‘ଭୁଲଭୁଲୈୟା ୪’ରେ ମଞ୍ଜୁଲିକା ହେବେ ଅନନ୍ୟା !

Madhusudan Das Picture
Published On

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିକଟରେ ତାଙ୍କର ୨୭ତମ ଜନ୍ମଦିନକୁ ବେଶ୍‌ ଧୂମ୍‌ଧାମ୍‌ରେ ପାଳନ କରିଛନ୍ତି । ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଜନ୍ମଦିନ ପାଳନର କିଛି ଫଟୋ ସେୟାର୍ କରିଥିଲେ। ଅନନ୍ୟାଙ୍କ ଜନ୍ମଦିନରେ କାର୍ତ୍ତିକ୍‌ ଆର୍ୟନ୍‌ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ। କାର୍ତ୍ତିକ୍‌ ‘ତୁ ମେରି ମେ ତେରା ମେ ତେରା ତୁ ମେରି’ ଫିଲ୍ମ ସେଟ୍‌ର ଏକ ଭିଡିଓ ସେୟାର୍‌ କରି ଅନନ୍ୟାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଅନନ୍ୟା ମଜାଳିଆ ଅନ୍ଦାଜରେ କହୁଛନ୍ତି- ‘କାର୍ତ୍ତିକ୍‌, ଫିଲ୍ମରୁ ତାଙ୍କ ଗୀତ କାଟିବା ପାଇଁ ଚେଷ୍ଟା କରୁଛନ୍ତି।’ ଏହାପରେ କାର୍ତ୍ତିକ୍‌ ହସି ହସି କହୁଛନ୍ତି- ‘ତୁମ ଗୀତ, ସେଥିରେ ମୁଁ କ’ଣ ନାହିଁ। ’ଏହାପରେ ଅନନ୍ୟା କହୁଛନ୍ତି – ‘ଆମ ଗୀତ।’ ଏହାପରେ ଅନନ୍ୟା ‘ଭୁଲଭୁଲୈୟା ୪’ରେ ମଞ୍ଜୁଲିକା ହେବେ ବୋଲି କହୁଛନ୍ତି। ଯାହାକୁ ଶୁଣି କାର୍ତ୍ତିକ୍‌ ହସୁଛନ୍ତି। ଏଠାରେ ପ୍ରକାଶ ଥାଉ କି, ‘ଭୁଲଭୁଲୈୟା’ ସିରିଜ୍‌ର ଏଯାବତ୍‌ ତିନୋଟି ଫିଲ୍ମ ଆସିଛି। ‘ଭୁଲଭୁଲୈୟା ୪’କୁ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

ଆହୁରି ପଢ଼ନ୍ତୁ: ରାମ ଚରଣଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ବଡ଼ ଭେଟି: ରିଲିଜ୍ ହେଲା 'ପେଡ୍ଡି'ର ଦମଦାର୍ ଟିଜର, ଏହି ଦିନ ରିଲିଜ୍ ହେବ ଫିଲ୍ମ

06 Nov 2025 By Madhusudan Das

‘ଭୁଲଭୁଲୈୟା ୪’ରେ ମଞ୍ଜୁଲିକା ହେବେ ଅନନ୍ୟା !

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିକଟରେ ତାଙ୍କର ୨୭ତମ ଜନ୍ମଦିନକୁ ବେଶ୍‌ ଧୂମ୍‌ଧାମ୍‌ରେ ପାଳନ କରିଛନ୍ତି । ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଜନ୍ମଦିନ ପାଳନର କିଛି ଫଟୋ ସେୟାର୍ କରିଥିଲେ। ଅନନ୍ୟାଙ୍କ ଜନ୍ମଦିନରେ କାର୍ତ୍ତିକ୍‌ ଆର୍ୟନ୍‌ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ। କାର୍ତ୍ତିକ୍‌ ‘ତୁ ମେରି ମେ ତେରା ମେ ତେରା ତୁ ମେରି’ ଫିଲ୍ମ ସେଟ୍‌ର ଏକ ଭିଡିଓ ସେୟାର୍‌ କରି ଅନନ୍ୟାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଅନନ୍ୟା ମଜାଳିଆ ଅନ୍ଦାଜରେ କହୁଛନ୍ତି- ‘କାର୍ତ୍ତିକ୍‌, ଫିଲ୍ମରୁ ତାଙ୍କ ଗୀତ କାଟିବା ପାଇଁ ଚେଷ୍ଟା କରୁଛନ୍ତି।’ ଏହାପରେ କାର୍ତ୍ତିକ୍‌ ହସି ହସି କହୁଛନ୍ତି- ‘ତୁମ ଗୀତ, ସେଥିରେ ମୁଁ କ’ଣ ନାହିଁ। ’ଏହାପରେ ଅନନ୍ୟା କହୁଛନ୍ତି – ‘ଆମ ଗୀତ।’ ଏହାପରେ ଅନନ୍ୟା ‘ଭୁଲଭୁଲୈୟା ୪’ରେ ମଞ୍ଜୁଲିକା ହେବେ ବୋଲି କହୁଛନ୍ତି। ଯାହାକୁ ଶୁଣି କାର୍ତ୍ତିକ୍‌ ହସୁଛନ୍ତି। ଏଠାରେ ପ୍ରକାଶ ଥାଉ କି, ‘ଭୁଲଭୁଲୈୟା’ ସିରିଜ୍‌ର ଏଯାବତ୍‌ ତିନୋଟି ଫିଲ୍ମ ଆସିଛି। ‘ଭୁଲଭୁଲୈୟା ୪’କୁ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp