ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୦୯-୦୬-୨୦୨୧)

ମେଷ : କାର୍ଯ୍ୟ ବିଳମ୍ବ ଓ ଖର୍ଚ୍ଚାନ୍ତ ଦେଖାଦେବ । ଚାକିରିରେ କାର୍ଯ୍ୟଭାର ରହିବ। ପ୍ରଶାସନିକ ଅଭିଯୋଗ ଆସିପାରେ। ବାଣିଜ୍ୟରେ ବ୍ୟୟବହୁଳତା ରହିବ | ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

ବୃଷ : କୌଣସି ସୂତ୍ରରୁ ଅର୍ଥଲାଭ ହୋଇପାରେ। ସାଂସାରିକ ସୁଖସମ୍ମାନ ପ୍ରାପ୍ତି ହେବ। ଚାକିରିରେ ପ୍ରଶଂସିତ ହେବେ। ବାଣିଜ୍ୟରେ ଶୁଭଫଳ ମିଳିବ | ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍

ମିଥୁନ : କୌଣସି ସୂତ୍ରରୁ ସ୍ବଳ୍ପ ଅର୍ଥଲାଭ ହେବ। ଚାକିରିରେ ଚଳଚଞ୍ଚଳ ରହିବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ବାଣିଜ୍ୟରେ ପ୍ରସାର ହେବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିକ୍

କର୍କଟ : ଆର୍ଥିକ ସ୍ଥିତି ସୁଦୃଢ ରହିବ। ରାଜନୀତିରେ ପ୍ରସିଦ୍ଧି ବଢିବ। ଚାକିରିରେ ସମ୍ମାନ ବୃଦ୍ଧି ପାଇବ। ବାଣିଜ୍ୟରେ ସମୃଦ୍ଧି ରହିବ। ଶୁଭ ଅଙ୍କ – ୯, ଶୁଭ ରଙ୍ଗ-ମେରୁନ୍

ଏଥିସହିତ ପଢ଼ନ୍ତୁ

ସିଂହ : କର୍ମକ୍ଷେତ୍ର ଓ ସାଂସାରିକ ସ୍ଥିତି ଭଲ ରହିବ । ପ୍ରଶାସନିକ ପ୍ରଭାବଶାଳୀ ରହିବେ । ଚାକିରିରେ ପଦୋନ୍ନତି ହୋଇପାରେ I ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

କନ୍ୟା : ଦିନଟିରେ ଅବହେଳା କାର୍ଯ୍ୟହାନି ହୋଇପାରେ । ମାଲିମୋକଦ୍ଦମା ୭ ପ୍ରଭାବିତ ହୋଇପାରେ। ପରିବହନ ଓ ବାଣିଜ୍ୟ ମନ୍ଥର ରହିବ। ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

ତୁଳା : ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। ଚାକିରିରେ ଶତ୍ରୁବୃଦ୍ଧି ହେବେ। ମହିଳାମାନେ ହତୋତ୍ସାହ ରହିବେ। ବାଣିଜ୍ୟରେ କ୍ଷତି ହୋଇପାରେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ବିଛା : କିଛିଟା ଉତ୍ତେଜନା ଭିତରେ ଆଗେଇ ଚାଲିବେ। ସାଂସାରିକ ବ୍ୟସ୍ତ ବିବ୍ରତ ରହିବେ । ନୂତନ ପୁଞ୍ଜିନିବେଶ କରି ଚିନ୍ତାରେ ରହିବେ। ଶୁଭ ଅଙ୍କ-୯, ଶୁଭ ରଙ୍ଗ- ମେରୁନ୍

ଧନୁ : ପରିଶ୍ରମର ଫଳ ପାଇବେ । ଉଚ୍ଚ ଆଶା ସଫଳ ହେବ । ଚାକିରିରେ ସହଯୋଗ ମିଳିବ। ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ମକର : କର୍ମକ୍ଷେତ୍ରରେ ଆଶାବାଦୀ ରହିବେ । ନିର୍ମାଣ କାର୍ଯ୍ୟରେ ବାଧା ଆସିପାରେ। ଚାକିରିରେ କାର୍ଯ୍ୟଭାର ରହିବ। ବାଣିଜ୍ୟ ମାନ୍ଦା ରହିବ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା

କୁମ୍ଭ : କୌଣସି କାର୍ଯ୍ୟକୁ ନେଇ ବହୁ ପରିଶ୍ରମ କରିବେ। ଚାକିରିରେ ଚଳଚଞ୍ଚଳ ରହିବେ। ପରିବହନ ଓ ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ- ସିଲଭର୍

ମୀନ : ଚତୁରତାର ସହ କାର୍ଯ୍ୟ ହାସଲ କରିବେ। ଚାକିରିରେ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ । ଶିଳ୍ପ ଓ ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍

Leave A Reply

Your email address will not be published.