ନିର୍ବାଚନ ଆଚରଣ ବିଧି ଉଲଂଘନ କରି କାର୍ଯ୍ୟରୁ ନିଲମ୍ବିତ ହେଲେ ଲୋକସମ୍ପର୍କ ଅଧିକାରୀ

Madhusudan Das Picture
Published On

ଭୁବନେଶ୍ୱର: ମହଙ୍ଗା ପଡିଲା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ। ନିଲମ୍ବିତ ହେଲେ ଲୋକସମ୍ପର୍କ ଅଧିକାରୀ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ । ଭୁବନେଶ୍ୱରରେ କାର୍ଯ୍ୟରତ ଲୋକସମ୍ପର୍କ ଅଧିକାରୀ ତନୁଜା ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ନିର୍ବାଚନ କମିଶନ । ଲୋକ ସମ୍ପର୍କ ଅଧିକାରୀ ତନୁଜା ମହାନ୍ତି, OS-IIଙ୍କୁ ୭୧-ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଉପ-ନିର୍ବାଚନ -୨୦୨୫ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ସଂହିତାର ଉଲଂଘନ କରିଥିବା ହେତୁ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ନିଲମ୍ବନ ଅବଧି ମଧ୍ୟରେ, ତନୁଜା ରାଜ୍ୟ ମୁଖ୍ୟାଳୟ ଭୁବନେଶ୍ୱରରେ ରହିବେ । ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡିବେ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି ଏବଂ ସେ ପ୍ରତିଦିନ ସୂଚନା ଓ ଲୋକସମ୍ପର୍କର ନିର୍ଦ୍ଦେଶକ ସମ୍ମୁଖରେ ରିପୋର୍ଟ କରିବେ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଶ୍ରୀରାମ ନବମୀ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

31 Oct 2025 By Madhusudan Das

ନିର୍ବାଚନ ଆଚରଣ ବିଧି ଉଲଂଘନ କରି କାର୍ଯ୍ୟରୁ ନିଲମ୍ବିତ ହେଲେ ଲୋକସମ୍ପର୍କ ଅଧିକାରୀ

ଭୁବନେଶ୍ୱର: ମହଙ୍ଗା ପଡିଲା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ। ନିଲମ୍ବିତ ହେଲେ ଲୋକସମ୍ପର୍କ ଅଧିକାରୀ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ । ଭୁବନେଶ୍ୱରରେ କାର୍ଯ୍ୟରତ ଲୋକସମ୍ପର୍କ ଅଧିକାରୀ ତନୁଜା ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ନିର୍ବାଚନ କମିଶନ । ଲୋକ ସମ୍ପର୍କ ଅଧିକାରୀ ତନୁଜା ମହାନ୍ତି, OS-IIଙ୍କୁ ୭୧-ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଉପ-ନିର୍ବାଚନ -୨୦୨୫ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ସଂହିତାର ଉଲଂଘନ କରିଥିବା ହେତୁ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ନିଲମ୍ବନ ଅବଧି ମଧ୍ୟରେ, ତନୁଜା ରାଜ୍ୟ ମୁଖ୍ୟାଳୟ ଭୁବନେଶ୍ୱରରେ ରହିବେ । ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡିବେ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି ଏବଂ ସେ ପ୍ରତିଦିନ ସୂଚନା ଓ ଲୋକସମ୍ପର୍କର ନିର୍ଦ୍ଦେଶକ ସମ୍ମୁଖରେ ରିପୋର୍ଟ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର