ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁଣିଗାରେଡି ସନ୍ଦେହରେ ଗାଁରେ ଉତ୍ତେଜନା: ୨ ଜଣଙ୍କୁ ମରାଣାନ୍ତକ ଆକ୍ରମଣ, ଘରେ ପଡ଼ିଛି ମହିଳାଙ୍କ ମୃତଦେହ !

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ମଧୁରଝୋଳି ଗାଁରେ ଗୁଣିଗାରେଡି ସନ୍ଦହରେ ଉତ୍ତେଜନା ଦେଖାଦେଇଛି। ଗୁଣି ଗାରେଡି ସନ୍ଦେହରୁ ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଗ୍ରାମବାସୀ । ଉଭୟ ଆହତ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଘଟଣାକୁ ନେଇ ଗାଁରେ ଅଶାନ୍ତି ଲାଗି ରହିଛି । ଅନ୍ୟପଟେ କବିସୂର୍ୟ୍ୟନଗର ପୁଲିସ ପୋଲସରା ପୁରୁଷୋତ୍ତମପୁର ଥାନାର ବରିଷ୍ଠ ଅଧିକାରୀଙ୍କ ସହିତ ୪ ପ୍ଲାଟୁନ ପୁଲିସ ଫୋର୍ସ ଧରି ଅଚାନକ ରାତି ଅଧରେ ଗାଁରେ ଚଢାଉ କରିଛି । ୯ ଜଣକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ ।ଉତ୍ତେଜନାକୁ ଦେଖି ଗାଁର ବିଦ୍ୟାଳୟ ଓ ଅଙ୍ଗନାୱାଡ଼ି କେନ୍ଦ୍ର  ବନ୍ଦ ଥିବା ସୂଚନା ।

ସୂଚାନା ଅନୁଯାୟୀ, ଗାଁର ଏକ ଘରେ ମହିଳାଙ୍କ ମୃତଦେହ ପଡ଼ିଥିବା ଜଣାପଡ଼ିଛି ।

 

Leave A Reply

Your email address will not be published.