ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ ହ୍ବାଟସଆପର ୫ ନୂଆ ଫିଚର….

ନୂଆଦିଲ୍ଲୀ: ହ୍ବାଟସଆପରେ ଆସିବାକୁ ଯାଉଛି ୫ ନୂଆ ଫିଚର। ଯାହାକି ଉପଭୋକ୍ତାଙ୍କ ପାଇଁ ଲାଭ ପ୍ରଦ ହେବ।

୧-  ହ୍ବାଟସଆପରେ ଉପଭୋକ୍ତାମାନେ କମ୍ଯୁନିଟି ତିଆରି କିରିପାରିବେ।  ନିଜ ଅଞ୍ଚଳର ବିଭିନ୍ନ ଗୋଷ୍ଠୀ ସହ ଯୋଡି ହେଇପାରିବେ, ବିଭିନ୍ନ ସ୍ଥାନର ସାଙ୍ଗମାନଙ୍କ ସହ ଏକ କମ୍ଯୁନିଟି ମଧ୍ୟ ତିଆରି କରିପାରିବେ।

୨-  ଗ୍ରୁପ ଆଡମିନକୁ ଆହୁରୀ ଶକ୍ତିଶାଳୀ କରାଯାଇଛି। ଗ୍ରୁପରେଥିବା କୌଣସି ବ୍ଯକ୍ତି ମେସେଜ କଲେ ଆଡମିନ ଚାହିଁଳେ ଡିଲିଟ ମାରିପାରିବ। ଉକ୍ତ ମେସଜଟି ଡିଲିଟ ପରେ ଗ୍ରୃୁପର କୌଣସି ସଦସ୍ଯ ଆଉ ଦେଖିପାରିବେ ନାହିଁ।

୩- ଏଣିକି ଗ୍ରୃପରେ ୩୨ ଜଣ ଭଏସ ମେସେଜ କରିପାରିବେ।

୪-  ହ୍ବାଟସଆପରେ ଫାଇଲ ସେୟାରିଂକୁ ୨ଜିବିକୁ ବୃଦ୍ଧି କରାଯାଇଛି। ଫଳରେ ବଡବଡ ଫାଇଲ ଗୁଡିକୁ ସହଜରେ ପଠାଇପାରିବେ ।

୫- ଫେସବୁକ ଭଳି ଫଟୋରେ ଯେପରି ରିଆକସନ ଦିଆଯାଇ ପରୁଛି । ସେହିପରି ଆପଣ ହ୍ବାଟସଆପ ମେସଜରେ ରିଆକସନ ଦେଇପାରିବେ।

Leave A Reply

Your email address will not be published.