ବିଡ଼ି ଟଣାକୁ କେନ୍ଦ୍ର କରି ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ହତ୍ୟା, ୬ ଗିରଫ

Madhusudan Das Picture
Published On

ସମ୍ବଲପୁର: ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ହତ୍ୟା। ସମ୍ବଲପୁର ଅଇଁଠାପାଲି ଥାନା ଦାନିପାଲିରେ ବୁଧବାର ରାତି ପ୍ରାୟ ୮ଟାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଜୁଏଲ୍ ଶେଖ । ଆକ୍ରମଣରେ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଅକୁର ରେହମାନ (୨୪) ଓ ସୋନୱର ହୁସେନ୍ (୨୨) ଗୁରୁତର ହୋଇଛନ୍ତି । ହତ୍ୟା ଅଭିଯୋଗରେ ୬ ଅଭିଯୁକ୍ତଙ୍କୁ ଗିରଫ କଲା ଅଇଁଠାପାଲି ଥାନା ପୋଲିସ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଉତ୍କଟ ହେଉଛି ଗ୍ୟାସ୍‌ ସଙ୍କଟ, ହେଲେ ମାନିବାକୁ ମନ୍ତ୍ରୀ ନାରାଜ

ପୁଲିସ ସୂଚନା ଅନୁସାରେ, ବୁଧବାର ସଂଧ୍ୟାରେ କିଛି ଶ୍ରମିକ କାର୍ଯ୍ୟ ସାରି ବିଡ଼ି ପିଉଥିଲେ। ସେଠାରେ ଉପସ୍ଥିତ କିଛି ବ୍ୟକ୍ତି ସେମାନେ କେଉଁଠୁ ଆସିଛନ୍ତି ବୋଲି ପଚାରି ଆଧାର କାର୍ଡ ଦେଖାଇବାକୁ କହିଥିଲେ। ଏହାପରେ ଅଚାନକ ଜୁଏଲ ଶେଖ ଉପରେ ସାମୁହିକ ଆକ୍ରମଣ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସଦର ଡାକ୍ତରଖାନାକୁ ଅଣାଯିବାବେଳେ ମୃତ୍ୟୁ ହୋଇଥିଲା। ମୃତ ଜୁଏଲଙ୍କ ମରଶରୀର ଡାକ୍ତରଖାନାରେ ସଂରକ୍ଷିତ ରଖାଯାଇ ତାଙ୍କ ପରିବାରକୁ ସୂଚନା ଦିଆଯାଇଛି। ହତ୍ୟା ଅଭିଯୋଗରେ ଆଜି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଗଲା ଦୁନିଆର ସବୁଠାରୁ ବଡ଼ ଷ୍ଟିଲ୍ ପ୍ଲାଣ୍ଟ: ଜାଣନ୍ତୁ କାହିଁକି ବଦଳିଲା କମ୍ପାନୀର ନିଷ୍ପତ୍ତି?

25 Dec 2025 By Madhusudan Das

ବିଡ଼ି ଟଣାକୁ କେନ୍ଦ୍ର କରି ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ହତ୍ୟା, ୬ ଗିରଫ

ସମ୍ବଲପୁର: ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ହତ୍ୟା। ସମ୍ବଲପୁର ଅଇଁଠାପାଲି ଥାନା ଦାନିପାଲିରେ ବୁଧବାର ରାତି ପ୍ରାୟ ୮ଟାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଜୁଏଲ୍ ଶେଖ । ଆକ୍ରମଣରେ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଅକୁର ରେହମାନ (୨୪) ଓ ସୋନୱର ହୁସେନ୍ (୨୨) ଗୁରୁତର ହୋଇଛନ୍ତି । ହତ୍ୟା ଅଭିଯୋଗରେ ୬ ଅଭିଯୁକ୍ତଙ୍କୁ ଗିରଫ କଲା ଅଇଁଠାପାଲି ଥାନା ପୋଲିସ ।

ପୁଲିସ ସୂଚନା ଅନୁସାରେ, ବୁଧବାର ସଂଧ୍ୟାରେ କିଛି ଶ୍ରମିକ କାର୍ଯ୍ୟ ସାରି ବିଡ଼ି ପିଉଥିଲେ। ସେଠାରେ ଉପସ୍ଥିତ କିଛି ବ୍ୟକ୍ତି ସେମାନେ କେଉଁଠୁ ଆସିଛନ୍ତି ବୋଲି ପଚାରି ଆଧାର କାର୍ଡ ଦେଖାଇବାକୁ କହିଥିଲେ। ଏହାପରେ ଅଚାନକ ଜୁଏଲ ଶେଖ ଉପରେ ସାମୁହିକ ଆକ୍ରମଣ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସଦର ଡାକ୍ତରଖାନାକୁ ଅଣାଯିବାବେଳେ ମୃତ୍ୟୁ ହୋଇଥିଲା। ମୃତ ଜୁଏଲଙ୍କ ମରଶରୀର ଡାକ୍ତରଖାନାରେ ସଂରକ୍ଷିତ ରଖାଯାଇ ତାଙ୍କ ପରିବାରକୁ ସୂଚନା ଦିଆଯାଇଛି। ହତ୍ୟା ଅଭିଯୋଗରେ ଆଜି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର