ଗୁଡ଼ିର ମାଞ୍ଜା ସୁତାକୁ ନେଇ ଭୟ, କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ

Madhusudan Das Picture
Published On

ଭୁବନେଶ୍ବର: କଟକ ପୁରୀ ପରେ ଏବେ ରାଜଧାନୀ ଭୁବନେଶ୍ବରରେ ଗୁଡ଼ି ସୁତାକୁ ନେଇ ଭୟ। ଲୋକଙ୍କ ପାଇଁ ବିପଦ ସାଜିଛି ମାଞ୍ଜା ସୂତାରେ ଉଡୁଥିବା ଗୁଡ଼ି। ଏହା ଉପରେ ରୋକ ଲଗାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ। ମାଞ୍ଜା ସୂତା ଦ୍ଵାରା ଅନେକ ଲୋକ ଆହତ ହେବା ପରେ ଆକ୍ସନ ମୋଡ଼କୁ ଆସିଛି ବଡଗଡ଼ ଥାନା ପୋଲିସ। ଏ ନେଇ ପୋଲିସ ଫାଇନ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଏକାଧିକ ଦୋକାନରେ ଚଡାଉ କରିଥିବାବେଳେ ନଟେଇ, ମାଞ୍ଜା ସୁତା ବଣ୍ଡଲ ଓ ୨୪ଟି ଗୁଡ଼ିକୁ ଜବତ କରାଯାଇଛି l ବଡଗଡ଼ ପୋଲିସ ପକ୍ଷରୁ ମାଞ୍ଜା ସୁତା ବ୍ୟବହାର ନକରିବା ପାଇଁ ସଚେତନତା କରାଯାଉଥିବା କହିଛନ୍ତି ଥାନାଧିକାରୀ।

ଆହୁରି ପଢ଼ନ୍ତୁ: ବିଜୁ ବାବୁଙ୍କୁ ବିଜେପି ସାଂସଦଙ୍କ ଅପମାନ: ସାରା ରାଜ୍ୟରେ ପ୍ରତିକ୍ରିୟା; ବିଜେଡିର ତୀବ୍ର ପ୍ରତିବାଦ

13 Jan 2026 By Madhusudan Das

ଗୁଡ଼ିର ମାଞ୍ଜା ସୁତାକୁ ନେଇ ଭୟ, କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ବର: କଟକ ପୁରୀ ପରେ ଏବେ ରାଜଧାନୀ ଭୁବନେଶ୍ବରରେ ଗୁଡ଼ି ସୁତାକୁ ନେଇ ଭୟ। ଲୋକଙ୍କ ପାଇଁ ବିପଦ ସାଜିଛି ମାଞ୍ଜା ସୂତାରେ ଉଡୁଥିବା ଗୁଡ଼ି। ଏହା ଉପରେ ରୋକ ଲଗାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ। ମାଞ୍ଜା ସୂତା ଦ୍ଵାରା ଅନେକ ଲୋକ ଆହତ ହେବା ପରେ ଆକ୍ସନ ମୋଡ଼କୁ ଆସିଛି ବଡଗଡ଼ ଥାନା ପୋଲିସ। ଏ ନେଇ ପୋଲିସ ଫାଇନ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଏକାଧିକ ଦୋକାନରେ ଚଡାଉ କରିଥିବାବେଳେ ନଟେଇ, ମାଞ୍ଜା ସୁତା ବଣ୍ଡଲ ଓ ୨୪ଟି ଗୁଡ଼ିକୁ ଜବତ କରାଯାଇଛି l ବଡଗଡ଼ ପୋଲିସ ପକ୍ଷରୁ ମାଞ୍ଜା ସୁତା ବ୍ୟବହାର ନକରିବା ପାଇଁ ସଚେତନତା କରାଯାଉଥିବା କହିଛନ୍ତି ଥାନାଧିକାରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର