ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିନା ସ୍ଲଟ ବୁକିଂରେ ହୋମ ଡେଲିଭେରୀ କର୍ମଚାରୀ ଓ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ୱର: ହୋମ ଡେଲିଭେରୀ କର୍ମଚାରୀ ଓ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା। ଏନେଇ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ- ବିଏମସି ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଡ୍ରାଇଭ। ବିନା ସ୍ଲଟ ବୁକିଂରେ ହେବ ଟିକାକରଣ। ପର୍ଯ୍ୟାୟ କ୍ରମେ ସ୍ୱିଗି, ଜମାଟୋ ଓ ଡୋମିନସ ଭଳି ହୋମ ଡେଲିଭରି ବୟଙ୍କର ହେବ ଟିକାକରଣ। ରାଜଧାନୀ ଭୁବନେଶ୍ୱରରେ ଟିକାକରଣରୁ କେହି ବଞ୍ଚିତ ହେବେନି। ଏନେଇ ସବୁ ବର୍ଗଙ୍କୁ ଗୁରୁତ୍ୱ ଦେଉଛି ବିଏମସି। ଜୁଲାଇ ସୁଦ୍ଧା ବିଏମସିରେ ଶତ ପ୍ରତିଶତ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.