପାଇଲେ ପରିବାର । ଦୀର୍ଘ ୧୫ ଦିନ ପରେ ସତ୍ୟଜିତ ଦାସଙ୍କ ମିଳିଲା ପତ୍ତା । କଟକ ବଡ଼ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ପାଇଲେ ପରିବାର ଲୋକେ । କ୍ଷତାକ୍ତ ଅବସ୍ଥାରେ ଚିକତ୍ସା ହେଉଥିବା କହିଛନ୍ତି ପରିବାର ଲୋକେ । ଗତ ୧ ତାରିଖ ଦିନ ସତ୍ୟଜିତ ସାଙ୍ଗମାନଙ୍କ ଶହ ଭରତପୁର ଅଞ୍ଚଳରେ ଜନ୍ମଦିନ ପାଳିବାକୁ ଆସିଥିଲେ । ଜନ୍ମଦିନକୁ ଆସି ଆଉ ଘରକୁ ଫେରିନଥିଲେ ସତ୍ୟଜିତ । ପରେ ସେ ନିଖୋଜ ନେଇ ଭରତପୁର ଥାନାରେ ଏତଲା ହୋଇଥିଲା । ପୋଲିସ ଏ ନେଇ ଅଭିଯୋଗ ପାଇବା ପରେ ତଦନ୍ତକୁ ବ୍ୟାପକ କରିଥିଲା । ତେବେ ସତ୍ୟଜିତ ସୁସ୍ଥ ହେବା ପରେ ସବୁକଥା ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ପରିବାର ଲୋକେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର