ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗ କର୍ମଚାରୀ; ନେଉଥିଲେ ମାସିକିଆ ଚାନ୍ଦା, ମାଡିବସିଲା ଭିଜିଲାନ୍ସ

Deviprasad Mohanty Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅବକାରୀ ବିଭାଗ ଅଫିସର ଇନଚାର୍ଜ ବିଜୟ କୁମାର ମହାନ୍ତଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ୪୦ ହଜାର ଟଙ୍କା ନେଉଥିବା ବେଳେ ଧରିଲା ଭିଜିଲାନ୍ସି।

ଆହୁରି ପଢ଼ନ୍ତୁ: ଓଡ଼ିଶା ମାଓମୁକ୍ତ ହେବା ଦିଗରେ ବଡ଼ ପଦକ୍ଷେପ: ମାର୍ଚ୍ଚ ୩୧ ସୁଦ୍ଧା ଲକ୍ଷ୍ୟ ହାସଲ, ବଳକା ଅଛନ୍ତି ମାତ୍ର ୯ରୁ କମ୍ ନକ୍ସଲ

ସୂଚନା ଅନୁଯାୟୀ, କେନ୍ଦୁଝର ଅବକାରୀ ସୁପରିଟେଣ୍ଡ ସୀତାରାଣୀଙ୍କ ନିର୍ଦ୍ଦେଶରେ ସେ ଆଜି କରଞ୍ଜିଆ ବିଦେଶୀ ମଦ ଦୋକାନ ମାଲିକ ବିଧୁଭୂଷଣ ପତିଙ୍କ ଠାରୁ ଚମ୍ପୁଆ ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଥିଲା ଭିଜିଲାନ୍ସ l ମାସିକିଆ ଚାନ୍ଦା ମାସକୁ ୧୦ ହଜାର ଟଙ୍କା ହିସାବରେ ୪ ମାସର ଚାନ୍ଦା ନେବା ବେଳେ ମାଡି ବସିଥିଲା ଭିଜିଲାନ୍ସ ବିଭାଗ।

ଆହୁରି ପଢ଼ନ୍ତୁ: ରାଜ୍ୟରେ କମୁଥିବା ଭୂତଳ ଜଳସ୍ତରକୁ ନେଇ ସରକାରଙ୍କ ଚିନ୍ତା, ୫ ବର୍ଷରେ କମିଛି ୦.୫୩% MBGL

19 Nov 2025 By Deviprasad Mohanty

ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗ କର୍ମଚାରୀ; ନେଉଥିଲେ ମାସିକିଆ ଚାନ୍ଦା, ମାଡିବସିଲା ଭିଜିଲାନ୍ସ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅବକାରୀ ବିଭାଗ ଅଫିସର ଇନଚାର୍ଜ ବିଜୟ କୁମାର ମହାନ୍ତଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ୪୦ ହଜାର ଟଙ୍କା ନେଉଥିବା ବେଳେ ଧରିଲା ଭିଜିଲାନ୍ସି।

ସୂଚନା ଅନୁଯାୟୀ, କେନ୍ଦୁଝର ଅବକାରୀ ସୁପରିଟେଣ୍ଡ ସୀତାରାଣୀଙ୍କ ନିର୍ଦ୍ଦେଶରେ ସେ ଆଜି କରଞ୍ଜିଆ ବିଦେଶୀ ମଦ ଦୋକାନ ମାଲିକ ବିଧୁଭୂଷଣ ପତିଙ୍କ ଠାରୁ ଚମ୍ପୁଆ ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଥିଲା ଭିଜିଲାନ୍ସ l ମାସିକିଆ ଚାନ୍ଦା ମାସକୁ ୧୦ ହଜାର ଟଙ୍କା ହିସାବରେ ୪ ମାସର ଚାନ୍ଦା ନେବା ବେଳେ ମାଡି ବସିଥିଲା ଭିଜିଲାନ୍ସ ବିଭାଗ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର