ଜିରୋ ନାଇଟ୍ ସେଲିବ୍ରେସନକୁ ନେଇ ଆକ୍ସନରେ କମିଶନରେଟ୍ ପୋଲିସ, ମଦ୍ୟପ ଚାଳକଙ୍କ ଉପରେ ରହିବ ନଜର

Madhusudan Das Picture
Published On

ଭୁବନେଶ୍ୱର: ନୂଆବର୍ଷ ଓ ଜିରୋ ନାଇଟ ସେଲିବ୍ରେସନ ନେଇ କମିସନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା କଡାକଡ଼ି। ସୁରକ୍ଷା ଲାଗି ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ । ନିଜ ନିଜ ଥାନା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବାକୁ ସମସ୍ତ ଥାନା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଯାଞ୍ଚ ପ୍ରକ୍ରିୟା ସରିଛି। ସୁରୁଖୁରୁରେ ଜିରୋ ନାଇଟ ସେଲିବ୍ରେସନ କରିବା ଲାଗି ପଦକ୍ଷେପ ନିଆଯାଇଛି। ମଦ୍ୟପ ଗାଡି ଚାଳକମାନଙ୍କ ଉପରେ ନଜର ରହିବ। ସବୁ ବାର, ରେଷ୍ଟୁରାଣ୍ଟ ମାଲିକମାନଙ୍କୁ ମଧ୍ୟ ସଚେତନ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ମହିଳାମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି କମିସନରେଟ ପୋଲିସ। ନିର୍ଦ୍ଧାରିତ ସମୟ ସୀମା ଭିତରେ କାର୍ଯ୍ୟକ୍ରମ ସାରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ୍ ୧ରୁ ବଦଳିବ ୫ଟି ବଡ଼ ନିୟମ: ଏଲପିଜି, ଏଟିଏମ୍‌ରୁ ଆୟକର ଓ ପ୍ୟାନ୍ କାର୍ଡ ପର୍ଯ୍ୟନ୍ତ, ଜାଣନ୍ତୁ କେମିତି ପଡ଼ିବ ପ୍ରଭାବ

ନୂଆବର୍ଷ ରାତିରେ ସୁରକ୍ଷା ପାଇଁ ଟ୍ୱିନ ସିଟିରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ।  ଜିରୋ ନାଇଟ୍ ସେଲିବ୍ରେସନବେଳେ ରାସ୍ତାରେ ମଦ୍ୟପ ଚାଳକଙ୍କୁ ସାବାଡ୍ କରିବାକୁ ଜଗିଛି ପୋଲିସ । ନୂଆବର୍ଷ ପାଇଁ ଏବେଠୁ ରାଜଧାନୀରେ ଚେକିଂ ଆରମ୍ଭ ହୋଇଛି । ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ସାବଧାନ । ରାସ୍ତାରେ ଚେକିଂ ଆରମ୍ଭ କଲା କମିଶନରେଟ ପୋଲିସ । ଅମାନିଆ ହେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । 

ଆହୁରି ପଢ଼ନ୍ତୁ: କାଳବୈଶାଖୀ ପ୍ରଭାବରେ ଟ୍ୱିନସିଟିର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା

27 Dec 2025 By Madhusudan Das

ଜିରୋ ନାଇଟ୍ ସେଲିବ୍ରେସନକୁ ନେଇ ଆକ୍ସନରେ କମିଶନରେଟ୍ ପୋଲିସ, ମଦ୍ୟପ ଚାଳକଙ୍କ ଉପରେ ରହିବ ନଜର

ଭୁବନେଶ୍ୱର: ନୂଆବର୍ଷ ଓ ଜିରୋ ନାଇଟ ସେଲିବ୍ରେସନ ନେଇ କମିସନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା କଡାକଡ଼ି। ସୁରକ୍ଷା ଲାଗି ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ । ନିଜ ନିଜ ଥାନା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବାକୁ ସମସ୍ତ ଥାନା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଯାଞ୍ଚ ପ୍ରକ୍ରିୟା ସରିଛି। ସୁରୁଖୁରୁରେ ଜିରୋ ନାଇଟ ସେଲିବ୍ରେସନ କରିବା ଲାଗି ପଦକ୍ଷେପ ନିଆଯାଇଛି। ମଦ୍ୟପ ଗାଡି ଚାଳକମାନଙ୍କ ଉପରେ ନଜର ରହିବ। ସବୁ ବାର, ରେଷ୍ଟୁରାଣ୍ଟ ମାଲିକମାନଙ୍କୁ ମଧ୍ୟ ସଚେତନ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ମହିଳାମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି କମିସନରେଟ ପୋଲିସ। ନିର୍ଦ୍ଧାରିତ ସମୟ ସୀମା ଭିତରେ କାର୍ଯ୍ୟକ୍ରମ ସାରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି।

ନୂଆବର୍ଷ ରାତିରେ ସୁରକ୍ଷା ପାଇଁ ଟ୍ୱିନ ସିଟିରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ।  ଜିରୋ ନାଇଟ୍ ସେଲିବ୍ରେସନବେଳେ ରାସ୍ତାରେ ମଦ୍ୟପ ଚାଳକଙ୍କୁ ସାବାଡ୍ କରିବାକୁ ଜଗିଛି ପୋଲିସ । ନୂଆବର୍ଷ ପାଇଁ ଏବେଠୁ ରାଜଧାନୀରେ ଚେକିଂ ଆରମ୍ଭ ହୋଇଛି । ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ସାବଧାନ । ରାସ୍ତାରେ ଚେକିଂ ଆରମ୍ଭ କଲା କମିଶନରେଟ ପୋଲିସ । ଅମାନିଆ ହେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର