ଘାଟି ଚଢ଼ୁଥିବା ବେଳେ ନିଆଁଲାଗି ଜଳିଗଲା OSRTC ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Madhusudan Das Picture
Published On

କୋରାପୁଟ: ଜଳିଗଲା OSRTC ବସ୍ । ଘାଟି ଚଢ଼ୁଥିବା ବେଳେ ନିଆଁଲାଗି ଜଳିଗଲା OSRTC ବସ୍ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ସୁଙ୍କି ସୀମାନ୍ତ ସାଲୁର ଦୁର୍ଗା ମନ୍ଦିର ଘାଟିରେ OSRTC ବସରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଗଲା ପୁରାବସ। ସୂଚନା ଅନୁସାରେ ବସଟି ବିଶାଖାପାଟଣାରୁ ଜୟପୁରକୁ ଆସୁଥିବା ବେଳେ ସାଲୁର ଘାଟି ଉପରେ ସଟ ସର୍କିଟ ଯୋଗୁ ବସରେ ନିଆଁ ଲାଗିଥିଲା। ବସରେ ନିଆଁ ଲାଗିବା ଦେଖି ଡ୍ରାଇଭର ବସଟିକୁ ଘାଟି ଉପରେ ରଖି ଯାତ୍ରୀ ମାନଙ୍କୁ ଓଲ୍ହାଇ ଦେଇଥିଲା। ସଙ୍ଗେ ସଙ୍ଗେ ସାଲୁର ଅଗ୍ନିଶମ ବିଭାଗକୁ ଖବର ଦିଆ ଯାଇଥିଲା। ସାଲୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଡ୍ରାଇଭର ଏବଂ ହେଲପର ମଧ୍ୟ ସୁରକ୍ଷିତ ଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ରାମ ନବମୀ ପାଳିତ: ରାମଲଲାଙ୍କ ମସ୍ତକରେ ଶୋଭା ପାଇଲା 'ସୂର୍ଯ୍ୟ ତିଳକ'

06 Nov 2025 By Madhusudan Das

ଘାଟି ଚଢ଼ୁଥିବା ବେଳେ ନିଆଁଲାଗି ଜଳିଗଲା OSRTC ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କୋରାପୁଟ: ଜଳିଗଲା OSRTC ବସ୍ । ଘାଟି ଚଢ଼ୁଥିବା ବେଳେ ନିଆଁଲାଗି ଜଳିଗଲା OSRTC ବସ୍ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ସୁଙ୍କି ସୀମାନ୍ତ ସାଲୁର ଦୁର୍ଗା ମନ୍ଦିର ଘାଟିରେ OSRTC ବସରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଗଲା ପୁରାବସ। ସୂଚନା ଅନୁସାରେ ବସଟି ବିଶାଖାପାଟଣାରୁ ଜୟପୁରକୁ ଆସୁଥିବା ବେଳେ ସାଲୁର ଘାଟି ଉପରେ ସଟ ସର୍କିଟ ଯୋଗୁ ବସରେ ନିଆଁ ଲାଗିଥିଲା। ବସରେ ନିଆଁ ଲାଗିବା ଦେଖି ଡ୍ରାଇଭର ବସଟିକୁ ଘାଟି ଉପରେ ରଖି ଯାତ୍ରୀ ମାନଙ୍କୁ ଓଲ୍ହାଇ ଦେଇଥିଲା। ସଙ୍ଗେ ସଙ୍ଗେ ସାଲୁର ଅଗ୍ନିଶମ ବିଭାଗକୁ ଖବର ଦିଆ ଯାଇଥିଲା। ସାଲୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଡ୍ରାଇଭର ଏବଂ ହେଲପର ମଧ୍ୟ ସୁରକ୍ଷିତ ଥିବା ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର