କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

Madhusudan Das Picture
Published On

ମେଷ: ରବିବାରରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ। ସୋମ, ମଙ୍ଗଳ, ବୁଧବାରରେ ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଆଶା କରିଥିବା ଦିଗରୁ ଲାଭ ପାଇବେ। ଗୁରୁ, ଶୁକ୍ର, ଶନିବାରରେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ ( ୦୨-୦୪-୨୦୨୬ )

ବୃଷ: ରବିବାର କୌଣସି କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ। ସୋମ, ମଙ୍ଗଳ, ବୁଧବାରରେ ଅଯଥା ଚିନ୍ତା ନ କରି ନିଜ ଲକ୍ଷ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ଗୁରୁ, ଶୁକ୍ର, ଶନିବାରରେ  ଶତ୍ରୁମାନଙ୍କ କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି। ଯାତାୟାତ ସମୟରେ ସାବଧାନ ରୁହନ୍ତୁ।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୨୮-୦୩-୨୦୨୬)

ମିଥୁନ: ରବିବାରରେ ନିଜ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିବେ। ସୋମ, ମଙ୍ଗଳ, ବୁଧବାରରେ  କର୍ମକ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପରିସ୍ଥିତିକୁ ସମ୍ଭାଳି ନେବେ।  ଗୁରୁ, ଶୁକ୍ର, ଶନିବାରରେ ମାନସିକ ଅଶାନ୍ତିରେ ରହିପାରନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରତିରୋଧର ସାମନା କରିବେ।

ଆହୁରି ପଢ଼ନ୍ତୁ: ମଙ୍ଗଳ ଗୋଚର ୨୦୨୬: ହନୁମାନ ଜୟନ୍ତୀରେ ସୃଷ୍ଟି ହେବ ମଙ୍ଗଳଙ୍କ ବିରଳ ସଂଯୋଗ, ଚମକିବ ଏହି ୪ଟି ରାଶିର ଭାଗ୍ୟ!

କର୍କଟ: ରବିବାରରେ ପ୍ରିୟଜନଙ୍କ ପାଇଁ ବ୍ୟସ୍ତ ହୋଇପାରନ୍ତି। ସୋମ, ମଙ୍ଗଳ, ବୁଧବାରରେ ସହକର୍ମୀଙ୍କ ସହଯୋଗ ପାଇଁ ସହଜରେ କାର୍ଯ୍ୟ କରିବେ।  ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଗୁରୁ,ଶୁକ୍ର,ଶନିବାରରେ ଛାତ୍ରଛାତ୍ରୀମାନେ ବିଦେଶ ଯାତ୍ରା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ଶାନ୍ତି ଅତୁଟ ରହିବ।

ସିଂହ: ରବିବାର ଜୀବନରେ କିଛି କଠିନ ପରିସ୍ଥିତିରେ ସମ୍ମୁଖୀନ ହେବାକୁ ପଡ଼ିପାେର। ସୋମ, ମଙ୍ଗଳ, ବୁଧବାରରେ ନିଜ ବାକ୍ୟ ତଥା କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ଗୁରୁ, ଶୁକ୍ର, ଶନିବାରରେ ଅଟକି ରହିଥିବା କାର୍ଯ୍ୟ ନିଜ ଲୋକଙ୍କ ସହଯୋଗରେ ପୂର୍ଣ୍ଣ ହେବେ।

କନ୍ୟା: ରବିବାରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ସହଯୋଗ ପାଇ ଆଗକୁ ବଢ଼ିବେ। ସୋମ, ମଙ୍ଗଳ, ବୁଧବାରରେ ଦୀର୍ଘଦିନର ଆଶା ନିରାଶରେ ପରିଣତ ହୋଇପାରେ।  କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ଗୁରୁ, ଶୁକ୍ର, ଶନିବାରରେ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ। ଭବିଷ୍ୟତ ପାଇଁ ଯୋଜନା କରିବେ।

ତୁଳା: ରବିବାରରେ ପିଲାଙ୍କ ପାଇଁ ଚିନ୍ତିତ ରହିବେ। ପରିବାର ସହ ଅଧିକ ସମୟ କଟାଇବେ। ସୋମ, ମଙ୍ଗଳ, ବୁଧବାରରେ କୋର୍ଟକଚେରୀ ମାମଲାରେ ପଡ଼ି ଯାଇପାରନ୍ତି। ଗୁରୁ, ଶୁକ୍ର, ଶନିବାରରେ ଅନେକ ଦିନରୁ ପଡ଼ିଥିବା କାର୍ଯ୍ୟ ପୂରଣ ହେବ। ପ୍ରଶାସନିକ କ୍ଷେତ୍ରରେ ଦ୍ବନ୍ଦ୍ବ ଉପୁଜିପାରେ। 

 ବିଛା: ରବିବାର ଅକସ୍ମାତ୍ ଖର୍ଚ୍ଚାନ୍ତ ହେବେ। ସୋମ ,ମଙ୍ଗଳ, ବୁଧବାରରେ ଆର୍ଥିକ କାରବାର ସମୟରେ ସତର୍କ ରୁହନ୍ତୁ। ଗୁରୁ,ଶୁକ୍ର,ଶନିବାରରେ  ଧାର୍ମିକ କାର୍ଯ୍ୟରେ ଯୋଡ଼ି ହେବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।

ଧନୁ: ରବିବାରରେ କର୍ମକ୍ଷେତ୍ରରେ ଅବହେଳା କରି କଷ୍ଟ ପାଇପାରନ୍ତି। ସୋମ ,ମଙ୍ଗଳ, ବୁଧବାରରେ ଅପ୍ରୀତିକର ପରିସ୍ଥିତର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ କ୍ଷତି ସହିପାରନ୍ତି। ଗୁରୁ, ଶୁକ୍ର, ଶନିବାରରେ ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଆଗୁଆ ରହିବେ। ମହିଳାମାନେ ସ୍ବାବଲମ୍ବୀ ହେବେ। 

ମକର: ରବିବାରରେ କର୍ମକ୍ଷେତ୍ରରେ ସମ୍ମାନ ପାଇବେ । ବନ୍ଧୁମାନେ ନିଜର ଫାଇଦା ହାସଲ ପାଇଁ ଉଦ୍ୟମ କରିବେ। ସୋମ ,ମଙ୍ଗଳ, ବୁଧବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି କଳହ ସୃଷ୍ଟି ହୋଇପାରେ। ଗୁରୁ,ଶୁକ୍ର,ଶନିବାରରେ ଆର୍ଥିକ କ୍ଷେତ୍ରରେ ବାଧା ସୃଷ୍ଟି ହେବ।

କୁମ୍ଭ: ରବିବାରରେ ନୂତନ ନିଯୁକ୍ତି ସହ ଧନସମ୍ପତ୍ତି ବୃଦ୍ଧି ହୋଇପାରେ। ସୋମ,ମଙ୍ଗଳ, ବୁଧବାରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ବିଦେଶ ଯାତ୍ରା କରିପାରନ୍ତି। ଗୁରୁ, ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ମହିଳାମାନେ ସ୍ବାବଲମ୍ବୀ ହେବେ।

ମୀନ: ରବିବାରରେ ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ସୋମ, ମଙ୍ଗଳ, ବୁଧବାରରେ  ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ଉପକୃତ ହେବେ। ଗୁରୁ, ଶୁକ୍ର, ଶନିବାରରେ ସାହିତ୍ୟ, କଳା ଓ ରଚନା ପ୍ରତି ଆଗ୍ରହ  ଦେଖାଇବେ। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ। 

09 Nov 2025 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp