କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

Madhusudan Das Picture
Published On

ମେଷ: ରବି, ସୋମବାରରେ ଧନକ୍ଷୟ ହୋଇପାରେ। କର୍ମକ୍ଷେତ୍ରରେ ଶତ୍ରୁମାନଙ୍କର କୂଟଚକ୍ରାନ୍ତର ଶିକାର ହେବେ। ପଡ଼ୋଶୀଙ୍କ ସହ ଭୁଲ୍ ବୁଝାମଣା ଦେଖାଦେବ। ମଙ୍ଗଳ, ବୁଧବାରରେ ଅଯଥା ବ୍ୟୟ ହୋଇପାରେ। ମହିଳାମାନେ ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ। ଗୁରୁ, ଶୁକ୍ର, ଶନିବାରରେ ଅନେକ ଦିନର ସ୍ବପ୍ନ ସାକାର ହେବ। ବ୍ୟବସାୟ ଲାଭଜନକ ରହିବ। 

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ ( ୨୬-୦୩-୨୦୨୬ )

ବୃଷ: ରବି, ସୋମବାରରେ ପରିବାରରେ ବୁଝାମଣା ବୃଦ୍ଧି ପାଇବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ମହିଳାମାନଙ୍କର ଉଚ୍ଚଆଶା ପୂରଣ ହେବେ। ମଙ୍ଗଳ, ବୁଧବାରରେ ପରିଶ୍ରମ ମୁତାବକ ଫଳପ୍ରାପ୍ତି ହେବ। ଗୁରୁ, ଶୁକ୍ର, ଶନିବାରରେ ଆମୋଦପ୍ରମୋଦ ଭିତରେ ସମୟ କଟିବ ଓ ବ୍ୟବସାୟରେ  ଆୟବୃଦ୍ଧି ହେବ।  

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୨୭-୦୩-୨୦୨୬ )

ମିଥୁନ: ରବି, ସୋମବାରରେ ବହୁଚେଷ୍ଟା କରି ସଫଳତା ହାସଲ କରିବେ।  ହଠାତ୍ ଦୂରଯାତ୍ରା କରିପାରନ୍ତି। ପଦୋନ୍ନତିର ସମ୍ଭାବନା ରହିଛି। ମଙ୍ଗଳ, ବୁଧବାରରେ  କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଗୁରୁ, ଶୁକ୍ର, ଶନିବାରରେ ଅସାବଧାନତା ହେତୁ ଧନହାନି ହୋଇପାରେ। ବ୍ୟବସାୟ ମାନ୍ଦା ରହିବ।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୨୮-୦୩-୨୦୨୬)

କର୍କଟ: ରବି, ସୋମବାରରେ କର୍ମକ୍ଷେତ୍ରରେ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ମହିଳାମାନେ  ଉଚ୍ଚସମ୍ମାନ ପାଇବେ। ଭାଇଭଉଣୀଙ୍କ ସହଯୋଗ ପାଇବେ। ମଙ୍ଗଳ, ବୁଧବାରରେ ଉତ୍ସାହିତ ହୋଇ ଅଧିକ ଖର୍ଚ୍ଚ କରିପାରନ୍ତି। ଗୁରୁ, ଶୁକ୍ର, ଶନିବାରରେ ସମସ୍ତ ପ୍ରକାର ଅଭାବ ଦୂର ହେବେ। ବ୍ୟବସାୟ ମନ୍ଥର ରହିବ। 

ସିଂହ: ରବି, ସୋମବାରରେ ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ। ମହିଳାମାନେ କର୍ମତତ୍ପର ହେବେ।  ଆର୍ଥିକ ସ୍ବଚ୍ଛଳତା ଦେଖାଦେବ। ବିରୋଧୀମାନେ ନିଜ ଚକ୍ରାନ୍ତରେ ପଡ଼ିଯାଇପାରନ୍ତି। ମଙ୍ଗଳ, ବୁଧବାରରେ ମୂଲ୍ୟବାନ ଦ୍ରବ୍ୟାଦି ଲାଭ ହେବ। ଗୁରୁ, ଶୁକ୍ର, ଶନିବାରରେ ବିଭିନ୍ନ ବାଧାବିଘ୍ନ କାଟି ଆଗକୁ ବଢ଼ିବେ। ବ୍ୟବସାୟରେ କ୍ଷତି ହୋଇପାରେ। 

କନ୍ୟା: ରବି, ସୋମବାରରେ ବନ୍ଧୁଙ୍କ ଆଗମନରେ ଉତ୍ସାହିତ ହେବେ। ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇବେ।  ମଙ୍ଗଳ, ବୁଧବାରରେ କର୍ମକ୍ଷେତ୍ର ସମସ୍ୟାବହୁଳ ରହିବ। ଆର୍ଥିକ ଚାପ ପାଇଁ ଚିନ୍ତିତ ରହିବେ। ଗୁରୁ, ଶୁକ୍ର, ଶନିବାରରେ ଜରୁରୀ  କାର୍ଯ୍ୟ ବିଳମ୍ବ ହୋଇପାରେ । ଧାର୍ମିକ ମନୋବୃତ୍ତି ରଖି ସହାୟତାର ହାତ ବଢ଼ାଇବେ।

ତୁଳା: ରବି, ସୋମବାରରେ ଅର୍ଥଚିନ୍ତା ଲାଗି ରହିବ। ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ । ମଙ୍ଗଳ, ବୁଧବାରରେ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟରେ ସଫଳତା ପାଇବେ। ସମାଜରେ ପ୍ରତିଷ୍ଠିତ ହେବେ। ଗୁରୁ, ଶୁକ୍ର, ଶନିବାରରେ ମହିଳାମାନେ ସୁଖଶାନ୍ତିରେ ଦାୟିତ୍ବ ତୁଲାଇବେ। ବ୍ୟବସାୟରେ ଲାଭାନ୍ବିତ ହେବେ। 

ବିଛା: ରବି, ସୋମବାରରେ ନୂତନ ଦିଗ୍ଦର୍ଶନ ପାଇପାରନ୍ତି। ନୂତନ ଆଭୂଷଣ ପ୍ରାପ୍ତିର ଯୋଗ ରହିଛି।  ମଙ୍ଗଳ, ବୁଧବାରରେ ପରିବାରରେ ଅର୍ଥଚିନ୍ତା ଲାଗିରହିବ।  କୌଣସି ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଗୁରୁ, ଶୁକ୍ର, ଶନିବାରରେ ସାହସିକ ପଦକ୍ଷେପ ନେଇ ସଫଳ ହେବେ ଓ ବ୍ୟବସାୟରେ ନୂତନ ନିବେଶ କରିବେ। 

ଧନୁ: ରବି, ସୋମବାରରେ ସମସ୍ତ ପ୍ରକାର କାର୍ଯ୍ୟରେ ସିଦ୍ଧିଲାଭ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ। ମଙ୍ଗଳ, ବୁଧବାରରେ ଅର୍ଥପ୍ରାପ୍ତି ପାଇଁ ବିଭିନ୍ନ କୌଶଳ ଆପଣେଇବେ। ଗୁରୁ, ଶୁକ୍ର,ଶନିବାରରେ  ବହୁ ପରିଶ୍ରମ କରି ସୁଫଳ ପ୍ରାପ୍ତି, ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ।

ମକର: ରବି,ସୋମବାରରେ ଅନ୍ୟ ପାଇଁ ସମସ୍ୟାରେ ପଡ଼ିବେ ଓ କାର୍ଯ୍ୟ ବିଳମ୍ବ ହେବ। ମଙ୍ଗଳ, ବୁଧବାରରେ ମହିଳାମାନେ ଅସଫଳତା ପାଇପାରନ୍ତି। ଅର୍ଥପ୍ରାପ୍ତିର ଯୋଗ ରହିଛି । ଗୁରୁ, ଶୁକ୍ର, ଶନିବାରରେ ପାରିବାରିକ ସୁଖସମୃଦ୍ଧି ପ୍ରାପ୍ତି ହେବ । ବ୍ୟବସାୟରେ  ନୂତନ ପୁଞ୍ଜି ଖଟାଇ ସଫଳ ହେବେ। 

କୁମ୍ଭ: ରବି,ସୋମବାରରେ ପରିବାରବର୍ଗ, ସନ୍ତାନସନ୍ତତିକୁ ନେଇ ଚିନ୍ତାରେ ରହିବେ। କର୍ମକ୍ଷେତ୍ର ସମସ୍ୟା ଘେରରେ ରହିବ। ମଙ୍ଗଳ, ବୁଧବାରରେ ସମସ୍ୟାରୁ ମୁକ୍ତି ପାଇଁ ଚେଷ୍ଟା କରି ସଫଳତା ପାଇବେ। ବନ୍ଧୁବାନ୍ଧବ ସହଯୋଗର ହାତ ବଢ଼ାଇବେ। ଗୁରୁ, ଶୁକ୍ର, ଶନିବାରରେ ସୁଖସମ୍ମାନପ୍ରାପ୍ତି,ବ୍ୟବସାୟିକ ଲାଭାନ୍ବିତ ହେବେ। 

ମୀନ: ରବି,ସୋମବାରରେ ମୂଲ୍ୟବାନ ଦ୍ରବ୍ୟାଦି କ୍ରୟ କରିପାରନ୍ତି। ଲକ୍ଷ୍ୟପଥରେ ଆଗେଇ ଚାଲିବେ। ମଙ୍ଗଳ, ବୁଧବାରରେ ପରିବାରବର୍ଗଙ୍କ ଅସହଯୋଗ ମନୋବୃତ୍ତି କଷ୍ଟ ଦେଇପାରେ।  ଅଯଥା ଖର୍ଚ୍ଚରେ ପଡ଼ିପାରନ୍ତି। ଶୁକ୍ର, ଶନିବାରରେ ମହିଳାମାନେ ଦୃଢ଼ମନା ହେବେ। ବ୍ୟବସାୟରେ ଭଲ ଆୟ ହେବ। 

30 Nov 2025 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp