ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୨୨-୦୯-୨୦୨୧)

ମେଷ : କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି । ଚାକିରିରେ ଚଳଚଞ୍ଚଳ ରହିବେ। ରାଜନୀତିରେ ପ୍ରଶଂସିତ ହେବେ। ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବ। ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

ବୃଷ : ସମାଜରେ ପ୍ରତିଷ୍ଠିତ ହେବେ । ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ମହିଳାମାନେ ଆଦରଣୀୟା ହେବେ | ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ | ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ

ମିଥୁନ : କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ | ଚାକିରିରେ ଧନସମ୍ମାନ ପାଇବେ । ପ୍ରଶାସନିକ ସୁନାମ ପାଇବେ | ବାଣିଜ୍ୟରେ ଶୁଭଫଳ ପାଇବେ | ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

କର୍କଟ: କର୍ମକ୍ଷେତ୍ରର ମନ୍ଥର ରହିବ। ଚାକିରିରେ ଅବହେଳା ରହିବ। ମହିଳାମାନେ ଉଦାରମନା ରହିବେ। ବାଣିଜ୍ୟରେ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଆଳସ୍ୟ ପରାୟଣ ରହିବେ । ଶୁଭ ଅଙ୍କ-୧,ଶୁଭ ରଙ୍ଗ-ଗୋଲାପି

ଏଥିସହିତ ପଢ଼ନ୍ତୁ

ସିଂହ : କର୍ମକ୍ଷେତ୍ରରେ ଅସହଯୋଗ ରହିବ | ଚାକିରିରେ ଶତ୍ରୁବୃଦ୍ଧି ହେବେ। ମହିଳାମାନେ ହତାଦର ହେବେ । ଶିଳ୍ପ ଓ ବାଣିଜ୍ୟରେ କ୍ଷତି ହୋଇପାରେ। ଶିକ୍ଷାର୍ଥୀ ତ୍ରୁଟି କରିପାରନ୍ତି । ଶୁଭ ଅଙ୍କ- ୯, ଶୁଭ ରଙ୍ଗ-ଲାଲ୍

କନ୍ୟା : ଦିନଟି ସୁଖ ସନ୍ତୋଷ ଭିତରେ କଟିବ | ଚାକିରିରେ ସହଯୋଗ ପାଇବେ । ମହିଳାମାନେ ଯଶ ପାଇବେ | ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ | ଶୁଭ ଅଙ୍କ-୮ଶୁଭ ରଙ୍ଗ-ଆକାଶୀ

ତୁଳା : ଚଳଚଞ୍ଚଳ ରହିବେ। ମହିଳାମାନେ ଦୃଢ଼ମନା ରହିବେ। ରାଜନୀତିରେ ନେତୃତ୍ବ ବୃଦ୍ଧି । ପରିବହନ ଓ ବାଣିଜ୍ୟରେ ଲାଭାନ୍ବିତ ହେବ। ଶିକ୍ଷାର୍ଥୀ ଅନୁଶାସନପ୍ରିୟ ହେବେ | ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

ବିଛା : କର୍ମକ୍ଷେତ୍ରରେ ଆୟବ୍ୟୟ ସମାନ ରହିବ ।ଚାକିରିରେ ସହକର୍ମୀଙ୍କ ସହ ମନାନ୍ତର ହୋଇପାରେ। ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଅବହେଳା କରିବେ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ-ମେରୁନ୍

ଧନୁ : ଉତ୍ତେଜନା ଭିତରେ ଗତି କରିବେ । ଚାକିରିରେ ଅଭିଯୋଗ ଆସିପାରେ। ରାଜନୀତିରେ ବିବାଦୀୟ ସ୍ଥିତି ରହିବ I ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ଭ୍ରମରେ ପଡିବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ମକର : ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ପ୍ରଶାସନିକ ସକ୍ରିୟ ରହିବେ । ବାଣିଜ୍ୟରେ ଉତ୍ତମ ଫଳ ମିଳିବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ- ୫, ଶୁଭ ରଙ୍ଗ-ସବୁଜ

କୁମ୍ଭ : ଅର୍ଥଚିନ୍ତା ରହିବ। ସାଂସାରିକ ଭୁଲ ବୁଝାମଣା ରହିବ । ଚାକିରିରେ କାର୍ଯ୍ୟଭାର ରହିବ। ବାଣିଜ୍ୟରେ ପ୍ରତିକୂଳ ରହିବ । ଶିକ୍ଷାର୍ଥୀ ଅସ୍ଥିର ହେବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ

ମୀନ : କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ । ଚାକିରିରେ ସହଯୋଗ ପାଇବେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ସଫଳ ହେବେ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିକ୍

Leave A Reply

Your email address will not be published.