ଶ୍ରୀମନ୍ଦିରକୁ ନେଇ ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ବୟାନ ପ୍ରସଙ୍ଗ: ବଢିପାରେ ଅଡୁଆ, ଜିଲ୍ଲାପାଳ କହିଲେ...

Deviprasad Mohanty Picture
Published On

ପୁରୀ: ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ଶ୍ରୀମନ୍ଦିରକୁ ନେଇ ବିବାଦୀୟ ବୟାନ ପ୍ରସଙ୍ଗ। ଏ ନେଇ ପୁରୀ ଜିଲ୍ଲାପାଳ ଆଜି ପ୍ରତିକ୍ରିୟା ରଖିଛନ୍ତି। ପ୍ରଚାର ପ୍ରସାର ସବକମିଟିରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅବମାନନା କରିବା ଓ ଭୁଲ୍ ତଥ୍ୟ ଯେଉଁମାନେ ଦେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଜନା କରାଯାଉଛି ବୋଲି ଜିଲ୍ଲାପାଳ ପ୍ରତିକ୍ରିୟା ରଖିଲେ। ପ୍ରେମୀଯୁଗଳଙ୍କୁ ବିବାହ ପୂର୍ବରୁ ଶ୍ରୀମନ୍ଦିର ଯିବାକୁ ବାରଣ କରିଥିଲେ ଶୁଭଙ୍କର। କାରଣ ବିବାହ ପୂର୍ବରୁ ପ୍ରେମୀଯୁଗଳ ଶ୍ରୀମନ୍ଦିର ଗଲେ ପ୍ରେମ ସଫଳ ହେବନାହିଁ ଓ ଵିବାହ କରିପାରିବେ ନାହିଁ ବୋଲି କହିଥିଲେ ଶୁଭଙ୍କର। ଶ୍ରୀମନ୍ଦିର ଉପରେ ମାଆ ରାଧାରାଣୀଙ୍କ ଅଭିଶାପ ପଡିଛି ବୋଲି ଭୁଲ୍ ମନ୍ତବ୍ୟ ରଖିଥିଲେ ଶୁଭଙ୍କର l

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦର ତାଳତୋଳା ଗ୍ରାମରେ ଶ୍ରୀରାମ ନବମୀ ପାଳିତ, ୩୭ତମ ନବାହ୍ନ ପାରାୟଣ ଆରମ୍ଭ

29 Nov 2025 By Deviprasad Mohanty

ଶ୍ରୀମନ୍ଦିରକୁ ନେଇ ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ବୟାନ ପ୍ରସଙ୍ଗ: ବଢିପାରେ ଅଡୁଆ, ଜିଲ୍ଲାପାଳ କହିଲେ...

ପୁରୀ: ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ଶ୍ରୀମନ୍ଦିରକୁ ନେଇ ବିବାଦୀୟ ବୟାନ ପ୍ରସଙ୍ଗ। ଏ ନେଇ ପୁରୀ ଜିଲ୍ଲାପାଳ ଆଜି ପ୍ରତିକ୍ରିୟା ରଖିଛନ୍ତି। ପ୍ରଚାର ପ୍ରସାର ସବକମିଟିରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅବମାନନା କରିବା ଓ ଭୁଲ୍ ତଥ୍ୟ ଯେଉଁମାନେ ଦେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଜନା କରାଯାଉଛି ବୋଲି ଜିଲ୍ଲାପାଳ ପ୍ରତିକ୍ରିୟା ରଖିଲେ। ପ୍ରେମୀଯୁଗଳଙ୍କୁ ବିବାହ ପୂର୍ବରୁ ଶ୍ରୀମନ୍ଦିର ଯିବାକୁ ବାରଣ କରିଥିଲେ ଶୁଭଙ୍କର। କାରଣ ବିବାହ ପୂର୍ବରୁ ପ୍ରେମୀଯୁଗଳ ଶ୍ରୀମନ୍ଦିର ଗଲେ ପ୍ରେମ ସଫଳ ହେବନାହିଁ ଓ ଵିବାହ କରିପାରିବେ ନାହିଁ ବୋଲି କହିଥିଲେ ଶୁଭଙ୍କର। ଶ୍ରୀମନ୍ଦିର ଉପରେ ମାଆ ରାଧାରାଣୀଙ୍କ ଅଭିଶାପ ପଡିଛି ବୋଲି ଭୁଲ୍ ମନ୍ତବ୍ୟ ରଖିଥିଲେ ଶୁଭଙ୍କର l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର