ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରଙ୍ଗ ଉତ୍ସବରେ ହ୍ବାଇଟ୍‌ ଫେଶନ

ଧଳା ପୋଷାକରେ ହୋଲି ଖେଳିବାକୁ ସମସ୍ତେ ଭଲପାଆନ୍ତି। ଏହି ଦିନ ମହିଳାମାନଙ୍କୁ ଧଳା କୁର୍ତ୍ତା ସହ ରଙ୍ଗିନ୍ ଓଢ଼ଣି ନଚେତ୍‌ ଡେନିମ୍ ଏବଂ ଧଳା ଟପ୍ସରେ ଦେଖିବାକୁ ମିଳିଥାଏ। ତେେବ ହୋଲି ପାର୍ଟିରେ ଭାରତୀୟ ପରିଧାନରେ ଅଧିକ ଷ୍ଟାଇଲିସ୍ ଲାଗିବା ପାଇଁ ପିନ୍ଧି ପାରିବେ ଏହିଭଳି ପୋଷାକ।

  • ଧଳା ଅନାରକଲି ସୁଟ୍‌ ପିନ୍ଧିପାରିବେ।
  • ନବ ବିବାହିତା ହୋଲି ଅବସରରେ ହ୍ବାଇଟ୍‌ ଲେହେଙ୍ଗା ସହ ଗୋଲ୍‌ଡେନ୍ ଓଢ଼ଣି କ୍ୟାରି କରନ୍ତୁ।
  • ଧଳା କୁର୍ତ୍ତା ସହ ପ୍ଲାଜୋରୁ ମଧ୍ୟ ଷ୍ଟାଇଲିସ ଲୁକ୍ ମିଳିଥାଏ।
  • ସମ୍ପୂର୍ଣ୍ଣ ଧଳା ଡ୍ରେସ୍ ପରିବର୍ତ୍ତେ ଧଳା-ଗୋଲାପି, ନୀଳ-ଧଳା ରଙ୍ଗ ଶାଢ଼ି ଟ୍ରାଏ କରିପାରିବେ।
  • ଧଳା ସାଲୱାର ସହ ରଙ୍ଗବେରଙ୍ଗର ଓଢ଼ଣି ପକାନ୍ତୁ।
  • ସେହିପରି ଧଳା ରଙ୍ଗ ଫ୍ଲୋରାଲ ପ୍ରିଣ୍ଟ୍‌ ଗାଉନ୍‌ରୁ ମଧ୍ୟ ଆକର୍ଷଣୀୟ ଲୁକ୍ ମିଳିଥାଏ।
Leave A Reply

Your email address will not be published.