ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ବିଭାଗ

Madhusudan Das Picture
Published On

ଆଠଗଡ଼: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI ଲାଞ୍ଚ ନେଇ ଧରାପଡ଼ିଲେ କଟକ ସଦର ତହସିଲ୍ କଖଡ଼ି ସର୍କଲ ରାଜସ୍ବ ଅଧିକାରୀ ଜାନକୀ ରଂଜନ ମଲ୍ଲିକ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଜମିଜମା ମାମଲାର ମ୍ୟୁଟେସନ୍‌ ଓ ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ । ଏକ ମ୍ୟୁଟେସନ କେସ ବାବଦକୁ କଟକ ବ୍ରଜବିହାରୀପୁର ଅଞ୍ଚଳର କମନ ସର୍ଭିସ ସେଣ୍ଟର କରିଥିବା ପ୍ରଦୀପ୍ତ ରାଉତଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା କଟକ ଭିଜିଲାନ୍ସ ଟିମ୍। ଜାନକୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ RIଙ୍କର ୩ଟି ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍ସ ବିଭାଗ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ୮ ତାରିଖରୁ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି: ଆଇନ ମନ୍ତ୍ରୀ

22 Jan 2026 By Madhusudan Das

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ବିଭାଗ

ଆଠଗଡ଼: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI ଲାଞ୍ଚ ନେଇ ଧରାପଡ଼ିଲେ କଟକ ସଦର ତହସିଲ୍ କଖଡ଼ି ସର୍କଲ ରାଜସ୍ବ ଅଧିକାରୀ ଜାନକୀ ରଂଜନ ମଲ୍ଲିକ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଜମିଜମା ମାମଲାର ମ୍ୟୁଟେସନ୍‌ ଓ ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ । ଏକ ମ୍ୟୁଟେସନ କେସ ବାବଦକୁ କଟକ ବ୍ରଜବିହାରୀପୁର ଅଞ୍ଚଳର କମନ ସର୍ଭିସ ସେଣ୍ଟର କରିଥିବା ପ୍ରଦୀପ୍ତ ରାଉତଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା କଟକ ଭିଜିଲାନ୍ସ ଟିମ୍। ଜାନକୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ RIଙ୍କର ୩ଟି ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍ସ ବିଭାଗ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର