ନୀଳଗିରିରେ ଭାଲୁ ଆତଙ୍କ, ଆକ୍ରମଣରେ ୩ଗୁରୁତର

Madhusudan Das Picture
Published On

ନୀଳଗିରି: ନୀଳଗିରି ଏନଏସି ୮ ନଂ ୱାର୍ଡରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ତିନି ଗୁରୁତର ନୀଳଗିରି ମେଡିକାଲରେ ଭର୍ତ୍ତି। ବାଡିକୁ ଫୁଲ ତୋଳିବାକୁ ଯାଇଥିବା ବେଳେ ଆକ୍ରମଣ କରିଛି ଭାଲୁ । ତିନି ଗୁରୁତର ହେଲେ ନୀଳଗିରି ଏନଏସି ୮ ନଂ ୱାର୍ଡ  ସାନଅତା ଗ୍ରାମର ନିତ୍ୟାନନ୍ଦ ସାହୁ, ପଲକ କୁଅଁର ଓ ପୁଷ୍ପଲତା ଓଝା।

ଆହୁରି ପଢ଼ନ୍ତୁ: ନୟାଗଡ଼ ଜିଲ୍ଲାରେ “ଏର୍ଥ ଆୱର” ପାଳନ ପାଇଁ ଅଭିଯାନ

ସୂଚନା ଅନୁସାରେ, ଆଜି ସକାଳ ୬ ଟା ସମୟରେ ନୀଳଗିରି ସହର ଭିତରୁ ଏକ ଭାଲୁ ଏନସି ୮ ନମ୍ବର ୱାର୍ଡ ସାନହତା ଗାଁ ଦେଇ ପାହାଡ଼କୁ ଫେରୁଥିଲା। ସେହି ସମୟରେ କିଛି ଗ୍ରାମବାସୀ ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ପୁଷ୍ପ ବୈଠା ନାମକ ମହିଳା ଫୁଲ ତୋଳିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରି ପକାଇ ଥିଲା।ଏହାପରେ କନକ କୁଅଁର ନାମକ ବୃଦ୍ଧାଙ୍କୁ ଭାଲୁ କଚାଡି ଦେବାରୁ ତାଙ୍କର ଗୋଡ଼ ଭାଙ୍ଗି ଯାଇଛି। ପରେ ନିତ୍ୟାନନ୍ଦ ସାହୁ ଘରୁ ଆସୁଥିବା ବେଳେ ତାଙ୍କୁ ମଧ୍ୟ ଭାଲୁ ଆକ୍ରମଣ କରିଥିଲା।ତିନି ଜଣଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ତେବେ ସକାଳେ ସହରରେ ଭାଲୁ ବୁଲିବା ନେଇ ସହରବାସୀ ଆତଙ୍କିତ ହୋଇପଡିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀରାମ ଜନ୍ମ ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

22 Jan 2026 By Madhusudan Das

ନୀଳଗିରିରେ ଭାଲୁ ଆତଙ୍କ, ଆକ୍ରମଣରେ ୩ଗୁରୁତର

ନୀଳଗିରି: ନୀଳଗିରି ଏନଏସି ୮ ନଂ ୱାର୍ଡରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ତିନି ଗୁରୁତର ନୀଳଗିରି ମେଡିକାଲରେ ଭର୍ତ୍ତି। ବାଡିକୁ ଫୁଲ ତୋଳିବାକୁ ଯାଇଥିବା ବେଳେ ଆକ୍ରମଣ କରିଛି ଭାଲୁ । ତିନି ଗୁରୁତର ହେଲେ ନୀଳଗିରି ଏନଏସି ୮ ନଂ ୱାର୍ଡ  ସାନଅତା ଗ୍ରାମର ନିତ୍ୟାନନ୍ଦ ସାହୁ, ପଲକ କୁଅଁର ଓ ପୁଷ୍ପଲତା ଓଝା।

ସୂଚନା ଅନୁସାରେ, ଆଜି ସକାଳ ୬ ଟା ସମୟରେ ନୀଳଗିରି ସହର ଭିତରୁ ଏକ ଭାଲୁ ଏନସି ୮ ନମ୍ବର ୱାର୍ଡ ସାନହତା ଗାଁ ଦେଇ ପାହାଡ଼କୁ ଫେରୁଥିଲା। ସେହି ସମୟରେ କିଛି ଗ୍ରାମବାସୀ ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ପୁଷ୍ପ ବୈଠା ନାମକ ମହିଳା ଫୁଲ ତୋଳିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରି ପକାଇ ଥିଲା।ଏହାପରେ କନକ କୁଅଁର ନାମକ ବୃଦ୍ଧାଙ୍କୁ ଭାଲୁ କଚାଡି ଦେବାରୁ ତାଙ୍କର ଗୋଡ଼ ଭାଙ୍ଗି ଯାଇଛି। ପରେ ନିତ୍ୟାନନ୍ଦ ସାହୁ ଘରୁ ଆସୁଥିବା ବେଳେ ତାଙ୍କୁ ମଧ୍ୟ ଭାଲୁ ଆକ୍ରମଣ କରିଥିଲା।ତିନି ଜଣଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ତେବେ ସକାଳେ ସହରରେ ଭାଲୁ ବୁଲିବା ନେଇ ସହରବାସୀ ଆତଙ୍କିତ ହୋଇପଡିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର