ରାଜ୍ୟରେ ସରିଲା ଶୀତ : ଆଗକୁ କେବଳ ତାତି, କାଲିଠୁ ବଢିବ ଦିନ ଓ ରାତ୍ରିର ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ସରିଲା ଶୀତ, ଆଗକୁ କେବଳ ତାତି, କାଲିଠୁ ବଢିବ ଦିନ ଓ ରାତ୍ରିର ତାପମାତ୍ରା । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ବଢିବ ପାରଦ । ଦକ୍ଷିଣ ଓଡ଼ିଶାରେ ୩୫ ଡିଗ୍ରୀ ଉପରେ ରହିବ ତାପମାତ୍ରା । ଆଜି ଭୁବନେଶ୍ୱରରେ ୩୪ ଡିଗ୍ରୀ ଛୁଇଁପାରେ ତାପମାତ୍ରା, ଫେବୃଆରୀ ମାସରେ ରେକର୍ଡ କରିବ ତାତି । ରେଡ ଆଲର୍ଟରେ ରାଜଧାନୀ ଭୁବନେଶ୍ୱର । ଅରେଞ୍ଜ ମାର୍କରେ ରହିଛି ପୁରା ଓଡିଶା । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ପଶ୍ଚିମ ଝଡ ନଥିବାରୁ ତାତିବ ଓଡିଶା ।

Leave a comment