ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତ୍ବଚା ପାଇଁ ଲାଭପ୍ରଦ ତରଭୁଜ

ସାଧାରଣତଃ ଖରାଦିନେ ତରଭୁଜର ଚାହିଦା ଅଧିକ । ଜଳୀୟାଂଶରେ ଭରପୂର ଏହି ଫଳ ଶରୀରକୁ ହାଇଡ୍ରେଟ୍‌ ରଖିବା ସହ ତ୍ବଚାକୁ ମଧ୍ୟ ଉଜ୍ଜ୍ବଳ ରଖେ। ଖରାଦିନେ ତରଭୁଜ ପ୍ୟାକ୍‌ର ବିବିଧ ଉପଯୋଗିତା ସମ୍ପର୍କରେ ଜାଣନ୍ତୁ।

-ତରଭୁଜକୁ ଚକଟି ସେଥିରେ ବେସନ ମିଶାନ୍ତୁ।

-ଏହାକୁ ୧୫ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ ।

-ଏହା ପରେ ଅଳ୍ପ ପାଣିରେ ଏହାକୁ ମସାଜ୍ କରି ମୁହଁ ଧୋଇ ଦିଅନ୍ତୁ ।

-ସେହିପରି ତରଭୁଜ ରସକୁ ମୁହଁରେ ୧୦ ମିନିଟ୍ ଲଗାଇ ରଖିବା ପରେ ଧୋଇ ଦିଅନ୍ତୁ ।

ନିତିଦିନ ବ୍ୟବହାର କରିବା ପରେ ତ୍ବଚା କୋମଳ ଓ ଉଜ୍ଜଳ ଦେଖାଯାଏ ।

Leave A Reply

Your email address will not be published.