ରାଉରକେଲାରେ ପୋଲିସ ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

Madhusudan Das Picture
Published On

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା। ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ।  ରାଉରକେଲା ଲହୁଣୀପଡ଼ା ଓ ଲାଠିକଟା ନିକଟରେ ଏନକାଉଣ୍ଟର ।  ୫ଟି ବଡ଼ ଡକାୟତି ଘଟଣାରେ ସମ୍ପୃକ୍ତ ୩ ଅପରାଧିଙ୍କୁ ଏନକାଉଣ୍ଟର । ସମସ୍ତ ଅପରାଧୀଙ୍କୁ ରାଉରକେଲା ସରକାରୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଅପରାଧିଙ୍କୁ ଧରିବାକୁ ଯାଇଥିବା ବେଳେ ପୁଲିସ୍ ଏନକାଉଣ୍ଟରରେ ୩ ଅପରାଧୀ ଆହତ ହୋଇଛନ୍ତି । ସୋମାନଙ୍କ ନିକଟରୁ ୩ଟି ଵନ୍ଧୁକ, ଅଫୁଟା ଗୁଳି, ଗୋଟିଏ ସ୍କୋପିଓ ଜଵତ କରାଯାଇଛି । ପୋଲିସ ମଧ୍ୟ ପାଲଟା ଗୁଳିମାଡ କରିଥିଲା ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଗଲା ଦୁନିଆର ସବୁଠାରୁ ବଡ଼ ଷ୍ଟିଲ୍ ପ୍ଲାଣ୍ଟ: ଜାଣନ୍ତୁ କାହିଁକି ବଦଳିଲା କମ୍ପାନୀର ନିଷ୍ପତ୍ତି?

23 Nov 2025 By Madhusudan Das

ରାଉରକେଲାରେ ପୋଲିସ ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା। ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ।  ରାଉରକେଲା ଲହୁଣୀପଡ଼ା ଓ ଲାଠିକଟା ନିକଟରେ ଏନକାଉଣ୍ଟର ।  ୫ଟି ବଡ଼ ଡକାୟତି ଘଟଣାରେ ସମ୍ପୃକ୍ତ ୩ ଅପରାଧିଙ୍କୁ ଏନକାଉଣ୍ଟର । ସମସ୍ତ ଅପରାଧୀଙ୍କୁ ରାଉରକେଲା ସରକାରୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଅପରାଧିଙ୍କୁ ଧରିବାକୁ ଯାଇଥିବା ବେଳେ ପୁଲିସ୍ ଏନକାଉଣ୍ଟରରେ ୩ ଅପରାଧୀ ଆହତ ହୋଇଛନ୍ତି । ସୋମାନଙ୍କ ନିକଟରୁ ୩ଟି ଵନ୍ଧୁକ, ଅଫୁଟା ଗୁଳି, ଗୋଟିଏ ସ୍କୋପିଓ ଜଵତ କରାଯାଇଛି । ପୋଲିସ ମଧ୍ୟ ପାଲଟା ଗୁଳିମାଡ କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର