ଭଦ୍ରକରେ ପୋଲିସର ଏନକାଉଣ୍ଟର୍: ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ ବୁଦ୍ଧିଆ ଆହତ

Madhusudan Das Picture
Published On

ଭଦ୍ରକ: ଭଦ୍ରକରେ ପୋଲିସର ଏନକାଉଣ୍ଟର୍ । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ୍ ବୁଦ୍ଧିଆ ଆହତ । ଭଦ୍ରକ ଟାଉନ ଥାନା ଚରମ୍ପା ମାଲଗୋଦାମ ନିକଟରେ ଗୁଳି ମାରିଲା ପୋଲିସ । ତା'ର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅପରାଧୀକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ବୁଦ୍ଧିଆକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଡକାୟତି ଉଦ୍ୟମ ବେଳେ ପୋଲିସ ସହ ମୁହାମୁହିଁ  ହୋଇଥିବା ସୂଚନା ମିଳିଛି । ପୋଲିସକୁ ଦେଖି ପ୍ରଥମେ ବୁଦ୍ଧିଆ ୪ ରାଉଣ୍ଡ ଗୁଳି ଚାଳାଇଥିଲା । ପୋଲିସର ପାଲଟା ଗୁଳିମାଡ଼ରେ କମଳାକାନ୍ତର ଡାହାଣ ଗୋଡ଼ରେ ବାଜିଛି ଗୁଳି । ବୁଦ୍ଧିଆ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୧୪ରୁ ଅଧିକ ଲୁଟ୍‌ ଓ ଗୁଳିକାଣ୍ଡ ମାମଲା ରହିଛି । ତେବେ ଏହି ଏନ୍‌କାଉଣ୍ଟର ସମୟରେ ବୁଦ୍ଧିଆର ଜଣେ ସହଯୋଗୀ ଫେରାର ହୋଇଯାଇଥିବା ସୂଚନା ।

ଆହୁରି ପଢ଼ନ୍ତୁ: ଆସିଲା ନୂଆ ଅବକାରୀ ନୀତି; ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ, ଶ୍ରୀମନ୍ଦିର ନିକଟରେ ମଦ ଦୋକାନ ଓ ବିକ୍ରି ମନା

16 Dec 2025 By Madhusudan Das

ଭଦ୍ରକରେ ପୋଲିସର ଏନକାଉଣ୍ଟର୍: ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ ବୁଦ୍ଧିଆ ଆହତ

ଭଦ୍ରକ: ଭଦ୍ରକରେ ପୋଲିସର ଏନକାଉଣ୍ଟର୍ । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ୍ ବୁଦ୍ଧିଆ ଆହତ । ଭଦ୍ରକ ଟାଉନ ଥାନା ଚରମ୍ପା ମାଲଗୋଦାମ ନିକଟରେ ଗୁଳି ମାରିଲା ପୋଲିସ । ତା'ର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅପରାଧୀକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ବୁଦ୍ଧିଆକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଡକାୟତି ଉଦ୍ୟମ ବେଳେ ପୋଲିସ ସହ ମୁହାମୁହିଁ  ହୋଇଥିବା ସୂଚନା ମିଳିଛି । ପୋଲିସକୁ ଦେଖି ପ୍ରଥମେ ବୁଦ୍ଧିଆ ୪ ରାଉଣ୍ଡ ଗୁଳି ଚାଳାଇଥିଲା । ପୋଲିସର ପାଲଟା ଗୁଳିମାଡ଼ରେ କମଳାକାନ୍ତର ଡାହାଣ ଗୋଡ଼ରେ ବାଜିଛି ଗୁଳି । ବୁଦ୍ଧିଆ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୧୪ରୁ ଅଧିକ ଲୁଟ୍‌ ଓ ଗୁଳିକାଣ୍ଡ ମାମଲା ରହିଛି । ତେବେ ଏହି ଏନ୍‌କାଉଣ୍ଟର ସମୟରେ ବୁଦ୍ଧିଆର ଜଣେ ସହଯୋଗୀ ଫେରାର ହୋଇଯାଇଥିବା ସୂଚନା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର