ନଦୀ ପଠାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

Madhusudan Das Picture
Published On

ବାଲେଶ୍ୱର/ମୟୂରଭଞ୍ଜ: ପୁଣି ନବଜାତ ଶିଶୁର ମୃତଦେହ ଉଦ୍ଧାର । ନଦୀ ଭିତରେ ବୁଡ଼ନ୍ତା ଅବସ୍ଥାରେ ଶିଶୁପୁତ୍ର ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ କୁଳିପାଳ ଗାଁ ନିକଟସ୍ଥ ବୁଢ଼ାବଳଙ୍ଗ ନଦୀ ପଠାରୁ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ସ୍ୱଚ୍ଛ ନଦୀ ପାଣି ଭିତରେ ବୁଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକ ଦେଖିଥିଲେ। ଏ ନେଇ ତୁରନ୍ତ କୁଳିଅଣା ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଥିଲା ପୋଲିସ। ଦୀର୍ଘ ସମୟ ପାଣି ଭିତରେ ବୁଡ଼ି ରହିଥିବା ହେତୁ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହା କୌଣସି ଅବୈଧ ସମ୍ପର୍କରେ ଜନ୍ମିତ ଶିଶୁ ବୋଲି ସ୍ଥାନୀୟ ଲୋକମାନେ ଚର୍ଚ୍ଚା କରୁଛନ୍ତି। ତେବେ କିଭଳି ଜଣେ ମାଆ ଏଭଳି ନବଜାତ ଶିଶୁ ପୁତ୍ରକୁ ନଦୀ ଗର୍ଭରେ ଫିଙ୍ଗି ପାରିଲେ ସେ ନେଇ ଉଠୁଛି ପ୍ରଶ୍ନ ।

ଆହୁରି ପଢ଼ନ୍ତୁ: ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ଚିଠି

24 Jan 2026 By Madhusudan Das

ନଦୀ ପଠାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ବାଲେଶ୍ୱର/ମୟୂରଭଞ୍ଜ: ପୁଣି ନବଜାତ ଶିଶୁର ମୃତଦେହ ଉଦ୍ଧାର । ନଦୀ ଭିତରେ ବୁଡ଼ନ୍ତା ଅବସ୍ଥାରେ ଶିଶୁପୁତ୍ର ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ କୁଳିପାଳ ଗାଁ ନିକଟସ୍ଥ ବୁଢ଼ାବଳଙ୍ଗ ନଦୀ ପଠାରୁ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ସ୍ୱଚ୍ଛ ନଦୀ ପାଣି ଭିତରେ ବୁଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକ ଦେଖିଥିଲେ। ଏ ନେଇ ତୁରନ୍ତ କୁଳିଅଣା ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଥିଲା ପୋଲିସ। ଦୀର୍ଘ ସମୟ ପାଣି ଭିତରେ ବୁଡ଼ି ରହିଥିବା ହେତୁ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହା କୌଣସି ଅବୈଧ ସମ୍ପର୍କରେ ଜନ୍ମିତ ଶିଶୁ ବୋଲି ସ୍ଥାନୀୟ ଲୋକମାନେ ଚର୍ଚ୍ଚା କରୁଛନ୍ତି। ତେବେ କିଭଳି ଜଣେ ମାଆ ଏଭଳି ନବଜାତ ଶିଶୁ ପୁତ୍ରକୁ ନଦୀ ଗର୍ଭରେ ଫିଙ୍ଗି ପାରିଲେ ସେ ନେଇ ଉଠୁଛି ପ୍ରଶ୍ନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର