ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Article

ପରଶମଣି

ଆମେ ଥାଉ ବେଲପାହାଡ଼ରେ। ନିକଟସ୍ଥ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପୁଅ ପଢ଼ୁଥାଏ ପ୍ରଥମ ଶ୍ରେଣୀରେ। କଲୋନୀ ଭିତରେ ପିଲାମାନେ ଚାରିଟା ବେଳେ ସାଙ୍ଗ ହୋଇ ଖେଳନ୍ତି। ସେଦିନ ସଞ୍ଜ ଦେବା ପୂର୍ବରୁ ପୁଅକୁ ଯାଇ ଡାକିଲା ବେଳକୁ ଦେଖିଲି, ଅନ୍ୟ କଲୋନୀରେ ରହୁଥିବା ତା’ର ସହପାଠୀଟିଏ ଆସିଥାଏ ଖେଳିବା ପାଇଁ। ତା’…

ନିର୍ବାଚନ ପ୍ରଚାର ରଣନୀତି

ଅଧିକରୁ ଅଧିକ ଭୋଟରଙ୍କ ପାଖରେ ପହଞ୍ଚିବା ଏବଂ ଭୋଟରମାନଙ୍କୁ ନେତୃତ୍ୱ ଉପରେ ବିଶ୍ୱାସ ଜନ୍ମାଇବା ହେଉଛି ନିର୍ବାଚନରେ ସଫଳତା ପାଇବାର ମନ୍ତ୍ର। ଏଥିପାଇଁ ଏକ ସଠିକ୍‌‌ ଓ ଯୋଜନାବଦ୍ଧ ନିର୍ବାଚନ ପ୍ରଚାର ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ନିର୍ବାଚନ ପ୍ରଚାରକୁ ନେଇ ପ୍ରକାଶିତ ଏକ ଲୋକପ୍ରିୟ…

ଚଳିତ ନିର୍ବାଚନରେ ଏ.ଆଇ ର ସୀମିତ ପ୍ରଭାବ

ଭାରତରେ ଆରମ୍ଭ ହୋଇସାରିଥିବା ସାତପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନ ୨୦୨୪ ପ୍ରାକ-ନିର୍ବାଚନ ପ୍ରଚାର ଅଭିଯାନରେ କୃତ୍ରିମ ବୁଦ୍ଧିମତ୍ତା(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ବା ‘ଏଆଇ’ ବ୍ୟାପକ ବ୍ୟବହାର ହୋଇଥିଲା। କିନ୍ତୁ ଏହା ନିର୍ବାଚନରେ ଯେଉଁ ପ୍ରଭାବ ପକାଇବ ବୋଲି ଆକଳନ କରାଯାଇଥିଲା, ତାହା ବାସ୍ତବ…

ଅସାଧୁ ବଜାର, ନିରୀହ ଉପଭୋକ୍ତା

ଅସାଧୁ-ବିକ୍ରୟ ହେଉଛି ଗ୍ରାହକ ବା ଉପଭୋକ୍ତାକୁ ଅନ୍ଧାରରେ ରଖି ଜଣେ ଉତ୍ପାଦକ ବା ସେବା ପ୍ରଦାନକାରୀ ଚତୁରତାର ସହ ବା ଠକି ନିଜ ଉତ୍ପାଦ ବା ସେବାକୁ ବିକ୍ରୟ କରିବା ଏବଂ ଗ୍ରାହକଟିଏ ଉକ୍ତ ଦ୍ରବ୍ୟ ଓ ସେବାର ସତ୍ୟାସତ୍ୟ ଅନୁସନ୍ଧାନ ନ କରି ଗ୍ରହଣ କରିନେବା ବା କିଣି ନେବା ହେଉଛି ‘ଅପବ୍ୟୟ’। ବିଶେଷକରି…

ସାଧାରଣ ନିର୍ବାଚନ ଓ ସାମାଜିକ ଗଣମାଧ୍ୟମ

ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ସମ୍ପ୍ରତି ନିର୍ବାଚନ ପ୍ରଚାର ଓ ନିର୍ବାଚନୀ ଖବର ପ୍ରସାରଣର ମୁଖ୍ୟ ଅଙ୍ଗ ପାଲଟିଯାଇଛି। ଦେଶରେ ସ୍ମାର୍ଟ ଫୋନ୍‌‌ର ବ୍ୟାବହାରିକ ଚାହିଦା ବୃଦ୍ଧି ସାମାଜିକ ଗଣମାଧ୍ୟମର ପ୍ରାଧାନ୍ୟକୁ ଆହୁରି ବୃଦ୍ଧି କରିଛି। ଯୁବବର୍ଗରୁ ଆରମ୍ଭ କରି ଶିଶୁ, କିଶୋର ଓ ବୟସ୍କ ବର୍ଗ…

‘ହାତରେ ଆଉ ମାତ୍ର ଛଅଶହ ବର୍ଷ’

ବିଶ୍ୱତାପନର ପ୍ରଭାବ ଆମକୁ କେତେଦୂର ଅସ୍ତବ୍ୟସ୍ତ କରିପାରେ, ତାହା ରାଜ୍ୟବାସୀ ୫ ଏପ୍ରିଲ ୨୦୨୪କୁ ମନେ ପକାଇଲେ ହୃଦୟଙ୍ଗମ କରିପାରିବେ। ସେଦିନ ପାଣିପାଗ ବିଭାଗର ସୂଚନା ଅନୁସାରେ ଓଡ଼ିଶାର ୨୫ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ସେଲ୍‌ଫସିୟସ ରହିଥିବା ବେଳେ ଭୁବନେଶ୍ୱରରେ ଏହା ୪୩.୫ ଡିଗ୍ରୀକୁ ଛୁଇଁଥିଲା।…

କୁମାର-କୁମାରୀ ପର୍ବତର ସାଂସ୍କୃତିକ ସୌରଭ

ପ୍ରାକୃତିକ ରୂପଲାବଣ୍ୟଭରା ଓଡ଼ିଶାର ମଧ୍ୟ- ପୂର୍ବାଞ୍ଚଳରେ ଅବସ୍ଥିତ କୁମାର-କୁମାରୀଗିରି ଯୁଗଳ ସଂପ୍ରତି ଆମ ରାଜଧାନୀ ଭୁବନେଶ୍ୱର ମହାନଗର କେନ୍ଦ୍ରାଞ୍ଚଳରେ ଖଣ୍ଡଗିରି ଓ ଉଦୟଗିରି ନାମରେ ବିଦ୍ୟମାନ। ଏହି ଦୁଇଟି ଅନୁଚ୍ଚ ପର୍ବତ ଓଡ଼ିଶାର ସ୍ୱର୍ଣ୍ଣିମ ଇତିହାସ ଓ ସଂସ୍କୃତିର ସ୍ମୃତି ବହନ କରି ସଂପ୍ରତି…

ମହିଳା ଆର୍ଥିକ ସଶକ୍ତୀକରଣ

ଆଜି ବିଶ୍ୱରେ ଅଛନ୍ତି ଅଗଣିତ, ବୁବୁକ୍ଷୁ, ବିଧବା, ଅସହାୟା ନାରୀ, ନିର୍ଯ୍ୟାତିତା ଦୁଃଖିନୀ। ସେମାନେ କର୍ମଠ। କର୍ମ କରି ସେଥିରୁ ଯାହା ରୋଜଗାର ହେବ ସେଥିରେ କିଛି ଖାଇ ବଞ୍ଚିବେ। ତାଙ୍କୁ ଦେଖିବାକୁ କେହି ନାହିଁ। ସେମାନଙ୍କର ଆର୍ତ୍ତଚିତ୍କାର, ଗୁହାରି କାହାକୁ ଶୁଭୁନାହିଁ। ସମସ୍ତେ ନିଜ ନିଜ ବାଟରେ…

ସ୍ମାର୍ଟଫୋନ ମାୟାଜାଲରେ ଉପଭୋକ୍ତା

ସ୍ମାର୍ଟଫୋନ ବିଶ୍ୱବ୍ୟାପୀ ଇଣ୍ଟରନେଟ ଆହରଣର ପ୍ରମୁଖ ସାଧନ ପାଲଟିବା ପରେ ଏବେ ତାହା ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବିଶେଷକରି କୋଭିଡ-୧୯ ମହାମାରୀ ପରବର୍ତ୍ତୀ ସମୟରେ ସଂଖ୍ୟାଧିକ ଉପଭୋକ୍ତାଙ୍କ ସ୍ମାର୍ଟଫୋନ ବ୍ୟବହାର ଅଭ୍ୟାସ ବଢ଼଼ିଯାଇଛି। ସେମାନେ ମଧ୍ୟ ହୃଦୟଙ୍ଗମ କରୁଛନ୍ତି ଯେ ଦୈନନ୍ଦିନ…

ରାଷ୍ଟ୍ର ଗଠନରେ ଯୁବପିଢ଼ି

ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଓ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାରତରେ ମୋଟ ଜନସଂଖ୍ୟାର ୨୮ ପ୍ରତିଶତ କେବଳ ଯୁବ ପିଢ଼ି। କିନ୍ତୁ ପ୍ରଶ୍ନ ଉଠେ କ’ଣ ଆମ ସମାଜ କିମ୍ୱା ରାଷ୍ଟ୍ର କିମ୍ୱା ଆମ ଯୁବ ପିଢ଼ି ଏଥିପ୍ରତି ଯତ୍ନଶୀଳ ଅଛନ୍ତି? “ଭାରତ ଏବେ ମଧ୍ୟ ଅର୍ଥନୈତିକ ସଫଳତା ହାସଲ କରିବାରେ ସେତିକି…