ଆଜି ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ଏକ ନମ୍ବର ହାଟ, ଅଗ୍ନିକାଣ୍ଡ ଜନିତ କ୍ଷୟକ୍ଷତି ଆକଳନ ହେବ

Madhusudan Das Picture
Published On

ଭୁବନେଶ୍ୱର: ଆଜି ବନ୍ଦ ରହିବ ଭୁବନେଶ୍ୱର ଏକ ନମ୍ବର ହାଟ । ଦୁର୍ଘଟଣା ଜନିତ କ୍ଷୟକ୍ଷତି ଆକଳନ ପାଇଁ ବନ୍ଦ ରହିବ ଏକ ନମ୍ବର ହାଟ । ହାଟ ଭିତର ଓ ବାହାର ବନ୍ଦ ରହିବ । ବନ୍ଦ ନେଇ ବିଏମ୍‌ସି ପକ୍ଷରୁ ସୂଚନା । ଗତକାଲି ବିଳମ୍ବିତ ରାତିରେ ୧ ନଂ ହାଟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ୪୦ରୁ ଉର୍ଦ୍ଧ୍ୱ ଦୋକାନ ପୋଡ଼ି ପାଉଁଶ ହୋଇଯାଇଥିଲା । 

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ୱର ଏକ ନମ୍ବର ହାଟରେ ଭୟାଭହ ଅଗ୍ନିକାଣ୍ଡ ପରେ ବିଏମସି ମେୟର ସୁଲୋଚନା ଦାସ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି। ଅଧିକ ପ୍ଲାଷ୍ଟିକ୍ ବ୍ୟବହାର କରିବାରୁ ବାରମ୍ଵାର ନିଆଁ ଲାଗୁଥିବା କହିଛନ୍ତି ମେୟର । ମେୟର କହିଛନ୍ତି ଯେ, ଦୋକାନୀଙ୍କୁ ବାରମ୍ଵାର ସଚେତନ କରାଯାଉଥିବା ସତ୍ତ୍ଵେ ଶୁଣୁନଥିଲେ କି ଏସଓପି ପାଳନ କରୁନଥିଲେ। ବାରମ୍ଵାର ଜବରଦଖଲ ଉଚ୍ଛେଦ କରୁଥିଲେ ବି ମାନୁନଥିଲେ। ଏନଫୋର୍ସମେଣ୍ଟ ସ୍କ୍ଵାଡ୍ ମଧ୍ୟ ସଚେତନ କରୁଥିଲେ। ବ୍ୟବସାୟୀମାନେ ଅସୁରକ୍ଷିତ ଭାବେ ମନଇଚ୍ଛା ବିଦ୍ୟୁତ ତାର ଟାଣୁଥିଲେ।

ଆହୁରି ପଢ଼ନ୍ତୁ: ଏପ୍ରିଲ ୮ ତାରିଖରୁ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି: ଆଇନ ମନ୍ତ୍ରୀ

20 Jan 2026 By Madhusudan Das

ଆଜି ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ଏକ ନମ୍ବର ହାଟ, ଅଗ୍ନିକାଣ୍ଡ ଜନିତ କ୍ଷୟକ୍ଷତି ଆକଳନ ହେବ

ଭୁବନେଶ୍ୱର: ଆଜି ବନ୍ଦ ରହିବ ଭୁବନେଶ୍ୱର ଏକ ନମ୍ବର ହାଟ । ଦୁର୍ଘଟଣା ଜନିତ କ୍ଷୟକ୍ଷତି ଆକଳନ ପାଇଁ ବନ୍ଦ ରହିବ ଏକ ନମ୍ବର ହାଟ । ହାଟ ଭିତର ଓ ବାହାର ବନ୍ଦ ରହିବ । ବନ୍ଦ ନେଇ ବିଏମ୍‌ସି ପକ୍ଷରୁ ସୂଚନା । ଗତକାଲି ବିଳମ୍ବିତ ରାତିରେ ୧ ନଂ ହାଟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ୪୦ରୁ ଉର୍ଦ୍ଧ୍ୱ ଦୋକାନ ପୋଡ଼ି ପାଉଁଶ ହୋଇଯାଇଥିଲା । 

ଭୁବନେଶ୍ୱର ଏକ ନମ୍ବର ହାଟରେ ଭୟାଭହ ଅଗ୍ନିକାଣ୍ଡ ପରେ ବିଏମସି ମେୟର ସୁଲୋଚନା ଦାସ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି। ଅଧିକ ପ୍ଲାଷ୍ଟିକ୍ ବ୍ୟବହାର କରିବାରୁ ବାରମ୍ଵାର ନିଆଁ ଲାଗୁଥିବା କହିଛନ୍ତି ମେୟର । ମେୟର କହିଛନ୍ତି ଯେ, ଦୋକାନୀଙ୍କୁ ବାରମ୍ଵାର ସଚେତନ କରାଯାଉଥିବା ସତ୍ତ୍ଵେ ଶୁଣୁନଥିଲେ କି ଏସଓପି ପାଳନ କରୁନଥିଲେ। ବାରମ୍ଵାର ଜବରଦଖଲ ଉଚ୍ଛେଦ କରୁଥିଲେ ବି ମାନୁନଥିଲେ। ଏନଫୋର୍ସମେଣ୍ଟ ସ୍କ୍ଵାଡ୍ ମଧ୍ୟ ସଚେତନ କରୁଥିଲେ। ବ୍ୟବସାୟୀମାନେ ଅସୁରକ୍ଷିତ ଭାବେ ମନଇଚ୍ଛା ବିଦ୍ୟୁତ ତାର ଟାଣୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର