ମନୋରଞ୍ଜନ

'କସୌଟି ଜିନ୍ଦେଗୀ କେ'ର ସେହି ଛୋଟ ଝିଅ 'ସ୍ନେହା' ମନେ ଅଛନ୍ତି କି? ଏବେ ଦେଖିଲେ ଚିହ୍ନି ପାରିବେନି, ଜିତିଛନ୍ତି ଜାତୀୟ ପୁରସ୍କାର
ଆମେରିକା-ଇରାନ ଯୁଦ୍ଧ ନେଇ ମୁହଁ ଖୋଲିଲେ ନୋରା ଫତେହି; କହିଲେ ଦୁବାଇ ନୁହେଁ, ମୁଁ ଭାରତରେ ଅଛି
ତିହାର ଜେଲରୁ ବାହାରିଲେ ଅଭିନେତ୍ରୀ ସନ୍ଦୀପା ଭିର୍କ: ମନି ଲଣ୍ଡରିଂ ମାମଲାରେ ମିଳିଲା ଜାମିନ, ଶୁଣାଇଲେ ଅନୁଭୂତି
‘ମଞ୍ଜୁମ୍ମେଲ ବଏଜ୍’ ନିର୍ଦ୍ଦେଶକ ଚିଦମ୍ବରମଙ୍କ ନାମରେ ଯୌନ ନିର୍ଯାତନା ମାମଲା; ଘରକୁ ପଶି ଦୁର୍ବ୍ୟବହାର ଅଭିଯୋଗ
ଟମ୍ ହଲାଣ୍ଡ ଏବଂ ଜେଣ୍ଡାୟା ଗୁପ୍ତରେ କଲେ ବିବାହ? ବଡ଼ ଖୁଲାସା କଲେ ଷ୍ଟାଇଲିଷ୍ଟ ଲ' ରୋଚ୍
ଆମେରିକା-ଇରାନ ଯୁଦ୍ଧ: ଦୁବାଇରେ ଫସିଲେ ଅଭିନେତ୍ରୀ ସୋନାଲ ଚୌହାନ, ପିଏମ ମୋଦୀଙ୍କୁ ମାଗିଲେ ସାହାଯ୍ୟ

ଓଡ଼ିଶା

ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଭୁବନେଶ୍ୱର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । ଭୁବନେଶ୍ୱରରେ ପାହାଳ ଥାନା ଅନନ୍ତପୁରରେ ଏହି ସଡ଼କ ଦୁର୍ଘଟଣା ହୋଇଛି । ହାଇୱା ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ତିନି ଜଣ ଯୁବକ ବାଇକରେ ଯାଉଥିବା ବେଳେ ଏକ ହାଇୱା ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ...
ଓଡ଼ିଶା 

ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶାରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା । ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ଆରମ୍ଭ ହେବ ଏସଆଇଆର ପ୍ରକ୍ରିୟା । ରାଜ୍ୟରେ ଭୋଟର ତାଲିକାକୁ ସ୍ୱଚ୍ଛ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ଆଗାମୀ ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସ୍ପେଶାଲ୍ ଇଣ୍ଟେନ୍ସିଭ ରିଭିଜନ ବା ଏସଆଇଆର  ପ୍ରକ୍ରିୟା। ଏପର୍ଯ୍ୟନ୍ତ...
ଓଡ଼ିଶା  ବଡ ଖବର 

ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଭୁବନେଶ୍ୱର: ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ୱରରୁ ୩ଜଣ ଶିଶୁ ନିଖୋଜ । ଜଣେ ନାବାଳକ ଓ ଦୁଇ ଜଣ ନାବାଳିକା ନିଖୋଜ ହୋଇଛନ୍ତି । ସୂଚନା ପାଇଁ ନିଖୋଜଙ୍କ ଫଟୋ ସହ ପୋଷ୍ଟର ଜାରି କରିଛି ପୁଲିସ । ଯିଏ ସୂଚନା ଦେବ, ତାକୁ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ପୋଲିସ ଘୋଷଣା...
ଓଡ଼ିଶା  ବଡ ଖବର 

ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ମାର୍ଚ୍ଚ ପ୍ରଥମରୁ ୩୯.୬ ଡିଗ୍ରୀ ଛୁଇଁଲାଣି ତାପମାତ୍ରା। ପଶ୍ଚିମ ଓଡ଼ିଶାରେ ଖରାର କରାଳ ରୂପ। ଜାଣନ୍ତୁ ୮ ତାରିଖରୁ କେଉଁଠି ହେବ ବର୍ଷା? ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...
ଓଡ଼ିଶା 

ରାସ୍ତା କଡା ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଉରକେଲା: ରାସ୍ତା କଡା ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ମୃତ ଯୁବତୀଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରି ନଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ରାଉରକେଲା ସହରର ବ୍ରାହ୍ମଣୀ ତରଙ୍ଗ ଥାନା ଅଧିନ ସମିଲ ନିକଟ ସ୍କୁଲର ପଛପଟ ବୁଦା ମୂଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ବ୍ରାହ୍ମଣୀ...
ଓଡ଼ିଶା 

ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ କାର୍ଯ୍ୟାଳୟ ପରିସରରେ ବୁଧବାର ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ମଦ କାରବାରକୁ ବିରୋଧ କରି ସାନଅଁଳ ଗ୍ରାମର ମହିଳା ସଂଘ ପକ୍ଷରୁ ତହସିଲଦାରଙ୍କୁ ଘେରାଉ କରାଯାଇଛି। ଗାଁ ପାଖରେ ମଦ ଦୋକାନ ଥିବାରୁ ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କରୁଥିବା ବେଳେ ପ୍ରଶାସନର ନୀରବତାକୁ...
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ 

ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଭୁବନେଶ୍ୱର(ସୁମିତ୍ରା ସାହୁ): ବାଲ୍ୟବିବାହ ସମ୍ପୂର୍ଣ୍ଣରୂପେ ବନ୍ଦ କରିବାକୁ ଓଡ଼ିଶା ସରକାର ମାଳମାଳ ଯୋଜନା ପ୍ରଣୟନ କରୁଛନ୍ତି। ଏଥିପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ରୂପାୟନରେ ନିଷ୍ଠାର ଅଭାବ ଏବଂ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା କାରଣରୁ ବାଲ୍ୟବିବାହର ହାରାହାରି ସଂଖ୍ୟା ଜାତୀୟ ହାରଠାରୁ ଆଗରେ ରହି ଓଡ଼ିଶା ଏକ ଅଲୋଡ଼ା ରେକର୍ଡ...
ବିଶେଷ  ଓଡ଼ିଶା 

ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଆନନ୍ଦପୁର: ଘରେ ଶୋଇଥିବା ବେଳେ ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ । ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ । ନିଆଁରେ ଜଳି ଯୁବକ ମୃତ । ମୃତକ ହେଲେ ଆନନ୍ଦପୁର ଥାନା ନିକଟ ବଡ଼ଦାଣ୍ଡ ସାହିର ଦେବେନ୍ଦ୍ର ମିଶ୍ର । ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଘର ଭିତରେ ହଠାତ୍...
ଓଡ଼ିଶା 

କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ନିମାପଡା: ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ । ଗୋପ ଥାନା ମୁଗୁରାଇ ନିକଟରେ କଲେଜ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ । ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି । କଲେଜକୁ ପରୀକ୍ଷା ଦେବାକୁ ଯାଉଥିବା ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିବା ସୂଚନା । ଛାତ୍ରୀ...
ଓଡ଼ିଶା 

ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ମିଠା ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁରରେ ମିଠା ଦୋକାନୀଙ୍କୁ ହାଣିଲେ । ମିଠା କିଣାକୁ ନେଇ ବଚସା ପରେ ହାଣିଲେ ୩ ଯୁବକ । ଆହତ ମିଠା ଦୋକାନୀ ହେଲେ ଦିଲୁ ବେହେରା। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ସିସିଟିଭି ଯାଞ୍ଚ କରି...
ଓଡ଼ିଶା 

ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଭୁବନେଶ୍ୱର: ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ କେନ୍ଦ୍ର ଗୃହ ମନ୍ତ୍ରୀ। କଟକ, ଭୁବନେଶ୍ବର, ପାରାଦୀପରେ ରହିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଆଉ କିଛି ସମୟ ପରେ କଟକ ମୁଣ୍ଡଳିରେ CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପରେ...
ଓଡ଼ିଶା  ବଡ ଖବର 

କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଗଞ୍ଜାମ: ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ଅପରାଧ । ଆଇନକୁ ଖାତିର ନକରି ଦିନ ଦ୍ଵିପ୍ରହରେ ହତ୍ୟାକାଣ୍ଡ ରଚୁଛନ୍ତି ଅସାମାଜିକ । ଅପରାଧୀଙ୍କ ଦୌରାତ୍ମ୍ୟରେ ଭୟଭୀତ ରାଜ୍ୟର ସାଧାରଣ ଜନତା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ଯୁବକ...
ଓଡ଼ିଶା  ବଡ ଖବର