ଏୟାର୍ ଇଣ୍ଡିଆର ୧୧ଟି ବିମାନ ବାତିଲ୍, ଇଥିଓପିଆ ଜ୍ୱାଳାମୁଖୀ ପ୍ରଭାବରୁ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ

Deviprasad Mohanty Picture
Published On

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ୧୧ଟି ବିମାନ ବାତିଲ କରାଯାଇଛି। ଇଥିଓପିଆ ଜ୍ୱାଳାମୁଖୀ ପ୍ରଭାରୁ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏୟାର ଇଣ୍ଡିଆ ଏପରି ବଡ଼ ନିଷ୍ପତ୍ତି ନେଇଛି। ୨୪ ଓ ୨୫ ତାରିଖରେ ମୋଟ୍‌ ୧୧ଟି ବିମାନ ବାତିଲ କରିଛି ଏୟାର ଇଣ୍ଡିଆ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ବଦଳିବ ଅନେକ ନିୟମ: ଟିକଟଠାରୁ ଟିକସ ଯାଏଁ ୮ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

AI 106- ନ୍ୟୁୟର୍କ-ଦିଲ୍ଲୀ, AI 102- ନ୍ୟୁୟର୍କ (JFK) ଦିଲ୍ଲୀ ବିମାନ ବାତିଲ ହୋଇଥିବାବେଳେ AI 2204- ଦୁବାଇ-ହାଇଦ୍ରାବାଦ, AI 2290- ଦୋହା-ମୁମ୍ବାଇ ବିମାନ ବାତିଲ ହୋଇଛି। ସେହିପରି AI 2212- ଦୁବାଇ-ଚେନ୍ନାଇ, AI 2284- ଦୋହା-ଦିଲ୍ଲୀ ବିମାନ ବାତିଲ ହୋଇଛି।

ଆହୁରି ପଢ଼ନ୍ତୁ: ବନ୍ଦେ ଭାରତ ଏକ୍ସପ୍ରେସରେ ଖରାପ ଖାଦ୍ୟ: ଆଇଆରସିଟିସି (IRCTC) ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇଲା ଭାରତୀୟ ରେଳବାଇ

AI 2822- ଚେନ୍ନାଇ-ମୁମ୍ବାଇ, AI 2466- ହାଇଦ୍ରାବାଦ-ଦିଲ୍ଲୀ ବିମାନ ବାତିଲ। -AI 2444/2445- ମୁମ୍ବାଇ-ହାଇଦ୍ରାବାଦ-ମୁମ୍ବାଇ ବିମାନ ବାତିଲ କରାଯାଇଥିବାବେଳେ AI 2471/2472- ମୁମ୍ବାଇ-କୋଲକାତା-ମୁମ୍ବାଇ ବିମାନ ମଧ୍ୟ ବାତିଲ ହୋଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜଳସେଚନ ପ୍ରକଳ୍ପର SDO, ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍

25 Nov 2025 By Deviprasad Mohanty

ଏୟାର୍ ଇଣ୍ଡିଆର ୧୧ଟି ବିମାନ ବାତିଲ୍, ଇଥିଓପିଆ ଜ୍ୱାଳାମୁଖୀ ପ୍ରଭାବରୁ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ୧୧ଟି ବିମାନ ବାତିଲ କରାଯାଇଛି। ଇଥିଓପିଆ ଜ୍ୱାଳାମୁଖୀ ପ୍ରଭାରୁ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏୟାର ଇଣ୍ଡିଆ ଏପରି ବଡ଼ ନିଷ୍ପତ୍ତି ନେଇଛି। ୨୪ ଓ ୨୫ ତାରିଖରେ ମୋଟ୍‌ ୧୧ଟି ବିମାନ ବାତିଲ କରିଛି ଏୟାର ଇଣ୍ଡିଆ ।

AI 106- ନ୍ୟୁୟର୍କ-ଦିଲ୍ଲୀ, AI 102- ନ୍ୟୁୟର୍କ (JFK) ଦିଲ୍ଲୀ ବିମାନ ବାତିଲ ହୋଇଥିବାବେଳେ AI 2204- ଦୁବାଇ-ହାଇଦ୍ରାବାଦ, AI 2290- ଦୋହା-ମୁମ୍ବାଇ ବିମାନ ବାତିଲ ହୋଇଛି। ସେହିପରି AI 2212- ଦୁବାଇ-ଚେନ୍ନାଇ, AI 2284- ଦୋହା-ଦିଲ୍ଲୀ ବିମାନ ବାତିଲ ହୋଇଛି।

AI 2822- ଚେନ୍ନାଇ-ମୁମ୍ବାଇ, AI 2466- ହାଇଦ୍ରାବାଦ-ଦିଲ୍ଲୀ ବିମାନ ବାତିଲ। -AI 2444/2445- ମୁମ୍ବାଇ-ହାଇଦ୍ରାବାଦ-ମୁମ୍ବାଇ ବିମାନ ବାତିଲ କରାଯାଇଥିବାବେଳେ AI 2471/2472- ମୁମ୍ବାଇ-କୋଲକାତା-ମୁମ୍ବାଇ ବିମାନ ମଧ୍ୟ ବାତିଲ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର