Latest Odisha News, Breaking News Today | Top Updates on Corona

ବୁଧବାର ରାଶିଫଳ ( ୦୭-୦୪-୨୦୨୧)

ମେଷ:କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ପ୍ରଶାସନିକ ଓ ରାଜନୀତିରେ ସକ୍ରିୟ ରହିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ଆୟ ଦ୍ବିଗୁଣିତ ହେବ।

ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ବୃଷ:ଅସ୍ଥିରତା କାରଣରୁ କାର୍ଯ୍ୟ ହାନି ହୋଇପାରେ। ଚାକିରିରେ ଅବହେଳା ରହିବ। ମହିଳାମାନେ ବ୍ରତାଦି ଉପବାସ କରି ସ୍ବାସ୍ଥ୍ୟ ସମସ୍ୟାରେ ପଡିବେ। ବାଣିଜ୍ୟରେ ସ୍ବଳ୍ପ ଆୟ ହେବ।

ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ମିଥୁନ:କର୍ମକ୍ଷେତ୍ରରେ ବିଷମ ପରିସ୍ଥିତି ରହିବ। ରାଜନୀତିରେ ଷଡଯନ୍ତ୍ରରେ ପଡିପାରନ୍ତି। ମହିଳାମାନେ ଅପଯଶ ପାଇବେ। ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ।

ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

କର୍କଟ:ଦିନଟି ହର୍ଷୋଲ୍ଲାସରେ କଟିବ। ଚାକିରିରେ ଉଚ୍ଚସମ୍ମାନ ପ୍ରାପ୍ତି ହେବ। ପ୍ରଶାସନିକ ଦୃଢ ବ୍ୟକ୍ତିତ୍ବର ପରିଚୟ ଦେବେ। ବାଣିଜ୍ୟରେ ଶୁଭଫଳ ମିଳିବ।

ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ସିଂହ:କିଛିଟା ଉତ୍ତେଜନା ଭିତରେ ଆଗେଇ ଚାଲିବେ। ମହିଳାମାନେ ଚିନ୍ତିତ ରହିବେ। ଚାକିରିରେ ବ୍ୟସ୍ତତା ଭିତରେ କଟିବ। ଶିଳ୍ପ ଓ ବାଣିଜ୍ୟରେ ଲାଭ ମିଳିବ।

ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କନ୍ୟା:କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ। ସନ୍ତାନସନ୍ତତିମାନେ ଅବାଧ୍ୟ ହୋଇପାରନ୍ତି। ବାଣିଜ୍ୟରେ ମନ୍ଥର ରହିବ। ବିଦ୍ୟାର୍ଥୀ ଅସ୍ଥିରମନା ରହିବେ।

ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ତୁଳା:କୌଣସି କାର୍ଯ୍ୟ ଉଦ୍ଦେଶ୍ୟରେ ଦୂରଯାତ୍ରା କରିପାରନ୍ତି। ଅତିଥିଙ୍କ ଆଗମନ ହୋଇପାରେ। ଚାକିରିରେ ଯଶ ପାଇବେ। ବାଣିଜ୍ୟରେ ପ୍ରସାର ହେବ।

ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

ବିଛା:ଦୀର୍ଘଦିନର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଚାକିରିରେ ମାନସମ୍ମାନ ବୃଦ୍ଧି ହେବ। ମହିଳାମାନେ ରକ୍ଷଣଶୀଳା ହେବେ। ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ଧନୁ:ଆୟବ୍ୟୟ ସମାନ ରହିବ। ଚାକିରିରେ ଅସ୍ଥିର ରହିବେ। ରାଜନୀତିରେ ବିବାଦୀୟ ପରିସ୍ଥିତି ଉପୁଜିପାରେ। ବାଣିଜ୍ୟରେ ସାଧାରଣ ଫଳ ମିଳିବ।

ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ମକର:ଯେକୌଣସି ଉପାୟରେ ହେଉନା କାହିଁକି କାର୍ଯ୍ୟ ହାସଲ କରିବେ। ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ।

ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

କୁମ୍ଭ:ଦିନଟି ଚଳଚଞ୍ଚଳ ରହିବେ। ଚାକିରିରେ ସହକର୍ମୀଙ୍କ ସହଯୋଗ ମିଳିବ। ମହିଳାମାନେ ପରିଶ୍ରମୀ ହେବେ। ବାଣିଜ୍ୟରେ ଲାଭ ମିଳିବ। ବିଦ୍ୟାର୍ଥୀ ଅଧ୍ୟୟନ ପ୍ରିୟ ହେବେ।

ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ମୀନ:ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ଓ ସହଯୋଗ ମିଳିବ। ମହିଳାମାନେ ସ୍ବାଭିମାନୀ ହେବେ। ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ। ବିଦ୍ୟାର୍ଥୀ ଦୃଢମନା ରହିବେ।

ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

Comments
Loading...
0Shares
0
ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications