ଶୂନ୍ୟକାଳରେ ହୀରାକୁଦ ଚିନ୍ତା; ହୀରାକୁଦ ପ୍ରସଂଗରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ମତ ଗୁରୁତ୍ୱପୂର୍ଣ୍ଣ: ରାଜସ୍ୱ ମନ୍ତ୍ରୀ

Deviprasad Mohanty Picture
Published On

ଭୁବନେଶ୍ବର: ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ ହୀରାକୁଦର ସୁରକ୍ଷା ପାଇଁ ଶୂନ୍ୟକାଳରେ ଦାବି କରିଥିବା ବେଳେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତି ଉତ୍ତର ଦେବାକୁ ଯାଇ କହିଛନ୍ତି ଯେ, ବିରୋଧୀ ଦଳ ଉପ ନେତା ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ବେଶ ଗୁରୁତ୍ୱପୂର୍ଣ୍ଣ। ସମସ୍ତେ ମଧ୍ୟ ତାକୁ ନେଇ ଚିନ୍ତିତ ରହିଛନ୍ତି। ହୀରାକୁଦରେ ସ୍କିଲ୍ଡ ମାଡ଼ି ଯାଇଛି ଯାହା ପାଇଁ ଜଳ ଧାରଣା କ୍ଷମତା କମିବାର ଲାଗିଛି । ହୀରାକୁଦ ଯେତେବେଳେ ହୋଇଥିଲା ମୁଖ୍ୟତଃ ଉଦ୍ଦେଶ୍ୟ ରହିଥିଲା କି ରାଜ୍ୟର ବନ୍ୟା ସମସ୍ୟା ଦୂର କରିବା । କାହିଁକି ନା ସେତେବେଳେ ଆମର ଯେତିକି ବଜେଟ ରହିଥିଲା ତାହା ସଂପୂର୍ଣ୍ଣ ବନ୍ୟା ନିୟନ୍ତ୍ରଣରେ ଖର୍ଚ୍ଚ ହେଉଥିଲା । ଯାହା ପାଇଁ ବିଶ୍ଵର ବଡ ବିସ୍ଥାପନ କରିଥିଲେ ସରକାର।  ନା ସେତେବେଳେ ମାନବାଧିକାର କମିଶନ ଥିଲା ନା ବିସ୍ଥାପନ ଆଇନ ଥିଲା କିଛି ବି ନଥିଲା । ଯାହା ପାଇଁ ହୀରାକୁଦ ପାଇଁ ବଡ କ୍ଷତି ନିଜ ଜୀବନର ହରାଇଥିଲେ ଅଞ୍ଚଳ ବାସୀ। ହୀରାକୁଦ ଡ଼୍ୟାମରୁ ସ୍କିଲ୍ଡ ଅର୍ଥାତ୍ ବାଲି, ମାଟି ଓ ଗୋଡ଼ି କାଢ଼ିବାକୁ ହେବ।  ଥରେ ଉଦ୍ୟମ କରିଥିଲେ ପୂର୍ବ ସରକାର କିନ୍ତୁ ବିଫଳ ହୋଇଥିଲା ଜାପାନ କମ୍ପାନୀ। ଯେହେତୁ ବଡ ବଡ ଗଛ ରହିଥିଲା ତାକୁ ସମ୍ପୂର୍ଣ ତାଡି କାଢିବା ବଦଳରେ କେବଳ କାଟି ଦେଇ ସଫେଇ କାର୍ଯ୍ୟ କରାଯାଉ ଥିଲା କିନ୍ତୁ ତାହା ହୋଇ ପାରିନଥିଲା।  ଏବେ ସେହି କାର୍ଯ୍ୟ କରିବା ପାଇଁ ଆମେ କେନ୍ଦ୍ର ସରକାର ଓ ବିଭିନ୍ନ ଟେକ୍ନିକାଲ ଟିମ ମାନଙ୍କ ସହ ଆଲୋଚନା କରୁଛୁ। କେନ୍ଦ୍ର ସରକାର ସବୁ ଡ୍ୟାମ ମାନଙ୍କ ସୁରକ୍ଷା ପାଇଁ ଡ୍ୟାମ ସେପ୍ଟି ଆଣିଛନ୍ତି । କାହିଁକି ନା ବିଭିନ୍ନ ଡ୍ୟାମର ଜୀବନ ଧାରା କମିବାରେ ଲାଗିଛି। ଆମେ ଆଶା କରୁଛୁ ଖୁବ୍ ଶୀଘ୍ର ମାଟି, ବାଲି ଓ ଗୋଡ଼ି କାଢ଼ିବୁ । ଆଉ ଗୋଟେ ପର୍ଯ୍ୟଟନ କଥା ଆମେ ପ୍ରଥମେ ହୀରାକୁଦର ସୁରକ୍ଷା ଦେଖିବୁ ପରେ ଯାହା ହେବ। ଆମେ ତାହାକୁ ଆଗେଇ ନେବାକୁ ଉଦ୍ୟମ କରୁଛୁ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ। 

ଆହୁରି ପଢ଼ନ୍ତୁ:  ଆଜି ଅଶୋକାଷ୍ଟମୀ, ରଥଦାଣ୍ଡରେ ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅଣଲେଉଟା ରୁକୁଣା ରଥ

04 Dec 2025 By Deviprasad Mohanty

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର