ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଂସପେଶୀ ମଜବୁତ ପାଇଁ ଚତୁରଙ୍ଗ ଦଣ୍ଡାସନ

ଯୋଗାସନ ପଦ୍ଧତି: ଦୁଇ ହାତକୁ କହୁଣିର ତଳକୁ ଭରାଦେଇ ରଖନ୍ତୁ। କହୁଣି କାନ୍ଧ ତଳକୁ ହେବା ଆବଶ୍ୟକ। ନିତମ୍ବକୁ ଆଗ ଆଡ଼କୁ ଝୁକାନ୍ତୁ। ସବୁ ମାଂସପେଶୀକୁ ଶରୀର ମଝିରେ କେନ୍ଦ୍ରୀଭୂତ କରି ସ୍ଥିର ରଖନ୍ତୁ। ଏହା ଏକ ପ୍ରକାର ଦଣ୍ଡ ଲଗେଇବା ପରି ଜଣାପଡ଼େ।

ଫଳପ୍ରାପ୍ତି: ଏହି ଆସନ ଅଭ୍ୟାସ ଦ୍ବାରା ପେଟ ଉପରେ ଅତି ଉତ୍ତମ ପ୍ରଭାବ ପଡ଼େ ବୋଲି ମନେ କରାଯାଏ। ଏହାକୁ କରିବା ଦ୍ବାରା ହାତ ମଜବୁତ ହୁଏ। ଶରୀରର ଔଜ୍ଜ୍ବଲ୍ୟତା ଏବଂ ମାଂସପେଶୀକୁ ସୁଢ଼ଳ କରିବା ସହିତ ବାହୁକୁ ବଳିଷ୍ଠ କରାଏ।

Leave A Reply

Your email address will not be published.