ରାଜ୍ୟରେ ୩୨ ନିଗମରେ ଖାଲି ପଡ଼ିଛି ୧୦ ହଜାରୁ ଉର୍ଦ୍ଧ୍ବ ପଦବୀ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

Deviprasad Mohanty Picture
Published On

ଭୁବନେଶ୍ବର: ରାଜ୍ୟରେ ଚାଲିଛି ବିଧାନସଭା ଶୀତ ଅଧିବେଶନ। ଏହାରି ମଧ୍ଯରେ ଗୃହରେ ଏକ ବଡ଼ ଖୁଲାସା ହୋଇଛି। ସରକାରୀ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବଡ଼ ତଥ୍ୟ ଖୁଲାସା କରିଛନ୍ତି। ରାଜ୍ୟର ୩୨ଟି ନିଗମରେ ମୋଟ ୧୦,୨୬୪ଟି ପଦବୀ ଖାଲି ପଡ଼ିଛି ବୋଲି ସେ କହିଛନ୍ତି। ମନ୍ତ୍ରୀ ମହାପାତ୍ର ଗୃହକୁ ଅବଗତ କରାଇଛନ୍ତି ଯେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଗମ କର୍ମଚାରୀ ଅଭାବରେ ସଂଘର୍ଷ କରୁଛନ୍ତି। ସେ ଖାଲିଥିବା ପଦବୀର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି-

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା, ଲିଫ୍ଟ ଦେବା ବାହାନାରେ ପଶ୍ଚିମବଙ୍ଗର ମହିଳାଙ୍କୁ ଗଣଦୁଷ୍କର୍ମ

  • ଓଡ଼ିଶା କୃଷି ଶିଳ୍ପ ନିଗମ (Odisha Agro-Industries Corporation) – ୨୮୮ଟି ପଦ ଖାଲି

    ଆହୁରି ପଢ଼ନ୍ତୁ: ରାଉରକେଲା ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

  • ଓଡ଼ିଶା ବିହନ ନିଗମ (Odisha Seeds Corporation) – ୧୦୩ଟି ପଦ ଖାଲି

    ଆହୁରି ପଢ଼ନ୍ତୁ: ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାକରନ୍ତୁ ନିଶିକାନ୍ତ ଦୁବେ: ନବୀନ ପଟ୍ଟନାୟକ

  • ଓଡ଼ିଶା ଖଣି ନିଗମ (Odisha Mining Corporation) – ୧,୧୬୩ଟି ପଦ ଖାଲି

  • ଓଡ଼ିଶା ନିର୍ମାଣ ନିଗମ (Odisha Construction Corporation) – ୪୮୩ଟି ପଦ ଖାଲି

  • ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ (Odisha Hydro Power Corporation) – ୧,୧୧୨ଟି ପଦ ଖାଲି

  • ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ୍ (Odisha Power Transmission Corporation) – ୩,୨୬୧ଟି ପଦ ଖାଲି

  • ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (Odisha Small Industries Corporation) – ୨୦୫ଟି ପଦ ଖାଲି

  • ଓଡ଼ିଶା ଉଠା ଜଳସେଚନ ନିଗମ (Odisha Lift Irrigation Corporation) – ୧,୧୫୦ଟି ପଦ ଖାଲି

  • ଓଡ଼ିଶା ୱେରହାଉସିଂ କର୍ପୋରେସନ୍ (Odisha Warehousing Corporation) – ୩୪୯ଟି ପଦ ଖାଲି

  • ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (Odisha State Road Transport Corporation) – ୩୬୧ଟି ପଦ ଖାଲି

  • ୱାଟକୋ (ଓଡ଼ିଶା ଜଳ ନିଗମ) (WATCO) ( Water Corporation of Odisha) – ୬୫ଟି ପଦ ଖାଲି

  • ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (IDCO) (Industrial Infrastructure Development Corporation) – ୧୧୭ଟି ପଦ ଖାଲି

02 Dec 2025 By Deviprasad Mohanty

ରାଜ୍ୟରେ ୩୨ ନିଗମରେ ଖାଲି ପଡ଼ିଛି ୧୦ ହଜାରୁ ଉର୍ଦ୍ଧ୍ବ ପଦବୀ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ବର: ରାଜ୍ୟରେ ଚାଲିଛି ବିଧାନସଭା ଶୀତ ଅଧିବେଶନ। ଏହାରି ମଧ୍ଯରେ ଗୃହରେ ଏକ ବଡ଼ ଖୁଲାସା ହୋଇଛି। ସରକାରୀ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବଡ଼ ତଥ୍ୟ ଖୁଲାସା କରିଛନ୍ତି। ରାଜ୍ୟର ୩୨ଟି ନିଗମରେ ମୋଟ ୧୦,୨୬୪ଟି ପଦବୀ ଖାଲି ପଡ଼ିଛି ବୋଲି ସେ କହିଛନ୍ତି। ମନ୍ତ୍ରୀ ମହାପାତ୍ର ଗୃହକୁ ଅବଗତ କରାଇଛନ୍ତି ଯେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଗମ କର୍ମଚାରୀ ଅଭାବରେ ସଂଘର୍ଷ କରୁଛନ୍ତି। ସେ ଖାଲିଥିବା ପଦବୀର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି-

  • ଓଡ଼ିଶା କୃଷି ଶିଳ୍ପ ନିଗମ (Odisha Agro-Industries Corporation) – ୨୮୮ଟି ପଦ ଖାଲି

  • ଓଡ଼ିଶା ବିହନ ନିଗମ (Odisha Seeds Corporation) – ୧୦୩ଟି ପଦ ଖାଲି

  • ଓଡ଼ିଶା ଖଣି ନିଗମ (Odisha Mining Corporation) – ୧,୧୬୩ଟି ପଦ ଖାଲି

  • ଓଡ଼ିଶା ନିର୍ମାଣ ନିଗମ (Odisha Construction Corporation) – ୪୮୩ଟି ପଦ ଖାଲି

  • ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ (Odisha Hydro Power Corporation) – ୧,୧୧୨ଟି ପଦ ଖାଲି

  • ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ୍ (Odisha Power Transmission Corporation) – ୩,୨୬୧ଟି ପଦ ଖାଲି

  • ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (Odisha Small Industries Corporation) – ୨୦୫ଟି ପଦ ଖାଲି

  • ଓଡ଼ିଶା ଉଠା ଜଳସେଚନ ନିଗମ (Odisha Lift Irrigation Corporation) – ୧,୧୫୦ଟି ପଦ ଖାଲି

  • ଓଡ଼ିଶା ୱେରହାଉସିଂ କର୍ପୋରେସନ୍ (Odisha Warehousing Corporation) – ୩୪୯ଟି ପଦ ଖାଲି

  • ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (Odisha State Road Transport Corporation) – ୩୬୧ଟି ପଦ ଖାଲି

  • ୱାଟକୋ (ଓଡ଼ିଶା ଜଳ ନିଗମ) (WATCO) ( Water Corporation of Odisha) – ୬୫ଟି ପଦ ଖାଲି

  • ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (IDCO) (Industrial Infrastructure Development Corporation) – ୧୧୭ଟି ପଦ ଖାଲି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର