ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ RWSS ର ଅଧିକ୍ଷଣ ଯନ୍ତ୍ରୀ, ଏକକାଳୀନ ୮ଟି ସ୍ଥାନରେ ଚଢାଉ ଜାରି

କାମାକ୍ଷାନଗର: ଭିଜିଲାନ୍ସ ଜାଲରେ RWSS ଅଧିକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁ। ଭୁବନେଶ୍ୱର RWSS ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ବିଜୟାନନ୍ଦଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରିଛି ଭିଜିଲାନ୍ସ। ଡିହଡୋଳ ସ୍ଥିତ ବାସଭବନ, ପଙ୍ଗାତିରା ସ୍ଥିତ ଶ୍ୱଶୁର ଘର ଏବଂ ଭୁବନେଶ୍ୱର, ଢେଙ୍କାନାଳ ,ଅନୁଗୁଳ ସମେତ ୮ଟି ସ୍ଥାନରେ ଚଢ଼ାଉ ଜାରି ରହିିଛି । ଏହି ରେଡ଼ରେ ୮ଟି ଟିମ୍ ସାମିଲ୍ ଥିବା ସୂଚନା । ପରଜଙ୍ଗର ସ୍ଥିତ ଡିହଡୋଳ ବାସଭବନ ଠାରେ ରେଡ ଚାଲିଛି ।

Leave A Reply

Your email address will not be published.