ଭୁବନେଶ୍ୱର ଏୟାରପୋର୍ଟରୁ ପ୍ରାୟ ୪ କୋଟି ଟଙ୍କାର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ଏୟାରପୋର୍ଟରୁ ୩.୯୩ କେଜି ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ।  ଜବତ ହାଇଡ୍ରୋପୋନିକ୍‌ର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ସ୍ବତନ୍ତ୍ର ଗୁଇନ୍ଦା ବିଶେଷ ସୂଚନା ଆଧାରରେ ଚଢ଼ାଉ କରି ଯାତ୍ରୀଙ୍କ ନିକଟରୁ ଗଂଜେଇ ଜବତ କରାଯାଇଥିଲା । ଯାଂଚ ବେଳେ ୪ ପ୍ୟାକେଟ ଗଂଜେଇ ମିଳିଥିଲା । ଯାତ୍ରୀଙ୍କ ବ୍ୟାଗ୍‌ର ଚକୋଲେଟ୍ ପ୍ୟାକେଟ୍ କାର୍ଡବୋର୍ଡରେ ଏହି ଗଞ୍ଜେଇ ରହିଥିଲା । 

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀରାମ ଜନ୍ମ ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ତେବେ ଗତ ମଙ୍ଗଳବାର ଦିନ ମଧ୍ୟ ଭୁବନେଶ୍ବର ବିମାନବନ୍ଦରରୁ ପ୍ରାୟ ୪ କେଜିର ମାରିଜୁଆନା ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଥିଲା । ଜଣେ ବ୍ୟକ୍ତି ନିଜ ଆଟାଚ ଓ ଟ୍ରଫି ପ୍ୟାକେଟ୍‌ରେ ଏହି ମାରିଜୁଆନାକୁ ଆଣିଥିବା କଷ୍ଟମ ବିଭାଗ ପକ୍ଷରୁ ସୂଚନା ମିଳିଥିଲା ।

ଆହୁରି ପଢ଼ନ୍ତୁ: ଏପ୍ରିଲ ୮ ତାରିଖରୁ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି: ଆଇନ ମନ୍ତ୍ରୀ

31 Dec 2025 By Madhusudan Das

ଭୁବନେଶ୍ୱର ଏୟାରପୋର୍ଟରୁ ପ୍ରାୟ ୪ କୋଟି ଟଙ୍କାର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ

ଭୁବନେଶ୍ୱର: ଭୁବନେଶ୍ୱର ଏୟାରପୋର୍ଟରୁ ୩.୯୩ କେଜି ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ।  ଜବତ ହାଇଡ୍ରୋପୋନିକ୍‌ର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ସ୍ବତନ୍ତ୍ର ଗୁଇନ୍ଦା ବିଶେଷ ସୂଚନା ଆଧାରରେ ଚଢ଼ାଉ କରି ଯାତ୍ରୀଙ୍କ ନିକଟରୁ ଗଂଜେଇ ଜବତ କରାଯାଇଥିଲା । ଯାଂଚ ବେଳେ ୪ ପ୍ୟାକେଟ ଗଂଜେଇ ମିଳିଥିଲା । ଯାତ୍ରୀଙ୍କ ବ୍ୟାଗ୍‌ର ଚକୋଲେଟ୍ ପ୍ୟାକେଟ୍ କାର୍ଡବୋର୍ଡରେ ଏହି ଗଞ୍ଜେଇ ରହିଥିଲା । 

ତେବେ ଗତ ମଙ୍ଗଳବାର ଦିନ ମଧ୍ୟ ଭୁବନେଶ୍ବର ବିମାନବନ୍ଦରରୁ ପ୍ରାୟ ୪ କେଜିର ମାରିଜୁଆନା ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଥିଲା । ଜଣେ ବ୍ୟକ୍ତି ନିଜ ଆଟାଚ ଓ ଟ୍ରଫି ପ୍ୟାକେଟ୍‌ରେ ଏହି ମାରିଜୁଆନାକୁ ଆଣିଥିବା କଷ୍ଟମ ବିଭାଗ ପକ୍ଷରୁ ସୂଚନା ମିଳିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର