ପୁରୀରେ ଅପରେସନ ଚକ୍ର: ନିଶା ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର

Madhusudan Das Picture
Published On

ପୁରୀ: ଆକ୍ସନ ମୋଡରେ ପୁରୀ ପୋଲିସ। ନିଶା ମାଫିଆଙ୍କ ଘର ଉପରେ ବୁଲିଲା ବୁଲଡୋଜର। ପୁରୀକୁ ନିଶାମୁକ୍ତ କରିବା ପାଇଁ ଅପରେସନ ଚକ୍ର । ନୀଳଚକ୍ର ନଗରରରେ ଥିବା ନିଶା ମାଫିଆ ସୁକାନ୍ତି ପଣ୍ଡା ଘର ଉପରେ ଚଢିଲା ବୁଲଡୋଜର। ସଦର ଏସଡ଼ିପିଓ ରବିନାରାୟଣ ଭଞ୍ଜଙ୍କ ଉପସ୍ଥିତିରେ ଚାଲିଛି ଉଛେଦ କାର୍ଯ୍ୟ। ସଦର ଥାନା ଅଧିକାରୀଙ୍କ ସହିତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ। ବ୍ରାଉନ ସୁଗାର ବିକ୍ରି ନେଇ ବିଭିନ୍ନ ସମୟରେ ଜେଲ୍ ଯାଇଛି ସୁକନ୍ତି ପଣ୍ଡା।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଓଲଟିଲା ଟୁରିଷ୍ଟ ବସ୍; ୫ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ

04 Dec 2025 By Madhusudan Das

ପୁରୀରେ ଅପରେସନ ଚକ୍ର: ନିଶା ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର

ପୁରୀ: ଆକ୍ସନ ମୋଡରେ ପୁରୀ ପୋଲିସ। ନିଶା ମାଫିଆଙ୍କ ଘର ଉପରେ ବୁଲିଲା ବୁଲଡୋଜର। ପୁରୀକୁ ନିଶାମୁକ୍ତ କରିବା ପାଇଁ ଅପରେସନ ଚକ୍ର । ନୀଳଚକ୍ର ନଗରରରେ ଥିବା ନିଶା ମାଫିଆ ସୁକାନ୍ତି ପଣ୍ଡା ଘର ଉପରେ ଚଢିଲା ବୁଲଡୋଜର। ସଦର ଏସଡ଼ିପିଓ ରବିନାରାୟଣ ଭଞ୍ଜଙ୍କ ଉପସ୍ଥିତିରେ ଚାଲିଛି ଉଛେଦ କାର୍ଯ୍ୟ। ସଦର ଥାନା ଅଧିକାରୀଙ୍କ ସହିତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ। ବ୍ରାଉନ ସୁଗାର ବିକ୍ରି ନେଇ ବିଭିନ୍ନ ସମୟରେ ଜେଲ୍ ଯାଇଛି ସୁକନ୍ତି ପଣ୍ଡା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର